Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମିକ୍ସଚର ମେସିନରେ ହାତକଟି ଅପରେଟର ଗୁରୁତର
ବୌଦ୍ଧ,୨୫/୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ପନଖିମାଲ ଠାରେ ଗତକାଲି ଗୃହନିର୍ମାଣ କାର୍ଯ୍ୟରେ ଲାଗିଥିବା ଗୋଟିଏ କଙ୍କ୍ରିଟ ମିକ୍ସଚର ମେସିନରେ ହାତଲାଗି କଟିଯିବାରୁ ମେସିନ୍ ଅପରେଟର ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ!-->…
Read More...
Read More...
ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ
ବୌଦ୍ଧ,୨୫/୨ - ଜି.ଏସ.ଟି. ସରଳୀକରଣ, ଇ. କମର୍ସ ଉଚ୍ଛେଦ ଓ ଖାଦ୍ୟ ନିରାପତ୍ତାମାନ ଆଇନ୍ରେ ଥିବା କଠୋର ଜୋରିମାନା ବ୍ୟବସ୍ଥା ସଂଶୋଧନ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏ ବନ୍ଦ ଡାକରାକୁ ଓଡିଶା ବ୍ୟବସାୟୀ!-->…
Read More...
Read More...
ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ଯୁବ କଂଗ୍ରେସର ବାଇକ ଶୋଭାଯାତ୍ରା
ଫୁଲବାଣୀ,୨୪/୨ : ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ଆହ୍ୱାନକ୍ରମେ ଫୁଲବାଣୀ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବାଇକ ଶୋଭାଯାତ୍ରା ହୋଇଯାଇଛି l ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଫୁଲବାଣୀ ବିଜୁ ପଟ୍ଟନାୟକ ଛକ ନିକଟରୁ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ!-->…
Read More...
Read More...
ଭାରସlମ୍ୟ ହରାଇ ବାଇକ ଦୁର୍ଘଟଣା, 3 ଗୁରୁତର
ବୌଦ୍ଧ ,୨୪/୨- ଆଜି ଅପରାନ୍ହ ରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଦମାମୁଣ୍ଡା ନିକଟରେରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ 3 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ଅନ୍ତର୍ଗତ 41 ନମ୍ବର୍ ରାଜ୍ୟ ରlଜପଥର ଦମାମୁଣ୍ଡା ଗ୍ରାମ ନିକଟରେ!-->…
Read More...
Read More...
ସ୍ବାଧିନତା ସଂଗ୍ରାମୀଙ୍କ ଫୋଟ ଓ ଟ୍ରଫି ସଂଗ୍ରହାଳୟକୁ ଦାନ
ବୌଦ୍ଧ,୨୪/୨ - ପ୍ରାଚୀନ ଗଡଜାତ ରାଜ୍ୟ ବୌଦ୍ଧର ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ ଶଙ୍କର ପଟ୍ଟନାୟକଙ୍କ ଏକ ଫୋଟ ଓ ପାଇଥିବା ମୃତ୍ତିକା ଟ୍ରଫିକୁ ସଂଗ୍ରହାଳୟ ପାଇଁ ପରିବାର ସଦସ୍ୟ ଦାନ କରିଛନ୍ତି | ଆଜି ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ପ୍ରେମ୍ ଶଂକର ପଟ୍ଟନାୟକଙ୍କ ବଡ଼ ପୁଅ ଭବତୋଷ!-->…
Read More...
Read More...
ଆରମ୍ଭ ହେଲା ବୃତ୍ତଙ୍ଗ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟିର ପଦଯାତ୍ରା
ଦଶପଲ୍ଲା ,୨୪/୨- ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବିରେ ଆଜି ଜିଲ୍ଲା କଂଗ୍ରେସ ତରଫରୁ , ଦଶପଲ୍ଲାର ଆରାଧ୍ୟ ଦେବ ପ୍ରଭୂ ମହାବୀରଙ୍କ ମନ୍ଦିରରୁ ଆରମ୍ଭ ହୋଇଛି ପଦଯାତ୍ରା । ଏହି ପଦଯାତ୍ରା ଦଶପଲ୍ଲା ରୁ କୋରଡା, ସୋରଡା,ନୂଆଗାଁ, ମହିପୁର ଦେଇ ଆସନ୍ତା ୨୬ ତାରିଖରେ ନୟାଗଡ଼ ପହଂଚି ,!-->!-->!-->…
Read More...
Read More...
ଆଖି ବୁଜିଲେ କିଡନି ଆକ୍ରାନ୍ତ ଯୁବକ
ବୌଦ୍ଧ,୨୩/୨-. ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ କିଡନି ରୋଗ ମହାମାରୀର ଆତଙ୍କ ଖେଳାଇ ସାରିଛି l ଗତ ରବିବାର ସନ୍ଧ୍ୟାରେ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ନାଏକ (39) କଟକ ବଡ଼ ଡାକ୍ତର ଖାନାରେ ଆଖି ବୁଜିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ପ୍ରଶାନ୍ତ ଦେହ!-->…
Read More...
Read More...
ରାତି ଅଧରେ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର
ବୌଦ୍ଧ,୨୩/୨- ଗତକାଲି ରାତି ପ୍ରାୟ 11 ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଜନ୍ହାପଙ୍କ - ଖଲିଆପାଲି ରାସ୍ତାର ଖମାରିପଡା ଗାଁ ମୁଣ୍ଡ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ନଳକୂପ ଓ ଜଣକ ଘର ଭିତରକୁ ପଶି ଯିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣା!-->…
Read More...
Read More...
କୋଇଲା ବୋଝେଇ ଟ୍ରାକ୍ଟରରୁ ଖସିପଡି ଶ୍ରମିକଙ୍କ ମୃତ୍ୟୁ
ବୌଦ୍ଧ,୨୨/୨ - ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ନିକଟରେ ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ପୁରୁଣାକଟକରୁ କୋଇଲା ବୋଝେଇ କରି ଗୋଟିଏ ଟ୍ରାକ୍ଟର କୋଇଲିସୂତା!-->…
Read More...
Read More...
ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୋ ସ୍କୁଲ କାର୍ଯ୍ୟକ୍ରମ
ବୌଦ୍ଧ,୨୨/୨ - ଆଜି ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ତୁକୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।!-->!-->!-->…
Read More...
Read More...