Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ପୁଣି ୧୩୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର ୧୮ ।୦୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ଟ୍ରକ ପଛରେ ଧକ୍କା ଦେଲା ବାଇକ, ବାଇକ ଆରୋହୀ ଗୁରୁତର
ବୌଦ୍ଧ,୧୮/୧ - ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ଚମ୍ପାପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୯ ଘଣ୍ଟା ସମୟରେ ଜଣେ କୋରିଅର ବଏ ଏକ ବାଇକ ଓ. ଆର ୧୯ ଜି ୪୬୧୮ ଯୋଗେ!-->…
Read More...
Read More...
ଓୟୁଜେର ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ
ଫୁଲବାଣୀ,୧୭/୦୧- ସ୍ଥାନୀୟ ସେଣ୍ଟ୍ରାଲ ସ୍କୁଲ ପଛ ପାଖ (ମୂଳଗୁଦାରୀ) ନେଚରରିଟ୍ରିଟ ଠାରେ କନ୍ଧମାଳ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓ ୟୁ ଜେ ସଭାପତି ପ୍ରଶନ୍ନ!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଆବାସରେ ରାସ୍ତା ସାଜିଛି ବାଧକ
ହରଭଙ୍ଗା : ପାହାଡ ଉପରେ ବସତି ଘଞ୍ଚ ଜଙ୍ଗଲ ଭିତରେ ଏକୁଟିଆ ଜୀବନ । କେହି ନାହିଁ ସାହା ଭରଷା । ହ୍ରିଂସଜନ୍ତୁଙ୍କ ଭୟ, ଆତଙ୍କ ଭିତରେ କଟୁଛି ଦିନ । ବଣଜଙ୍ଗଲ ଘେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଞ୍ଚାୟତର ପାହାଡ ଉପରେ ଛୋଟିଆ ଗାଁ ମାରାଡି । ଗାଁରେ ୧୦ଟି ପରିବାର ବାସ କରୁଥିବା!-->…
Read More...
Read More...
ରାଜ୍ୟରେ ପୁଣି ୧୮୩ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୬ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୭୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ପିକ୍ଅପ ଗାଡି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
ବୌଦ୍ଧ,୧୭/୧ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ରାଜନପାଲି ଛକ ନିକଟରେ ଗୋଟିଏ ବାଇକକୁ ଏକ ପିକ୍ଅପ୍ ଗାଡି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୫ ଣ୍ଟା ସମୟରେ ରାଜନପାଲି ଛକ ନିକଟ!-->…
Read More...
Read More...
ଦେଉଳିରେ ସଶସ୍ତ୍ର ଡକାୟତି, ସୁନା ଗହଣା ଓ ଟଙ୍କା ଲୁଟ
ବୌଦ୍ଧ,୧୭/୧ – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଦେଉଳି ଗ୍ରାମରେ ଗତ ଶୁକ୍ରବାର ରାତିରେ ଜଣଙ୍କ ଘରେ ପଶି ବନ୍ଧୁକ ଦେଖାଇ ପ୍ରାୟ ୧୭ ଭରି ସୁନା ଓ ପାଞ୍ଚ ହଜାର ଟଙ୍କା ଲୁଟ କରି ନେଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ନିକଟ!-->…
Read More...
Read More...
ପିକ୍ଅପ ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର
ବୌଦ୍ଧ,୧୭/୧ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ରାଜନପାଲି ଛକ ନିକଟରେ ଗୋଟିଏ ବାଇକକୁ ଏକ ପିକ୍ଅପ୍ ଗାଡି ଧକ୍କା ଦେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୫ ଣ୍ଟା ସମୟରେ ରାଜନପାଲି ଛକ ନିକଟ!-->…
Read More...
Read More...
ସ୍ପ ।ର୍ଟାନ୍ କ୍ଳବ ତରଫରୁ ୧୮ ତମ ଫୁଟବଲ୍ ମ୍ୟାଚ
ପାଟଣାଗଡ,୧୬/୧- ବଲାଙ୍ଗିର ଜିଲ୍ଳା ପଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ତେନ୍ତୁଳି ମୁଣ୍ଡାର ସ୍ପାଟାନ୍ କ୍ଳବ ଆନୁକୂଲ୍ୟରେ ୧୮ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ୫ମ ଦିବସରେ ସେମି ଫାଇନାଲର ପ୍ରଥମମ୍ୟାଚ ତେନ୍ତୁଳି ମୁଣ୍ଡା ବନାମ କଲଚିକଚ୍ଛାର ମଧ୍ୟରେ ହୋଇଥିଲା । ଏଥିରେ ୧-୦ ଗୋଲରେ!-->…
Read More...
Read More...
ଅଗ୍ନିକାଣ୍ଡରେ ଧାନଖରୀ ଭସ୍ମୀଭୂତ
ବୌଦ୍ଧ,୧୬/୧- ଆଜି ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ କଣ୍ଟୁଆଣି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଚାଷୀଙ୍କ ଧାନ ଖରୀ ପୋଡି ଭସ୍ମୀଭୂତ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟୁଆଣୀ ଗ୍ରାମର ଚାଷୀ ସତ୍ୟ ପ୍ରଧାନ ନିଜ ୨ ଏକର ଜମିରେ କରିଥିବା ଧାନ ଶସ୍ୟ କାଟି ଖଳାରେ ଖରୀ ମାରି ରଖିଥିଲେ!-->…
Read More...
Read More...