Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର, ବୁର୍ଲାକୁ ସ୍ଥାନାନ୍ତର
ବୌଦ୍ଧ,୧୯/୨ - ଗତକାଲି ସନ୍ଧ୍ୟାରେ କଣ୍ଟାମାଳ ଥାନା ଲମ୍ବସରୀ ଗ୍ରାମ ପଞ୍ଚାୟତ ରେକଡୋଲ ଗ୍ରାମ ପାଟରା ସାହି ନିକଟରେ ଗୋଟିଏ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଲମ୍ବସରୀ ପଞ୍ଚାୟତ ଖମାର ଗ୍ରାମର!-->!-->!-->…
Read More...
Read More...
ମା ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ 200 କୋଟି ଟଙ୍କାର ‘ସମଲେଇ ଯୋଜନା’ ପ୍ରସ୍ତୁତ
।
ଭୁବନେଶ୍ୱର:କୋଟି କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ର ମା ସମଲେଇ । ମା ଙ୍କ ପବିତ୍ର ପୀଠ ସମ୍ବଲପୁରର ମା ସମଲେଶ୍ବରୀ ମନ୍ଦିର।ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି । ନବରାତ୍ରୀ, ଦଶହରା, ନୂଆଖାଇ ଓ!-->!-->!-->!-->!-->!-->!-->…
Read More...
Read More...
ଯାତ୍ରୀବାହୀ ଅଟୋ ଓଲଟି 7 ମହିଳା ଗୁରୁତର
ବୌଦ୍ଧ,୧୭/୨- ବଘିଆପଡା - ବୌଦ୍ଧ ପୂର୍ତ୍ତ ବିଭାଗ ରାସ୍ତାର ସାଲେସିଂହ ସ୍କୁଲ ସମ୍ମୁଖରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ବଘିଆପଡା ଠାରେ ବୁଧବାର ସାପ୍ତାହିକ ବଜାର ଥିଲା l ଜିନିଷ ପତ୍ର!-->!-->!-->…
Read More...
Read More...
ଜିଲ୍ଲା କଂଗ୍ରେସ ଆଇନ୍ସେଲ୍ କାର୍ଯ୍ୟାଳୟ ଉଦଘାଟିତ
ବୌଦ୍ଧ,୧୭/୨ - ବୌଦ୍ଧଜିଲ୍ଲା କଂଗ୍ରେସ କମିଟିର ଆଇନ୍ ସେଲ୍ ବିଭାଗର କାର୍ଯ୍ୟାଳୟ ଆଜି ଉଦଘାଟିତ ହୋଇଯାଇଛି । ଆଜି ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିବା ଜଣାପଡିଛି । ଏହା ଦ୍ୱାରା ସାଧାରଣ ଲୋକ!-->…
Read More...
Read More...
ବିସିସିବି ପାଚେରୀ ନିର୍ମାଣର ତଥ୍ୟ ମାଗିଲେ ହରଭଙ୍ଗା ବ୍ଲକ୍ ଅଧ୍ୟକ୍ଷ
ବୌଦ୍ଧ,୧୭/୨ - ହରଭଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ତଥା ସମବାୟବିତ ବିଶ୍ୱଜିତ ମିଶ୍ର ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପାଚେରୀ ନିର୍ମାଣ ସମ୍ପର୍କୀତ ତଥ୍ୟ ଲିଖିତ ଭାବେ ମାଗିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ -୧୯!-->…
Read More...
Read More...
ମୁଣ୍ଡିପଦର ଗ୍ରାମରେ ସରସ୍ୱତୀ ପୂଜା
ବୌଦ୍ଧ,୧୬/୨ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମରେ ସରସ୍ୱତୀ ପୂଜା କମିଟି ତରଫରୁ ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ବାଗ୍ ଦେବୀ ମା ସରସ୍ୱତୀ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି | ଗ୍ରାମବାସୀଙ୍କ ସହଯୋଗ କ୍ରମେ ଦୀର୍ଘ 16 ବର୍ଷ ଧରି ଗ୍ରାମରେ ମା ବୀଣାପାଣି ଦେବୀଙ୍କ!-->…
Read More...
Read More...
ଅସମ୍ପୂର୍ଣ୍ଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଯାନବାହାନ ଚଳାଚଳ
ବୌଦ୍ଧ/ ବାଉଁଶୁଣୀ,୧୬/୨- ଗତ 9 ତାରିଖ ବିଳମ୍ବିତ ରାତିରେ 57ନଂ ଜାତୀୟ ରାଜପଥର ଗୁଦୁଗୁଦା ନାଳ ଉପରେ ଥିବା ବ୍ରିଜ ବାଡାରେ ଭାରସlମ୍ୟ ହରାଇ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା l ଏ ମଧ୍ୟରେ ପ୍ରାୟ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଲ ଉପରୁ ଦୁର୍ଘଟଣାଗ୍ରସ୍ତ କାରକୁ ବାହାର!-->!-->!-->…
Read More...
Read More...
ପଶ୍ଚିମ ଓଡିଶା ବିକାଶ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଦୁଇ ଗୁଣ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରି ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯୁବକଯୁବତୀ ମାନଙ୍କ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ
ସୁନ୍ଦରଗଡ : ଶ୍ରୀପଞ୍ଚମୀର ପବିତ୍ର ତିଥିରେ 2023 ପୁରୁଷ ବିଶ୍ବକପ୍ ହକି ପାଇଁ ପ୍ରସ୍ତୁତିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।
ଆଜି ଦିନିକିଆ ସୁନ୍ଦରଗଡ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ!-->!-->!-->…
Read More...
Read More...
ମାର୍କେଟ ସେଡ ପାଲଟିଛି ପାର୍କିଂସ୍ଥଳ
ବୌଦ୍ଧ/ଜହ୍ନାପଙ୍କ,୧୬/୨– ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ଛକ ନିକଟରେ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ ସେଡ ଏବେ ଗାଡି ପାର୍କିଂ ସ୍ଥଳ ପାଲଟିଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ଖୁଂଟବନ୍ଧ ଗୁରୁବାର ସାପ୍ତାହିକ ହାଟର ବ୍ୟବସାୟୀ ଓ କ୍ରେତାମାନଙ୍କ କ୍ରୟବିକ୍ରୟ ପାଇଁ ୨୦୦୪-୦୫!-->…
Read More...
Read More...