Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅବକାରୀ ବିଭାଗ ପକ୍ଷରୁ ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ
ବୌଦ୍ଧ,୨୧/୧-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ ଧାନବଳସ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୮ ଏକର ଜାଗା ଉପରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ!-->…
Read More...
Read More...
ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ
ବୌଦ୍ଧ/ବାଉଁଶୁଣୀ,୨୧/୧- ବୌଦ୍ଧବ୍ଲକ୍ ବାଉଁଶୁଣୀ ଠାରେ ଥିବା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଡକ ସୁରକ୍ଷା ମାସ ଅବସରରେ ଆଜି ବାଉଁଶୁଣୀ ଠାରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମା ମାହେଶ୍ୱରୀ ଉଚ୍ଚ!-->…
Read More...
Read More...
ଅବସରପ୍ରାପ୍ତ ଅଡ଼ିଟରଙ୍କ ପରଲୋକ
ଜହ୍ନ।ପଙ୍କ,୨୧/୧;ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ବାସିନ୍ଦା ଶଙ୍କର କର୍ଣ (୬୫)ଙ୍କ ଆଜି ଭୁବନେଶ୍ୱର ଏମସରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳେ ତାଙ୍କ ବଡ଼ପୁଅ ଅମିତ ଓ ଅଜୟ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥଥିଲେ।ବୁଧବାର ତାଙ୍କୁ ଭୁବନେଶ୍ୱର ଏମସକୁ!-->…
Read More...
Read More...
ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସ ।ହନ ରାଶି ପ୍ରଦାନ
ପାରଳାଖେମୁଣ୍ଡି,୨୧/୧- ଗତ ୧୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲେ । ଏହି ସମୟରେ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା । ନାବାଳିକାଟିକୁ ୧୮ ବର୍ଷ!-->…
Read More...
Read More...
ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମର ମହାଲିଙ୍ଗ ଖେଳ ପଡିଆରେ ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ମୁଣ୍ଡି ପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯାମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବରେ ସମିତି ସଭ୍ୟ!-->…
Read More...
Read More...
ଭାରତୀୟ କିଷାନ ସଂଘ ତରଫରୁ କୃଷକ ସମାବେଶ
ବୌଦ୍ଧ,୨୧/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚାୟତ ଖଣ୍ଡହତା ଠାରେ ଗତକାଲି ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଚାଷୀ ନେତା ଇଂ . ବିକାଶ ମହାକୁଡ଼ ସଭାରେ ଯୋଗ ଦେଇଥିଲେ | 2015ମସିହା!-->!-->!-->…
Read More...
Read More...
ଅଟୋକୁ ଧକ୍କା ଦେଲା ହାଇୱା, 3 ମୃତ, ଜଣେ ଗୁରୁତର
ବୌଦ୍ଧ,୨୧/୧ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା!-->…
Read More...
Read More...
ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିଅର: ବିଲ୍ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ
ବାଲିଗୁଡ଼ା,୨୦/୧: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିଅର ବଟକୃଷ୍ଣ କଟା । ଆମ୍ବ ବଗିଚା ବିଲ୍ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର!-->…
Read More...
Read More...
ସୁନାଦୋକାନ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ ଅଭିଯୋଗ
ବୌଦ୍ଧ,୨୦/୧ - ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍ ଲୁଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜ୍ୱେଲର୍ସ ମାଲିକ ପ୍ରଦୀପ ପୃଷ୍ଟିଙ୍କ ପୁଅ ଦୀପକ କୁମାର ପୃଷ୍ଟି ଦୋକାନ!-->…
Read More...
Read More...
୪୦ ଓ.ଟି.ଇ.ଟି. ଗଣ ଶିକ୍ଷକ ହେଲେ ବହିଷ୍କୃତ !
ବୌଦ୍ଧ,୨୦/୧ - ଜାଲ୍ ଓ.ଟି.ଇ.ଟି. ପାସ୍ ସାର୍ଟିଫିକେଟ ଦେଇ ରେଗୁଲାର୍ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ୪୦ ଜଣ ଗଣଶିକ୍ଷକ ବହିଷ୍କୃତ ହେବାର ସମସ୍ତ ପ୍ରକ୍ରିୟା ସରି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଚିଠି ମଧ୍ୟ ସମ୍ପୃକ୍ତ ଶିକ୍ଷକ ମାନଙ୍କ!-->…
Read More...
Read More...