Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶୀତର ଲହରୀ ଜାରି, ଜଣେ ମୃତ୍ୟୁ ଅଭିଯୋଗ
ହରଭଙ୍ଗା: ଅଚାନକ ଖସିଲା ପାରଦ । ଜାଡ ମାଡରେ ଅସ୍ତବ୍ୟସ୍ତ ହରଭଙ୍ଗା ବ୍ଲକ । ସବୁଠି ହାଡଭଙ୍ଗା ଶୀତ । ଥଣ୍ଡା ପବନ ବାଜିଲା ବେଳକୁ ଶିହରି ହୋଇଯାଉଛି । ୩ଦିନ ଧରି ହରଭଙ୍ଗା ଅଞ୍ଚଳରେ ଶୀତ ଲହରୀ ଜାରି ରହୁଥିବା ଫଳରେ ଜନସରଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଆଜି ସକାଳ ୭ଟା ବେଳେ ହରଭଙ୍ଗା!-->…
Read More...
Read More...
ସିମନବାଡ଼ିରେ ସିକଲିଂ ରୋଗ ସମ୍ବନ୍ଧିତ କର୍ମଶାଳା ଓ ଲ୍ୟାବ୍ ଉଦଘାଟନ
ବାଲିଗୁଡ଼ା,୨୧/୧୨: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିମନବାଡ଼ି ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସିକିଲିଂ ରୋଗ ସମ୍ବନ୍ଧିତ ଜାତୀୟ ଟାସ୍କ ଫୋର୍ସ ପ୍ରକଳ୍ପ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ନୂଆ ଦିଲ୍ଲୀ(ଆଇସିଏମଆର) ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ!-->…
Read More...
Read More...
ବନ୍ଧାପଥର ପି.ପି.ସି.ରେ ଧାନକ୍ରୟର ଶୁଭାରମ୍ଭ
ବୌଦ୍ଧ,୨୧/୧୨ - ହରଭଙ୍ଗା ବ୍ଲକ ବନ୍ଧାପଥର ଠାରେ ଖରିଫ ଧାନ କ୍ରୟ ପାଇଁ ଆଜି ମଣ୍ଡିର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି । ବନ୍ଧାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ରମାକାନ୍ତ ପ୍ରଧାନ ପୂଜାର୍ଚ୍ଚନା ପରେ ମଣ୍ଡିକୁ ଉଦଘାଟନ କରିଥିଲେ । ଏ ଅବସରରେ ସରସରା ସେବା ସମବାୟ ସମିତିର ସମ୍ପାଦକ ପ୍ରିୟ!-->…
Read More...
Read More...
ସ୍ୱେଚ୍ଛାସେବୀ ମାନଙ୍କ ଦ୍ବାରା ସ୍ୱଚ୍ଛ ଭାରତ ଅଭିଯାନ
ବୌଦ୍ଧ,୨୧/୧୨ - କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ହରିଜନ ପଡାର ରାସ୍ତା ଘାଟ ଓ ନଳକୂପ ଆଦିକୁ ସ୍ୱେଚ୍ଛାସେବୀ ମାନେ ସଫା ସୁତରା କରିବା ସହ ସ୍ବଚ୍ଛ ଭାରତର ବାର୍ତ୍ତା ଦେଇଛନ୍ତି l ନେହେରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଗ୍ରାମର ଜୟ ବଜରଙ୍ଗବାଲି କ୍ଲବର ସ୍ୱେଚ୍ଛାସେବୀ ମାନେ ସଭାପତି!-->…
Read More...
Read More...
ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ
ବାଲିଗୁଡ଼ା,୨୧/୧୨: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା । ଚଳିତବର୍ଷ ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡ଼ିରେ ପ୍ରଥମ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ଥିବା ଜଣାପଡ଼ିଛି । ଧିରେଧିରେ ପାରଦ ଖସିବା ସହ ଶୀତର ପ୍ରକୋପ ମଧ୍ୟ!-->…
Read More...
Read More...
ଓ.ଟି.ଇ.ଟି. ଜାଲିଆତି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ କେବେ ?
ବୌଦ୍ଧ,୨୧/୧୨ - ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ୮୯ ଜଣ ଗଣ ଶିକ୍ଷକ ନିୟମିତ ହେବା ପାଇଁ ସମସ୍ତ ମାନଦଣ୍ଡ ପୁରଣ କରିଥିବା ଦାବୀକରି ଆବେଦନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସେମାନଙ୍କ କାଗଜ ପତ୍ର ଯାଞ୍ଚ କରାଯାଇଛି ଓ ସେଥି ମଧ୍ୟରୁ ୪୯ ଜଣଙ୍କ ଓ.ଟି.ଇ.ଟି. ପାସ୍!-->…
Read More...
Read More...
ବୌଦ୍ଧ : ପୁଣି ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୦/୧୨ - ଗତ ଦୁଇ ଦିନ ଧରି ଜିଲ୍ଲାରୁ କୌଣସି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୬୧!-->…
Read More...
Read More...
ଖଳାରେ ନିଆଁଲାଗି ବହୁ ପରିମାଣର ଧାନ ଶସ୍ୟ ଭସ୍ମୀଭୂତ
ବୌଦ୍ଧ,୨୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଲକ୍ଷ୍ମୀପ୍ରସାଦ ଗ୍ରାମରେ ଗୋଟିଏ ସାମୁହିକ ଖଳାରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୪ ଜଣ ଚାଷୀଙ୍କ ଛୋଟ ବଡ ପ୍ରାୟ ୧୪ ଗୋଟି ଧାନ ଖରୀ ପୋଡି ଯାଇଥିବା ଜଣାପଡିଛି । ଗାଆଁ ଠାରୁ ପ୍ରାୟ!-->…
Read More...
Read More...
ହରଭଙ୍ଗା : ପୁଣି ଲେଉଟିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ
ହରଭଙ୍ଗା: କିଛି ଦିନ ବ୍ୟବଧାନ ପରେ ପୂର୍ବ ଆକଳନ ଅନୁଯାୟୀ ଗତକାଲିଠାରୁ ସମଗ୍ର ହରଭଙ୍ଗା ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ହଠାତ୍ ଗତକାଲିଠାରୁ ଶୀତ ବଢିବା ସହ ଘନ କୁହୁଡି ର ଆସ୍ତରଣ ଯୁଆଡେ ଦେଖିଲେ କୁହୁଡି ହିଁ କୁହୁଡି । ଭୋଟ ୪ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଚାରିଆଡେ କୁହୁଡି!-->…
Read More...
Read More...
ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ
ଟିଟଲାଗଡ,୧୯/୧୨- ଆଜି ଟିଟଲାଗଡ ବିଧାୟିକା ତଥା ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଉପ-ଜିଲ୍ଲାପାଳଙ୍କ ସହ ଟିଟଲାଗଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ତଥା ନିର୍ମାଣଧୀନ ଫ୍ଲାଏଓଭର ବ୍ରିଜ, ମହାରାଜା ସାଗର ଏବଂ ଦେଓବନ୍ଧର!-->…
Read More...
Read More...