Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାର୍କେଟ ସେଡ ପାଲଟିଛି ପାର୍କିଂସ୍ଥଳ
ବୌଦ୍ଧ/ଜହ୍ନାପଙ୍କ,୧୬/୨– ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ଛକ ନିକଟରେ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ ସେଡ ଏବେ ଗାଡି ପାର୍କିଂ ସ୍ଥଳ ପାଲଟିଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ଖୁଂଟବନ୍ଧ ଗୁରୁବାର ସାପ୍ତାହିକ ହାଟର ବ୍ୟବସାୟୀ ଓ କ୍ରେତାମାନଙ୍କ କ୍ରୟବିକ୍ରୟ ପାଇଁ ୨୦୦୪-୦୫!-->…
Read More...
Read More...
ଚାଷୀଙ୍କଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ରାସ୍ତାରୋକ
ପାରଳାଖେମୁଣ୍ଡି,୧୬/୨ – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଆର. ସୀତାପୁର ଠାରେ ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନକିଣିବା ପ୍ରତିବାଦରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ୱରେ ଆର. ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟାଳୟ!-->…
Read More...
Read More...
ଶାସ୍ତ୍ରୀୟ ସଙ୍ଗୀତ ଆସର ଅନୁଷ୍ଠିତ
ପାରଳାଖେମୁଣ୍ଡି,୧୬/୨ – ସ୍ଥାନୀୟ ବଡ ରାଧାକାନ୍ତ ମଠ ଠାରେ ଡ଼. ଧନଦା କାନ୍ତ ମିଶ୍ରଙ୍କ ପ୍ରେରଣା ଓ ଓଡ଼ିଶୀ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କ ଦ୍ୱାରା ଆୟୋଜିତ ଏକ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ର ପ୍ରସିଦ୍ଧ ଯୁବ ଧୃପଦ ଗାୟକ!-->…
Read More...
Read More...
ଜୟ ବଜରଙ୍ଗବଲୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘ।ଟିତ
ବୌଦ୍ଧ/ଜହ୍ନାପଙ୍କ, ୧୫/୨- ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ହାଇସ୍କୁଲ ଖେଳ ପଡ଼ିଆରେ ଜୟବଜରଙ୍ଗବାଲି ଫୁଟବଲ ଏସୋସିଏସନ ବହିରା ପକ୍ଷରୁ ତୃତୀୟ ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଆସୋସିଏସନର ସଭାପତି ନବକିଶୋର ଡ।ଙ୍ଗ ସଭାପତିତ୍ୱ!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ଧକ୍କା, 2 ଗୁରୁତର
ବୌଦ୍ଧ,୧୫/୨ - ଆଜି ଚାରିଛକ - ଛତ୍ରଙ୍ଗ ରାସ୍ତାର ବାଘ ଛେପରା ଛକ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଚାରିଛକ - ଛତ୍ରଙ୍ଗ ରାସ୍ତାର ବାଘ ଛେପରା ଛକ ନିକଟରେ ଦୁଇଟି ବାଇକ ଓଡ଼ି 27 7749!-->…
Read More...
Read More...
ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳିତ
ପାରଳାଖେମୁଣ୍ଡି,୧୫/୨- ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ମହନା, ନୂଆଗଡ, ଆର୍ ଉଦୟଗିରି, ରାୟଗଡ଼ା, ଗୁମ୍ମା, ଗୋଷାଣୀ, କାଶୀନଗର, ଏବଂ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ କେନ୍ଦ୍ର ସରକାର ବିରୁଦ୍ଧରେ ତଥା ଦେଶରେ ମୋଦି!-->…
Read More...
Read More...
କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ, ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଦୋକାନ ବଜ଼ାର ବନ୍ଦ
ଫୁଲବାଣୀ,୧୫/୨ - ତୈଳଦର ହ୍ରାସ ଓ କୃଷି ବିଲ ପ୍ରତ୍ୟାହାର ଦାବିରେ ରାଜ୍ୟ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜ଼ିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱ ରେ କର୍ମୀମାନେ ସହରରେ!-->…
Read More...
Read More...
ସୁବର୍ଣ୍ଣପୁରରେ କଂଗ୍ରେସର ବନ୍ଦଡାକରା ଶାନ୍ତିପୂର୍ଣ୍ଣ
ସୋନପୁର,୧୫/୨ - ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ଡାକରା ଦିଆଯାଇଥିବା ଓଡ଼ିଶାବନ୍ଦର ପ୍ରଭାବ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ବେଶ ଅନୁଭୂତ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏଥିପାଇଁ ସକାଳ ୭ ଘଣ୍ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସହରର ବ୍ଲକ ଛକ,!-->…
Read More...
Read More...
କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ
ବୌଦ୍ଧ,୧୫/୨ - ପେଟ୍ରୋଲ୍, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର!-->…
Read More...
Read More...
କଂଗ୍ରେସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ
ବୌଦ୍ଧ,୧୫/୨ - ପେଟ୍ରୋଲ୍, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬ ଘଣ୍ଟିଆ ବନ୍ଦ ପାଳନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର!-->…
Read More...
Read More...