Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାଓପ୍ରବଣ ଅଞ୍ଚଳରେ ଚାଲିଛି ୨ଟି ସେତୁ ନିର୍ମାଣ କାର୍ଯ୍ୟ, ସମୀକ୍ଷା କଲେ ନିର୍ବାହୀ ଯନ୍ତ୍ରୀ
ହରଭଙ୍ଗା : ବୌଦ୍ଧ ଜିଲ୍ଲାର ମାଓପ୍ରବଣ ହରଭଙ୍ଗା ବ୍ଲକର ଦୁର୍ଗମ ମା ହାଲ୍ଲିକପଡା ପଞ୍ଚାୟତର ଦୁର୍ଗମ ପଦ୍ମାତୋଳା ଅଭୟାରଣ୍ୟରେ ଥିବା ହାତିଗଡ ଓ ନୂଆପଡା ଅଂଚଳରେ ଦୁଇ ବିଜୁ ସେତୁ ନିର୍ମାଣ କାର୍ଯ୍ୟକୁ ଆଜି ବୌଦ୍ଧ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ହୃଷିକେଶ ବରାଳ ଗସ୍ତ!-->…
Read More...
Read More...
ପୁଣି ରାଜ୍ୟରେ ୩୦୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର ୨୭ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି,୨୬/୧୨- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ବିଜେଡିର ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବେ ପାଳନ କରାଯାଇଛି । ଏଥିରେ ମାନ୍ୟବର!-->…
Read More...
Read More...
ତୁର୍ଲାମାଲରେ ବୈଦିକ ଯଜ୍ଞ
ଖପ୍ରାଖୋଲ,୨୬/୧୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ବସାଲେପାଲି ପଞ୍ଚାୟତ ତୁର୍ଲାମାଲ ଗ୍ରାମରେ ଆର୍ଯ୍ୟ ସମାଜ ବୈଦିକ ଯଜ୍ଞ ସ୍ଥାନୀୟ ବିଣାପାଣି କ୍ଳବ ପରିସରରେ ପୂର୍ବତନ ସରପଞ୍ଚ ଧବଳେଶ୍ୱର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁକୁଳ ଆର୍ଯ୍ୟ ସମାଜର ପ୍ରଚାରକ ତଥା!-->…
Read More...
Read More...
ଗୁରୁବୁଢ଼ା କ୍ରିକେଟ କପ -ଭରୁଆମୁଣ୍ଡା ଚମ୍ପିୟାନ
ଖପ୍ରାଖୋଲ,୨୬/୧୨- ବେଲପଡା ବ୍ଲକ ମଣ୍ଡଳ ଗ୍ରା.ପ ଅନ୍ତର୍ଗତ ସର୍ଗିଗୁଡା ଠାରେ ଗୁରୁବୁଢ଼ା କ୍ରିକେଟ କ୍ଲବ ଆନୁକୂଲ୍ୟରେ ପଞ୍ଚମ ବର୍ଷ ଏକ ଦିବସିୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପର୍ଯ୍ୟାୟରୁ ସଂଘର୍ଷ ପୂର୍ଣ ମ୍ୟାଚ ଖେଳ ଆଜି!-->…
Read More...
Read More...
ପାଟଣାଗଡରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ
ପାଟଣାଗଡ,୨୬/୧୨- ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ!-->…
Read More...
Read More...
ସି. ପି.ଆଇ.ର ୯୬ ତମ ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ,୨୬/୧୨ - ଆଜି ଛତ୍ରଙ୍ଗଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ୯୬ତମ ପ୍ରତିଷ୍ଠାଦିବସ ଓ ସାଂଗଠନିକ କନେଭନସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାର୍ଟିର ପତାକାକୁ ବର୍ଷୀୟାନ୍ ସାଥି ଶିବ ଜାନୀ ଉତ୍ତୋଳନ କରିବାସହ ସାଥି ପବିତ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
Read More...
Read More...
ଟିଟିଲାଗଡ଼ ବିକାଶ ଏକମାତ୍ର ଲକ୍ଷ୍ୟ – ମନ୍ତ୍ରୀ ଟୁକୁନି
ଟିଟିଲାଗଡ଼ ଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ
ଟିଟଲାଗଡ,୨୬ ।୧୧- ଆଜି ଟିଟିଲାଗଡରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଟିଟିଲାଗଡର ବିଧାୟିକା ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଆଜି!-->!-->!-->…
Read More...
Read More...
କଣ୍ଟାମାଳରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ
ବୌଦ୍ଧ,୨୬/୧୨ - କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ୨୪ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କଣ୍ଟାମାଳ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲା ବିଜେଡିର ପର୍ଯବେକ୍ଷକ କୃତିବାସ ପାତ୍ର ଯୋଗଦେଇଥିଲେ । ଦଳକୁ ତୃଣମୂଳ!-->…
Read More...
Read More...
ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନେଇ କେ.ୟୁ.ଯେର ଦାବିପତ୍ର ପ୍ରଦାନ
ଫୁଲବାଣୀ,୨୬/୧୨:ବାରମ୍ବାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣକୁ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ( କେ. ୟୁ. ଜେ) ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାଜ୍ୟ ସାମ୍ବାଦିକ!-->…
Read More...
Read More...