Browsing Category

ରାଜ୍ୟ

କ୍ରସର୍‌ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ,୧୯/୪- ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଞ୍ଚାୟତ ବିଜାପଦର୍‌ ଓ ସିଆଳିମୁଣ୍ଡା ଗ୍ରାମରେ ଥିବା ଦୁଇଟି କ୍ରସରକୁ ବନ୍ଦ କରିବା ପାଇଁ ଉଭୟ ଗ୍ରାମର ଶତାଧିକ ଜନସାଧାରଣ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ରସର୍‌ ଓ ବେଆଇନ୍‌…
Read More...

ବୌଦ୍ଧ: ହୁ ହୁ ହୋଇ ବଢୁଛି କରୋନା, ଆଜି ୨୧ ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୧୯/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୧ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯୫ରେ ପହଞ୍ଚିଛି ।…
Read More...

ଆନ୍ଧ୍ର ସୀମାନ୍ତ ପ୍ରବେଶପଥର ନାକାଗେଟ୍‌ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍‌ ଟେଷ୍ଟ

ପାରଳାଖେମୁଣ୍ଡି,୧୯/୪- ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ଦ୍ୱିତୀୟ ଲହରରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ଦିନକୁଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି…
Read More...

ସଚେତନ ଯୁବ ସମାଜ ପକ୍ଷରୁ ମାସ୍କ ବଣ୍ଟନ

ଜହ୍ନାପଙ୍କ,୧୯/୪- ଦ୍ୱିତୀୟ ଲହରୀ କୋରନା ବ୍ୟାପକ ଭାବେ ବଢି ଚାଲିଥିବା ବେଳେ ଏହାର ପ୍ରତିରୋଧ କରିବାର ଏକମାତ୍ର ବିକଳ୍ପ ଭାବେ ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧିବା ପାଇଁ ସଚେତନ କରି ମାସ୍କ ବଣ୍ଟନ କରିଥିଲେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ସଚେତନ ଯୁବସମାଜ । ଏହି…
Read More...

କଂଗ୍ରେସର ଟାଣୁଆ ନେତାଙ୍କ ପରଲୋକ

ପାଟଣାଗଡ,୧୯/୪: ବଲାଙ୍ଗୀର ଜିଲ୍ଲା ପାଟଣାଗଡ କଂଗ୍ରେସର ଟାଣୁଆନେତା ତଥା କେନ୍ଦୁପତ୍ର ଚତୁର୍ଥ ଶ୍ରେଣୀ କର୍ମଚାରୀ ରାଜ୍ୟ ଉପସଭାପତି କିଶୋର ପରିଛାଙ୍କ ଆଜି ମୃତ୍ୟୁ ଘଟିଛି । ସେ ଯାଜପୁର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ…
Read More...

ସେଲାମାଲ୍‌ ଗ୍ରାମରେ ଛେଳି ମଡକ, ପ୍ରାଣୀ ବିଭାଗ ବେଫିକର୍‌ !

ବୌଦ୍ଧ,୧୯/୪- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍‌ ଗ୍ରାମରେ ଗତ କିଛିଦିନ ହେଲା ଛେଳି ମଡକ ଦେଖାଦେଇଥିବା ବେଳେ ପ୍ରାଣୀ ବିଭାଗ ବେଫିକର୍‌ ରହିଥିବା ଛେଳି ଚାଷୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେଲାମାଲ୍‌ ଗ୍ରାମରେ ଗତ କିଛିଦିନ ହେଲା…
Read More...

ରାଜ୍ୟରେ ଦୈନିକ ସଂକ୍ରମଣ ୫ହଜାର ମୁହାଁ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…
Read More...

ରାମଗଡରେ କୃଷି ରଥ କାର୍ଯ୍ୟକ୍ରମ

ହରଭଙ୍ଗା,୧୮/୦୪- ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟକରି ଚାଷୀର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ନାଚ ଗୀତ ମଧ୍ୟମରେ ଚାଷୀକୁ ରୋଗ, ପୋକର ସଠିକ ଉପଚାର, ମାଟି ପରୀକ୍ଷା, ବୈଜ୍ଞାନିକ ପ୍ରଣାଳୀରେ ଚାଷ ବିଷୟରେ ଲୋକଙ୍କୁ ସଚେତନ କରାଇ ଅଧିକ…
Read More...

ବାଇକ ଦୁର୍ଘଟଣା ଘଟଣା, ବ୍ରହ୍ମପୁରରେ ଚିକିତ୍ସିତ ଅବସ୍ଥାରେ ଆଉ ଜଣକ ମୃତ୍ୟୁ

ଦାରିଙ୍ଗବାଡି,୧୮/୪ : ଆଜି ସକାଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ବୁଲାଣିରେ ବାଇକ ଦୁର୍ଘଟଣା ଘଟି ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଦାରିଙ୍ଗବାଡି…
Read More...

ଅସହାୟ ବିଧବା ଶୈଳଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ଜହ୍ନାପଙ୍କ,୧୮/୪;ରାଜ୍ୟ ଓ କେନ୍ଦ୍ର ସରକାର ଜନ୍ମଠାରୁ ମମତା ଯୋଜନା ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା କରିଛନ୍ତି ହେଲେ ଏହି ଯୋଜନା ଶୈଳଙ୍କ ପାଇଁ ଅପହଞ୍ଚ ହୋଇପଡିଛି।ସୂଚନାମତେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମରେ ରହନ୍ତି ଶୈଳ ପ୍ରଧାନଙ୍କ…
Read More...