Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପ୍ରଥମ ଗଡଜାତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୦/୨ - ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗଡଜାତ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପ୍ରଥମ ଗଡଜାତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ଏ ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କ୍ରିକେଟ୍ ଆସୋସିଏସନର ସଭାପତି ଯୁଗଳ!-->!-->!-->…
Read More...
Read More...
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର
ବୌଦ୍ଧ /ବାଉଁଶୁଣୀ,୨୦/୨ - ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଟାଟରକିଲା ଛକ ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 8 ଘଣ୍ଟା ସମୟରେ ଅଁଳାପାଲି!-->!-->!-->…
Read More...
Read More...
ରାଜ୍ୟ ତୀରନ୍ଦାଜ ପ୍ରତିଯୋଗୀତାରେ ବୌଦ୍ଧଜିଲ୍ଲା ପ୍ରତିଯୋଗୀଙ୍କ କୃତିତ୍ୱ
ବୌଦ୍ଧ,୨୦/୨ - ଓଡିଶା ଆର୍ଚେରୀ ଆସୋସିଏସନ ଆନୁକୁଲ୍ୟରେ କଟକ ବାରବାଟୀ ଷ୍ଟାଡିଅମରେ ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ୨୨ ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗୀତାରେ ବୌଦ୍ଧର ପ୍ରତିଯୋଗୀମାନେ ଉତ୍ତମ ପ୍ରଦର୍ଶନ କରିଥିବା ଜଣାପଡିଛି । ବୌଦ୍ଧଜିଲ୍ଲା ଆର୍ଚେରୀ ଆସୋସିଏସନ ମାଧ୍ୟମରେ!-->…
Read More...
Read More...
ଭାରସାମ୍ୟ ହରାଇ ଗଛରେ ପିଟିହେଲା ମୋଟରସାଇକେଲ ଦୁଇ ମୃତ, ଜଣେ ଗୁରୁତର
ବାଲିଗୁଡ଼ା,୨୦/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ୫୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମୋଟରସାଇକେଲ । ଦୁଇଜଣ ମୋଟରସାଇକେଲ ଆରୋହୀ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮!-->…
Read More...
Read More...
ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ
ବୌଦ୍ଧ,୨୦/୨ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ ପଞ୍ଚାୟତ ମାଧପୁର ଗ୍ରାମରେ ଗତକାଲି ମଧ୍ୟlନ୍ହରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ଜଳି ପାଉଁଶ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ମାଧପୁର ଗ୍ରାମର ସୀତାକାନ୍ତ ବେହେରାଙ୍କ!-->…
Read More...
Read More...
ବିଭିନ୍ନ ଡକାୟତି ମାମଲାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି
ବୌଦ୍ଧ,୧୯/୨ - ଜିଲ୍ଲାରେ ଗତ ଜାନୁଆରି ମାସରେ ହୋଇଥିବା ଡକାୟତି, ଲୁଟପାଟ ମାମଲା ଗୁଡିକର ଆସାମୀ ମାନଙ୍କୁ ଧରିବାରେ ପୋଲିସ୍ ବିଫଳ ହୋଇଥିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯିବାକୁ ଜନ ଅଧିକାର ସୁରକ୍ଷା ମଞ୍ଚ ଦାବି କରିଛି | ଆଜି ମଞ୍ଚର ସଭାପତି ଅବଦୁଲ୍ ହଲିମ୍ ଖାନ୍ ଓ ଆବାହକ ସତ୍ୟଜିତ!-->…
Read More...
Read More...
ନାଗରିକ କମିଟି ଉପ ସଭାପତିଙ୍କ ପରଲୋକ
ବୌଦ୍ଧ/ବାଉଁଶୁଣୀ, ୧୯/୨– ବୌଦ୍ଧବ୍ଲକ୍ ବାଉଁଶୁଣୀ ନାଗରିକ କମିଟି ଉପ ସଭାପତି ସୁଶୀଲ କୁମାର ଅଗ୍ରୱାଲା (୬୩ ବର୍ଷ )ଙ୍କ ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସେ ବହୁବର୍ଷ ଧରି ମଧୁମେହ ରୋଗରେ ପୀଡିତ ଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ସେ ବାଉଁଶୁଣୀ ଛକ ନିକଟ!-->…
Read More...
Read More...
ବିଉଟି କୁଇନ ଟାଇଟଲ୍ ହାସଲକଲେ ରୀତା ଜାନୀ
ଫୁଲବାଣୀ,୧୯/୨: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ରୀତା ଜାନୀ । ରୀତା ଗୋଆରେ ଆୟୋଜିତ ଗ୍ଲାମର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଟାଇଟଲ ହାସଲ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରୀତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ!-->…
Read More...
Read More...
ପ୍ରାକ୍ତନ ସରପଂଚଙ୍କ ପିତୃ ବିୟୋଗରେ ଶୋକ
ଚଣ୍ଡିଖୋଲ:-ଚଣ୍ଡିଖୋଲ ଛକ ସନ୍ନିକଟ କଂଟିଗଡ଼ିଆ ପଂଚାୟତର ପ୍ରାକ୍ତନ ସରପଂଚ ସଂଜୀବ କୁମାର ଜେନାଙ୍କ ପିତା ଯତୀନ୍ଦ୍ର ଜେନା (୮୩) ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ହୋଇଛି । ଯତିନ୍ଦ୍ର ଜେନା ହୃଦଘାତ ରୋଗରେ ପିଡ଼ିତ ହୋଇ ଦୀର୍ଘ ୬ ମାସ ପୂର୍ବରୁ ନିଜ ବାସ ଗୃହରେ ରହିଆସୁଥିଲେ । ଗତକାଲି ୧୭!-->…
Read More...
Read More...
ବିବାହ ଭୋଜିକୁ ଯିବା ବେଳେ ବାଇକ ଦୁର୍ଘଟଣା, ଜଣେ ମୃତ
ବୌଦ୍ଧ,୧୯/୨- ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୁହିପିଟା ଛକ ନିକଟରେ ଗୁରୁବାର ମଧ୍ୟାନ୍ହ ସମୟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ!-->…
Read More...
Read More...