Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟିକାକରଣ ଶୁଭାରମ୍ଭ କଲେ ବିଧାୟକ
ବଲାଙ୍ଗୀର,୧୮/୧- ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ସ୍ଥାନୀୟ ଡାକ୍ତରଖାନା ଠାରେ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ବଲାଙ୍ଗୀର ସହରରେ 3ଟି କେନ୍ଦ୍ର ଓ ପାଟଣାଗଡ ଠାରେ କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଆଜି ଠାରୁ ଲୋଇସିଂହା!-->…
Read More...
Read More...
ଜବର ଦଖଲରେ ମାର୍କେଟ ସେଡ଼
ଜବର ଦଖଲରେ ମାର୍କେଟ ସେଡ଼ବୌଦ୍ଧ/ଜହ୍ନାପଙ୍କ,୧୮/୧;ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ଛକରେ ନିର୍ମାଣ ହୋଇଥିବା ମାର୍କେଟ ସେଡ଼ ଏବେ ଜବର ଦଖଲକାରୀଙ୍କ କବଜାରେ ରହିଛି ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସୂଚନାମତେ ୨୦୦୧ ମସିହାରେ ବୌଦ୍ଧ ପଂଚାୟତ ସମିତି ପକ୍ଷରୁ ପ୍ରାୟ ୨୫ ଲକ୍ଷ ବ୍ୟୟ ଅଟକଳରେ!-->…
Read More...
Read More...
ବୌଦ୍ଧରେ ସଡକ ସୁରକ୍ଷା ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ
ବୌଦ୍ଧ,୧୮/୧: ଆଜିଠାରୁ ଜାତୀୟ ସଡକ ସୁରକ୍ଷା ମାସ ଆରମ୍ଭ ହେଉଥିବାବେଳେ ବୌଦ୍ଧଜିଲ୍ଲାରେ ମଧ୍ୟ ଜିଲ୍ଲା ସଡକ ସୁରକ୍ଷା ସମିତି ତରଫରୁ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ସର୍କିଟ ହାଉସଠାରୁ ବାହାରିଥିବା ସଚେତନତା ରଥକୁ ସବୁଜ ପତାକା ଦେଖାଇ!-->…
Read More...
Read More...
ବାମଣ୍ଡା କେନ୍ଦ୍ର ଡୁମାଳ ସମାଜର ନୂତନ କର୍ମକର୍ତ୍ତା ମନୋନୀତ
ବୌଦ୍ଧ,୧୮/୧- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ୍ ବାମଣ୍ଡା କେନ୍ଦ୍ର ଡୁମାଳ ସମାଜର ନୂତନ କର୍ମକର୍ତ୍ତା ମନୋନୀତ ହୋଇଥିବା ଜଣାପଡିଛି । ଗତକାଲି ବାମଣ୍ଡା ଠାରେ ଥିବା ମା ମାହେଶ୍ୱରୀ ଦେବୀଙ୍କ ମନ୍ଦିର ପରିସରରେ କେନ୍ଦ୍ର ଅଧିନରେ ଥିବା ୧୯ ଗୋଟି ଗ୍ରାମ ଓ ବୌଦ୍ଧ ସହରାଞ୍ଚଳର ସଦସ୍ୟ ମାନଙ୍କୁ ନେଇ!-->…
Read More...
Read More...
ଜିଲ୍ଲା ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ମନୋନୀତ
ବୌଦ୍ଧ,୧୮/୧- ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ଏକ ୪୩ ଜଣିଆ କମିଟିକୁ ଅନୁମୋଦନ କରିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ଉପ ସଭାପତି ଭାବେ ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ!-->…
Read More...
Read More...
ଚାଲିଗଲେ ଦରଦୀ ଦାଦା ଲଳିତ
ବଲାଙ୍ଗୀର,୧୮/୧- ଭୁବନେଶ୍ୱର ସ୍ଥିତ ଏମ୍ସ ଠାରେ ଚିକିତ୍ସିତ ହେଉଥିବା ବଲାଙ୍ଗୀର ମାଟିର ଗୌରବ ସମାଜସେବୀ ଶ୍ରମିକ ନେତା ଲଳିତ ନାୟକ ଇହଧାମ ତ୍ୟାଗ କରିଛନ୍ତି । ଛାତ୍ର ଜୀବନରୁ ସାଧାରଣ ଲୋକଙ୍କ ହକ ପାଇଁ ଲଢେଇ, ରୋଗୀ ଦୁଃଖିଙ୍କ ସେବାରେ ମସଗୁଲ ଲଳିିତଙ୍କ ଛାପ ବିଗତ କିଛି ଦଶନ୍ଧିରେ!-->…
Read More...
Read More...
ରାଜ୍ୟରେ ପୁଣି ୧୩୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର ୧୮ ।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଟ୍ରକ ପଛରେ ଧକ୍କା ଦେଲା ବାଇକ, ବାଇକ ଆରୋହୀ ଗୁରୁତର
ବୌଦ୍ଧ,୧୮/୧ - ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ଚମ୍ପାପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ସମୟରେ ଜଣେ କୋରିଅର ବଏ ଏକ ବାଇକ ଓ. ଆର ୧୯ ଜି ୪୬୧୮ ଯୋଗେ!-->…
Read More...
Read More...
ଓୟୁଜେର ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ
ଫୁଲବାଣୀ,୧୭/୦୧- ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲ ପଛ ପାଖ (ମୂଳଗୁଦାରୀ) ନେଚରରିଟ୍ରିଟ ଠାରେ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓ ୟୁ ଜେ ସଭାପତି ପ୍ରଶନ୍ନ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସରେ ରାସ୍ତା ସାଜିଛି ବାଧକ
ହରଭଙ୍ଗା : ପାହାଡ ଉପରେ ବସତି ଘଞ୍ଚ ଜଙ୍ଗଲ ଭିତରେ ଏକୁଟିଆ ଜୀବନ । କେହି ନାହିଁ ସାହା ଭରଷା । ହ୍ରିଂସଜନ୍ତୁଙ୍କ ଭୟ, ଆତଙ୍କ ଭିତରେ କଟୁଛି ଦିନ । ବଣଜଙ୍ଗଲ ଘେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ପାହାଡ ଉପରେ ଛୋଟିଆ ଗାଁ ମାରାଡି । ଗାଁରେ ୧୦ଟି ପରିବାର ବାସ କରୁଥିବା!-->…
Read More...
Read More...