Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଉଦ୍ଘାଟିତ
ସୋନପୁର : ରାଜ୍ୟର ପ୍ରଥମ ଡିଜିଟାଲ୍ ଟ୍ରାନ୍ସଜିକସନ୍ ବ୍ୟବସ୍ଥା ଥିବା ସୁବର୍ଣ୍ଣପୁର ଜିଲ୍ଲା କୋଷାଗାର ଆଜି ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ୧କୋଟି ୮୯ଲକ୍ଷ ବ୍ୟୟ ଅଟକଳରେ ଦ୍ୱିତଳ ପ୍ରସାଦଥିବା କୋଷାଗାର କାର୍ଯ୍ୟାଳୟରେ କଂପ୍ୟୁଟରୀକୃତ!-->…
Read More...
Read More...
ଗଜପତିର ପ୍ରିୟଙ୍କା ମିସ୍ ଇଣ୍ଡିଆ ପ୍ରଥମ ରନର୍ସଅପ୍
ପାରଳାଖେମୁଣ୍ଡି,୪/୧‐ ସେଂଚୁରିୟାନ୍ ପବ୍ଲିକ ସ୍କୁଲର ଯୁକ୍ତ ଦୁଇ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର୍ସ ପାଜିଏଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର ବିରଳ କ୍ରୁତିତ୍ୱ ହାସଲ କରିଛନ୍ତି । ପାରଳାଖେମୁଣ୍ଡି ରାଜଦାଣ୍ଡସାହିର ଅଶୋକ କୁମାର!-->…
Read More...
Read More...
ନିଆରା ଢଙ୍ଗରେ ସ୍ୱେଚ୍ଛାସେବୀ ପାଳିଲେ ଜିଲ୍ଲା ପ୍ରତିଷ୍ଠା ଦିବସ
ବୌଦ୍ଧ,୪/୧ - ବୁଟୁପାଲିସ୍ଥିତ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତିର ସ୍ୱେଚ୍ଛାସେବୀମାନେ ନୂଆବର୍ଷ ଓ ଜିଲ୍ଲା ପ୍ରତିଷ୍ଠା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଗତ ଶନିବାର ସକାଳେ ସଦସ୍ୟ ମାନେ ବୌଦ୍ଧ ସହରରେ ବୁଲୁଥିବା ଓ ଭିକ୍ଷା ବୃତ୍ତି କରି ବଞ୍ଚୁଥିବା ବ୍ୟକ୍ତିଙ୍କୁ ଠାବ କରି!-->…
Read More...
Read More...
ଧାନ କ୍ରୟରେ ଦଲାଲିରାଜର ଅଭିଯୋଗ ଆଣିଲେ ଚାଷୀ
ବୌଦ୍ଧ/ବାଉଁଶୁଣୀ,୪/୧ - ବୌଦ୍ଧବ୍ଲକ୍ ବାଉଁଶୁଣୀ ସେବା ସମବାୟ ସମିତିରେ ଖରିଫ ଧାନ କ୍ରୟରେ ବ୍ୟାପକ ଅନିୟମିତତା ହେଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି । ସମିତିରେ ଚାଷୀମାନଙ୍କୁ ଅଗ୍ରାଧିକାର ନ ଦେଇ ବେପାରୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀମାନେ ଶୀତ କାକରରେ ରାତି ରାତି!-->…
Read More...
Read More...
ସେଲ୍ଫି ନେଲା ଜୀବନ, କୁମ୍ଭୀଦରହରେ ଖସିପଡି ଛାତ୍ରଙ୍କ ମୃତ୍ୟୁ
ବୌଦ୍ଧ,୪/୧ - ମାମୁଁ ଘର ସହ ନୂଆବର୍ଷରେ ଆଡେନିଗଡ ଗ୍ରାମ ପଞ୍ଚାୟତ ମାଧପୁର ନିକଟରେ ଥିବା କୁମ୍ଭୀଦରହକୁ ଭୋଜି କରିବାକୁ ଯାଇଥିବା ଜଣେ ବାଳକର ଗୋଡ ଖସିଯିବାରୁ ଜଳପ୍ରପାତରେ ବୁଡି ପ୍ରାଣ ହରାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ସରସରା ଗ୍ରାମରୁ କିଛି ପରିବାର!-->…
Read More...
Read More...
ସାଇକେଲକୁ ଧକ୍କା ଦେଲା ବାଇକ, 2 ଆହତ
ବୌଦ୍ଧ ,୩/୧- ଆଜି ସନ୍ଧ୍ୟା ପ୍ରାୟ ଘ 6. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାମଣ୍ଡା ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ବାଇକ ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୁଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଦେବଗଡ଼ ଗ୍ରାମର ଇନ୍ଦ୍ରମଣି ମେଣ୍ଡିଲି!-->!-->!-->…
Read More...
Read More...
ବାଲିଗଦାରୁ ନିଖୋଜ ବ୍ୟକ୍ତିଙ୍କ ଶବ ମିଳିଲା, ହତ୍ୟା ସନ୍ଦେହ
ବୌଦ୍ଧ,୩/୧ - ଗତ ବୁଧବାର ରାତିରୁ ନିଖୋଜ ଥିବା ବୌଦ୍ଧ ସହର ରାଜନ୍ପାଲି ଗ୍ରାମର ଅଗସ୍ତି ମହାକୁଡ (୪୯)ଙ୍କ ଶବକୁ ଆଜି ସକାଳେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଛି । ବାପୁଜୀ ନଗର ଓ ନୂଆସାହି ମଧ୍ୟରେ ଥିବା ବିଲ ଭିତରେ ଗୃହ ନିର୍ମାଣ ପାଇଁ ରଖା ଯାଇଥିବା ବାଲିଗଦା ମଧ୍ୟରୁ ଶବ ଉଦ୍ଧାର!-->…
Read More...
Read More...
ବୌଦ୍ଧ ବନ ବିଭାଗ ପକ୍ଷରୁ ମହାନଦୀରେ ପକ୍ଷୀ ଗଣନା
ହରଭଙ୍ଗା : ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ଡିଏଫ୍ଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳ ୮ଟାରୁ ହରଭଙ୍ଗା ବ୍ଲକ ମହାନଦୀରେ ପକ୍ଷୀ ଗଣନା ଆରମ୍ଭ ହୋଇଛି । ହରଭଙ୍ଗା ବ୍ଲକର ମହାନଦୀର ଧଳପୁରଠାରୁ କୁଶାଶିଙ୍ଗା ପର୍ଯ୍ୟନ୍ତ ମହାନଦୀରେ ଡଙ୍ଗା ସାହାଯ୍ୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ!-->…
Read More...
Read More...
ବାଲିଗଦାରୁ ନିଖୋଜ ବ୍ୟକ୍ତିଙ୍କ ଶବ ମିଳିଲା, ହତ୍ୟା ସନ୍ଦେହ
ବୌଦ୍ଧ,୩/୧ - ଗତ ବୁଧବାର ରାତିରୁ ନିଖୋଜ ଥିବା ବୌଦ୍ଧ ସହର ରାଜନ୍ପାଲି ଗ୍ରାମର ଅଗସ୍ତି ମହାକୁଡ (୪୯)ଙ୍କ ଶବକୁ ଆଜି ସକାଳେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଉଦ୍ଧାର କରିଛି । ବାପୁଜୀ ନଗର ଓ ନୂଆସାହି ମଧ୍ୟରେ ଥିବା ବିଲ ଭିତରେ ଗୃହ ନିର୍ମାଣ ପାଇଁ ରଖା ଯାଇଥିବା ବାଲିଗଦା ମଧ୍ୟରୁ ଶବ ଉଦ୍ଧାର!-->…
Read More...
Read More...
ସାଂସ୍କୃତିକ କାର୍ଯ୍ୟକ୍ରମ “ରୁଣୁଝୁଣୁ ପାଦର ତାଳେ” ଆୟୋଜିତ
ବୌଦ୍ଧ,୩/୧ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ଗ୍ରାମରେ ଆଦର୍ଶ ଯୁବକ ସଂଘ ଆନୁକୁଲ୍ୟରେ ନବ ବର୍ଷ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ " ରୁଣୁଝୁଣୁ ପାଦର ତାଳେ " ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ସରପଞ୍ଚ!-->…
Read More...
Read More...