Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାହାର ରାଜ୍ୟରୁ ଧାନ ଅମଳ ଗାଡି ଆଣି ଚାଷୀଙ୍କୁ ଶୋଷଣ
ପାରଳାଖେମୁଣ୍ଡି,୧୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସହ ଆଖପାଖ ଅଞ୍ଚଳରେ ଖରିଫ ଋତୁର ଧାନ ଅମଳ ଚାଲିଥିବାବେଳେ ବାହାର ରାଜ୍ୟରୁ କିଛି ଦଲାଲ ଧାନ ଅମଳ ଗାଡି ଆଣି ଧାନ ଅମଳ ସକାଶେ ଚଢାଦରରେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଚାଷୀ ଏକାଥରକେ ଜମିରୁ ଧାନ ଅମଳ ହେଉଥିବାରୁ!-->…
Read More...
Read More...
ଅବ୍ୟବସ୍ଥା ଘେରରେ ୧୧୫ ବର୍ଷର ଲମ୍ବସରୀ ୟୁ.ଜି.ଏମ.ଇ. ସ୍କୁଲ
ବୌଦ୍ଧ,୧୧/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମରେ ଥିବା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୦୬ ମସିହାରେ ତକ୍ରାଳୀନ ବୌଦ୍ଧ ଗଡଜାତର ରାଜା ନାରାୟଣ ପ୍ରସାଦ ଦେବଙ୍କ ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ଭାବେ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ଗଡଜାତ ମିଶ୍ରଣର ବହୁବର୍ଷ ପରେ!-->…
Read More...
Read More...
ବୃଦ୍ଧଙ୍କ ଠାରୁ ବ୍ୟାଗ୍ସହ ୩୦ ହଜାର ଟଙ୍କା ଝାଂପିନେଲେ ଲୁଟେରା
ବୌଦ୍ଧ,୧୧/୧୨ - ଗତକାଲି ମଧ୍ୟାହ୍ନରେ ଜନଗହଳିପୂର୍ଣ୍ଣ ବୌଦ୍ଧ ଏନଏସି ଛକ ନିକଟରୁ ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଠାରୁ ୩୦ ହଜାର ଟଙ୍କା ଲୁଟ ହୋଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ୍ କେଲାକଟା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭୋକ୍ତା (୭୦)!-->…
Read More...
Read More...
ପଲସାଗୋରା ବସଷ୍ଟାଣ୍ଡର ଦୁଇଟି ଦୋକାନରୁ ଚୋରୀ
ବୌଦ୍ଧ,୧୧/୧୨- କଣ୍ଟାମାଳ ବ୍ଲକ ପଲସାଗୋରା ବସଷ୍ଟାଣ୍ଡର ଗୋଟିଏ ମୋବାଇଲ ଦୋକାନ ଓ ଚା ଦୋକାନର କାନ୍ଥ ଭାଙ୍ଗି ଗୁରୁବାର ରାତିରେ କେହି ଚୋରୀ କରି ନେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ପଲସାଗୋରା ବସଷ୍ଟାଣ୍ଡ ନିକଟରେ ଥିବା ସୁରେନ୍ ମହାକୁଡଙ୍କ ମୋବାଇଲ ଦୋକାନ ଓ!-->…
Read More...
Read More...
ଟିଟଲାଗଡରେ ଜବରଦଖଲ ଉଚ୍ଛେଦ ଅଭିଯାନ
ଟିଟିଲାଗଡ,୧୦/୧୨- ଟିଟଲାଗଡ ମ୍ୟୁନସିପାଲଟିର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ଆଜି ପ୍ରଭାବତୀ ପବ୍ଲିକ ସ୍କୁଲର ପାଚେରୀ ଭଙ୍ଗାଯାଇଛି । ଏହି ସ୍କୁଲ ପରିସରକୁ ଲାଗିଥିବା ଏକ୍ସିସ ବ୍ୟାଙ୍କକୁ ମଧ୍ୟ ନୋଟିସ କରାଯାଇଛି । ଏକ୍ସିସ ବ୍ୟାଙ୍କଟି ଉକ୍ତ କୋଠାର ପାର୍କିଂ ଅଞ୍ଚଳ!-->…
Read More...
Read More...
ଅବକାରୀ ବିଭାଗ ଦ୍ୱାରା ପୁଣି ଗଞ୍ଜେଇ ଗଛ କରାଗଲା ନଷ୍ଟ
ବୌଦ୍ଧ,୧୦/୧୨- ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ପୁଣି ଟିକରପଡା ପଂଚାୟତର ମେଣ୍ଡା ଓ ବରପଦର ଗ୍ରାମର!-->…
Read More...
Read More...
ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା ଶୋଭାଯାତ୍ରା
ବୌଦ୍ଧ/ବାଉଁଶୁଣୀ,୧୦/୧୨ - ୧୯ ବର୍ଷରୁ କମ୍ ବୟସର ବାଳିକା ମାନଙ୍କୁ ବିବାହ ନ କରାଇବା ପାଇଁ ଆଜି ଏକ ସଚେତନତା ଶୋଭାଯାତ୍ରା ବାଉଁଶୁଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀ ଡିମିରିପାଲି ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡିମିରିପାଲି ଗ୍ରାମର ସମସ୍ତ କିଶୋରୀ!-->…
Read More...
Read More...
ବୌଦ୍ଧ : ଶିକ୍ଷା ବିଭାଗର କିରାଣି ବଦଳିରେ ପ୍ରିୟାପ୍ରୀତି ଅଭିଯୋଗ
ବୌଦ୍ଧ,୧୦/୧୨- ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ, ବରିଷ୍ଠ କିରାଣି ମାନଙ୍କର ବଦଳି ଆଦେଶକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅନୁମୋଦନ କରିଛି । ୬ ବର୍ଷରୁ ଅଧିକ ସମୟ ଧରି ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ତାଲିକା ଶିକ୍ଷା!-->…
Read More...
Read More...
ଖସୁଛି ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ପୁଣି ୩୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୧୦ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରକୁ ନେଇ ଲୋକେ ଆତଙ୍କିତ !
ବୌଦ୍ଧ,୧୦/୧୨ -ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ସୋନପୁରିଆ ପଡାରେ ଶତାଧିକ ବର୍ଷର ଗୋଟିଏ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଥିବା ଯୋଗୁଁ ସ୍ଥାନୀୟଲୋକେ ବିପଦପୂର୍ଣ୍ଣ ମନେ କରୁଛନ୍ତି । କେଉଁ ସମୟରେ ଉକ୍ତ କୋଠା ଭୁଶୁଡି ପଡିବ ଓ ସାଧାରଣ ଲୋକଙ୍କ ଧନ ଜୀବନର କ୍ଷତି ଘଟାଇବ ବୋଲି!-->…
Read More...
Read More...