Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଉଁଶୁଣୀ ଛକରେ ଘନ ଘନ ଚୋରୀ, ପୋଲିସର ହାତ ଖାଲି !
ବୌଦ୍ଧ/ବାଉଁଶୁଣୀ,୬/୧ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକରେ ନିୟମିତ ବ୍ୟବଧାନରେ ବିଭିନ୍ନ ଦୋକାନରୁ ଚୋରୀହୋଇ ଚାଲିଛି । ବାରମ୍ବାର ଚୋରୀ ହେଉଥିଲେ ମଧ୍ୟ ଚୋରମାନଙ୍କୁ ଧରିବାରେ ପୋଲିସ୍ ସମ୍ପୂର୍ଣ୍ଣ ବିଫଳ ହେଉଥିବାରୁ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ବାଉଁଶୁଣୀ ଛକ!-->…
Read More...
Read More...
ନିଜେ ଝାଡୁ ମାରି ସଚେତନ କଲେ ତହସିଲଦାର
ଦାରିଙ୍ଗବାଡି,୬/୧: ଦାରିଙ୍ଗବାଡି ଅଞ୍ଚଳକୁ ପଲିଥିନ ମୁକ୍ତ କରିବା ପାଇଁ ଦାରିଙ୍ଗବାଡି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡି ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ!-->…
Read More...
Read More...
ନିଆଁଲାଗି ୩ ଧାନ ଖରୀ ଭସ୍ମୀଭୂତ
ବୌଦ୍ଧ,୬/୧- ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଖଳାରେ ରଖିଥିବା ୨ଜଣ ଚାଷୀଙ୍କ ୩ ଗୋଟି ଧାନ ଖରୀ ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବନ୍ଧାପଥର ଗ୍ରାମର!-->…
Read More...
Read More...
ବୋଲେରୋ-ବାଇକ ମଧ୍ୟରେ ଧକ୍କା, ୨ ଆହତ
ବୌଦ୍ଧ,୬/୧ - ଆଜି ସକାଳ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର କମଳପୁର୍ ନିକଟରେ ବୋଲେରୋ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ରେ ବୌଦ୍ଧ ପଟରୁ ମନମୁଣ୍ଡା ଦିଗକୁ!-->…
Read More...
Read More...
ଗଜପତି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
ପାରଳାଖେମୁଣ୍ଡି,୫/୧- ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଜିଲ୍ଲା ତମ କଂଗ୍ରେସ ସଭାପତି ତଥା ବିଧାୟକ ମୋହନା,ଶ୍ରୀ ଦାଶରଥି ଗମାଙ୍ଗ ଙ୍କ!-->…
Read More...
Read More...
ସାଇକେଲକୁ ଧକ୍କା ଦେଲା ବାଇକ, ୩ ଆହତ
ବୌଦ୍ଧ,୫/୧- ଆଜି ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଡଭେଲିପଦର ନିକଟରେ ସାଇକେଲକୁ ଗୋଟିଏ ବାଇକ ଧକ୍କା ଦେବା ଫଳରେ ୩ ଜଣ ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୫ଘଣ୍ଟା ସମୟରେ ମନମୁଣ୍ଡା - ଶଗଡା ରାସ୍ତାର ଗୁଡଭେଲିପଦର ଗ୍ରାମ!-->…
Read More...
Read More...
କଣ୍ଟାମାଳ ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ
ବୌଦ୍ଧ,୫/୧ - ମାହାଙ୍ଗା ବ୍ଲକର ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣା ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ନେଇ ଆଜି କଣ୍ଟାମାଳ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିବାସହ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଏଥିରେ କଣ୍ଟାମାଳ ର!-->!-->!-->…
Read More...
Read More...
ଥାନା ଆଗରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ଓ କୁଶ ପୁତ୍ତଳିକା ଦାହ
ବୌଦ୍ଧ,୫/୧- ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆଜି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଆଗରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘଙ୍କ ନେତୃତ୍ୱରେ ବିକ୍ଷୋଭ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଗତ ୨ତାରିଖରେ ବିଜେପି ନେର ତଥା ପୂର୍ବତନ ବ୍ଲକ!-->!-->!-->…
Read More...
Read More...
ନିର୍ଭୁଲ ତଥ୍ୟ ହୋଇପାରୁନି ସଂଗ୍ରହ, ଶିକ୍ଷକ ପଦୋନ୍ନତିରେ ବିଳମ୍ବ !
ବୌଦ୍ଧ,୫/୧ - ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ପଦୋନ୍ନତିରେ ବିଳମ୍ବ ହେଉଥିବାରୁ ପଦୋନ୍ନତିକୁ ଅପେକ୍ଷା କରିଥିବା ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ସଠିକ୍ ତଥ୍ୟ ସଂଗ୍ରହ ହୋଇପାରୁନଥିବା ହେତୁ ପଦୋନ୍ନତି ପ୍ରକ୍ରିୟାରେ!-->…
Read More...
Read More...
ବାଇକ ଦୁର୍ଘଟଣା, 2 ଗୁରୁତର
ବୌଦ୍ଧ,୫/୧-ମନମୁଣ୍ଡା- କଣ୍ଟାମାଳ ରାସ୍ତାର ଅଁଳାଚୁଆଁ ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୁଚନା ଅନୁଯାୟୀ କଣ୍ଟାମାଳ ଥାନା ଘୁଲୁଘୁଲାପଦର ଗ୍ରାମର କବିତା ନାଏକ (30) ଓ ଗୁଞ୍ଜିତୋରା ଗ୍ରାମର ଗୀତା!-->!-->!-->…
Read More...
Read More...