Browsing Category

ରାଜ୍ୟ

ରାଜ୍ୟରେ ପୁଣି ୧୫୦ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା
Read More...

ଭତ୍ତା ଓ ଚାଉଳ ପାଇବାରୁ ବଞ୍ଚିତ ବୃଦ୍ଧା

ବୌଦ୍ଧ/ବାଉଁଶୁଣୀ,୨୪/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ପଞ୍ଚାୟତ କମ୍ପରା ଗ୍ରାମର ଅଇଁଠୁ ଉର୍ମାଙ୍କ ସ୍ତ୍ରୀ ଜାହ୍ନବୀ ଉର୍ମା ଆଜିପର୍ଯ୍ୟନ୍ତ ଚାଉଳ ଏବଂ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଭାରତ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିନ କରିବାକୁ ଯାଉଥିବାବେଳେ ତଥା ଭାରତର
Read More...

ସତ୍ୟବାନ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ,୨୨/୧- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତର ବୁଟୁମୁଣ୍ଡା ଗ୍ରାମରେ ସତ୍ୟବାନ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଘାଟିତ ହୋଇ ଯାଇଛି | ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ
Read More...

ବାଇକ ଦୁର୍ଘଟଣା,୩ ଆହତ

ଦାରିଙ୍ଗବାଡ଼ି,୨୨/୧: ଦାରିଙ୍ଗବାଡ଼ି ସ୍ଥିତ ଡାକ୍ତର ବି.ଆର ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ପୋଲରେ ଏକ ବାଇକ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତ ମାନେ ହେଲେ ସୋରଡ଼ା ଅଂଚଳର ପିଙ୍କିରାଣୀ ନାୟକ,ବୁଲୁ ନାୟକ ଓ ୪ ବର୍ଷର ଶିଶୁ ବିକାଶ ନାୟକ । ବୁଲୁ
Read More...

ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ,୨୨/୧ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଭୀମ ପାହାଡ କ୍ରିକେଟ୍ କ୍ଲବ୍ ପକ୍ଷରୁ ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଘାଟିତ ହୋଇ ଯାଇଛି | ଆଜିର ଉଦଘାଟନୀ ଅବସରରେ ଅତିଥି ଭାବେ ମଥୁରା ଗ୍ରାମ ପଞ୍ଚାୟତର ନାଏବ୍ ସରପଞ୍ଚ
Read More...

ବିଜେପି ଘେରିଲା ଥାନା

ବଲାଙ୍ଗୀର,୨୨/୧- ସମ୍ବଲପୁର ଥାନାରେ ଅଟକ ଥିବା ସମସ୍ତ ବିଜେପି ନେତୃବୃନ୍ଦଙ୍କୁ ଛାଡ, ମଣ୍ଡିମାନଙ୍କରେ ଥିବା ଧାନ ତୁରନ୍ତ କିଣିବା, କଟନି ଛଟନୀ ବନ୍ଦ, ଟୋକନ ଅବଧି ସମୟରେ ବିକି ପାରି ନ ଥିବା ଚାଷୀଙ୍କ ଟୋକନ ସମୟ ବୃଦ୍ଧି ଇତ୍ୟାଦି ଦାବୀ ନେଇ ଲୋଇସିଂହା ବିଜେପି ତରଫରୁ ଲୋଇସିଂହା ଥାନା
Read More...

ଶୁଖୁଆ ବୋଝେଇ ମିନି ଟ୍ରକ ଓଲଟିଲା, ଡ୍ରାଇଭର ଆହତ

ବୌଦ୍ଧ,୨୨/୧ - ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ତେଲିବନ୍ଧ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ମିନି ଟ୍ରକ ରାସ୍ତା ଉପରେ ଓଲଟି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ଘ 4. 30 ମିନିଟ ସମୟରେ ବରଗଡରୁ
Read More...

ଦୀର୍ଘ ୧୧ମାସ ପରେ ପୁଣିଥରେ ବାଲିଗୁଡ଼ା କୋର୍ଟରେ ହାଜର ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା

ବାଲିଗୁଡ଼ା,୨୨/୦୧ - ଦୀର୍ଘ ୧୧ ମାସ ପରେ ଟପ୍ ମାଓ ନେତା ସବ୍ୟସାଚୀ ପଣ୍ଡା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟରେ ହାଜର ହୋଇଛନ୍ତି । ତିନି ଦିନରେ ଚାରୋଟି କେସର ବିଚାର ହୋଇଥିବାବେଳେ ଅନ୍ୟ ତିନୋଟି କେସର ଚାର୍ଜ ଫ୍ରେମ୍ ହୋଇଥିବା ଜଣାପଡ଼ିଛି । ବ୍ରାହ୍ମଣୀଗାଁ ଥାନା ବଙ୍ଗଡ଼ଦୁଆ ଘାଟିରେ
Read More...

ବାଲିଗୁଡ଼ାରେ ସଡକ ସୁରକ୍ଷା ମାସ ପାଳିତ

ବାଲିଗୁଡ଼ା,୨୨/୦୧- କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ୩୨ ତମ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଆଦିବାସୀ କଲେଜଛକ ନିକଟରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜପତାକା ଦେଖାଇ ଏକ ସଚେତନ ରଥ ଓ ରାଲିର
Read More...

ଷ୍ଟାର ଇଲେଭେନ୍ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ଦେବଗଡ଼ : ଦେବଗଡ଼ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଷ୍ଟାର୍ ଇଲେଭେନ୍ କ୍ରିକେଟ କ୍ଲବ୍‌,ପୁରୁଣାଗଡ଼ ଆନୁକୁଲ୍ୟରେ ୫ ଦିନିଆ କ୍ରିକେଟ ଟୁର୍ଣ୍ଣାମେଂଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଂଟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ କାର୍ଯ୍ୟକାରିଣୀ ବିଜେପି
Read More...