Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁହାଳରେ ନିଆଁ ଲାଗି ୪୦ ଛେଳି ଦଗ୍ଧ
ବୌଦ୍ଧ,୨୪/୧୨ - ଗତକାଲି ବିଳମ୍ବିତ ରାତିରେ କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ପଞ୍ଚାୟତର ଶାନ୍ତିପାଲି ଗ୍ରାମରେ ଛେଳି ଗୁହାଳରେ ନିଆଁ ଲାଗି ୪୦ ଗୋଟି ଛେଳି ନିଆଁରେ ପୋଡି ମରି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାତିରେ ସମସ୍ତେ ଶୋଇଥିବା ବେଳେ ଶାନ୍ତିପାଲି ଗ୍ରାମର!-->…
Read More...
Read More...
ଟିଟିଲାଗଡ଼ରେ ଚାଞ୍ଚଲ୍ୟ : ମହିଳାଙ୍କୁ ହତ୍ୟାକରି କୂଅରେ ଫିଙ୍ଗିଦେଲେ !
ଟିଟିଲାଗଡ: ଟିଟିଲାଗଡ଼ ସହର ସର୍ଗିଗୁଡ଼ାସ୍ଥିତ ଆନନ୍ଦ ଅଗ୍ରୱାଲଙ୍କ ଘର ଅଗଣାରେ ଥିବା କୂଅରୁ ଆନନ୍ଦଙ୍କ ପତ୍ନୀ ସୁମିତା ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଥିବାରୁ ଡକାୟତମାନେ ଲୁଟ୍କରି ସୁମିତ୍ରାଙ୍କୁ ହତ୍ୟାକରି କୂଅରେ ଫିଙ୍ଗି ଦେଇଥିବା!-->…
Read More...
Read More...
ପରୀ ପାଇଁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ବୌଦ୍ଧ /ବାଉଁଶୁଣୀ,୨୩/୧୨ - ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ପରୀକୁ ନ୍ୟାୟ ପ୍ରଦାନ ଦାବିରେ କଣ୍ଟାମାଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଥିବା ବିଜେପି ନେତା କନ୍ହାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ଆଜି ଏକ ପଦଯାତ୍ରା ବୌଦ୍ଧ ବ୍ଲକ୍ ବହିରା ଗ୍ରାମ ଠାରୁ!-->!-->!-->…
Read More...
Read More...
ଅସହ୍ୟ ଶୀତରେ ବୃଦ୍ଧାଙ୍କ ମୃତ୍ୟୁ
ବୌଦ୍ଧ,୨୩/୧୨ - କିଛି ଦିନ ହେଲା ଅସହ୍ୟ ଶୀତ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି l ବୌଦ୍ଧ ସହର 17 ନମ୍ବର ୱାର୍ଡ ବୁଟୁପାଲିର ଦୁଃଖୀ ମହାପାତ୍ର ନାମକ ଗତକାଲି ରାତି ଅସହ୍ୟ ଥଣ୍ଡା ଯୋଗୁଁ ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି l ତାଙ୍କର ପରିବାର ସଦସ୍ୟ କହିଲେ!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୩୬୪ କରୋନା ପଜିଟିଭ ଚିହ୍ନଟ, ୩ ମୃତ
ଭୁବନେଶ୍ୱର ୨୩ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ଚିହ୍ନଟଙ୍କୁ ମିଶାଇ!-->…
Read More...
Read More...
ବାଡ଼ାବଙ୍ଗା ସରପଞ୍ଚ ଓ ଗଦାପୁର ପଞ୍ଚାୟତ ୱାର୍ଡମେମ୍ବର ଉପନିର୍ବାଚନ ଶେଷ ୬୬.୨୩%ମତଦାନ
ଦାରିଙ୍ଗବାଡ଼ି,୨୩/୧୨: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡ଼ାବଙ୍ଗା ପଂଚାୟତର ସରପଞ୍ଚ ପଦବୀ ଓ ଗଦାପୁର ପଞ୍ଚାୟତର ୧୨ ନଂ ୱାର୍ଡମେମ୍ବର ନିମନ୍ତେ ମଙ୍ଗଳବାର ଦିନ ଉପନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି ।ବାଡ଼ାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ୧୫ଟି ୱାର୍ଡର!-->…
Read More...
Read More...
ଅଟୋ ଓ ଟ୍ରକ ମଧ୍ୟରେ ଧକ୍କା, 6 ଆହତ
ବୌଦ୍ଧ,୨୩/୧୨ - ଗତକାଲି ରାତିରେ ଜାତୀୟ ରାଜପଥ ନମ୍ବର 57ର ଚାରିଛକ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି 6 ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ ଆଡେନିଗଡ ଗ୍ରାମ ପଞ୍ଚାୟତ ରାଣୀଗଞ୍ଜ ଗ୍ରାମରୁ 6 ଜଣ ବ୍ୟକ୍ତି ଅଟୋ!-->…
Read More...
Read More...
ପାଲଝାର୍ କୃଷି ଫାର୍ମରେ ହାର୍ଭେଷ୍ଟର୍ ବିନିଯୋଗକୁ ନେଇ ପ୍ରଶ୍ନ କଲେ କୃଷି ଶ୍ରମିକ
ବୌଦ୍ଧ,୨୨/୧୨- ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ପାଲଝାର୍ ସରକାରୀ କୃଷି ଫାର୍ମରୁ ଦୁର୍ନୀତି ଓ ଅନିୟମିତତା ପିଛା ଛାଡିବାର ନାମ ଧରୁନାହିଁ l ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫାର୍ମର ଧାନ ଅମଳ ପ୍ରକ୍ରିୟାକୁ ନେଇ l ପାଲଝାର୍ ସରକାରୀ କୃଷି ଫାର୍ମରୁ ଉତ୍ପାଦିତ ଧାନ ସାଧାରଣତଃ!-->…
Read More...
Read More...
ପାଲଝାର୍ କୃଷି ଫାର୍ମରେ ହାର୍ଭେଷ୍ଟର୍ ବିନିଯୋଗକୁ ନେଇ ପ୍ରଶ୍ନ କଲେ କୃଷି ଶ୍ରମିକ
ବୌଦ୍ଧ ,୨୨/୧୨- ବୌଦ୍ଧ ବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତର ପାଲଝାର୍ ସରକାରୀ କୃଷି ଫାର୍ମରୁ ଦୁର୍ନୀତି ଓ ଅନିୟମିତତା ପିଛା ଛାଡିବାର ନାମ ଧରୁନାହିଁ l ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଫାର୍ମର ଧାନ ଅମଳ ପ୍ରକ୍ରିୟାକୁ ନେଇ l ପାଲଝାର୍ ସରକାରୀ କୃଷି ଫାର୍ମରୁ ଉତ୍ପାଦିତ ଧାନ ସାଧାରଣତଃ!-->…
Read More...
Read More...
ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା
ବାଲିଗୁଡ଼ା,୨୨/୧୨: ଜୀଅନ୍ତା ଜଳିଗଲେ ଆଦିବାସୀ ବୃଦ୍ଧା ଫୁଲ ମଲ୍ଲିକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କତେରିଭଟା ଗାଁ ରେ । ସୂଚନା ପ୍ରକାରେ ହାଡ଼ଭଙ୍ଗା ଶୀତରୁ ଟିକେ ରକ୍ଷା ପାଇବା ପାଇଁ ଗତ ରାତିରେ କତେରିଭଟା ଗାଁର ନିଳାମ୍ବର ମଲ୍ଲିକଙ୍କ ସ୍ତ୍ରୀ!-->…
Read More...
Read More...