Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଂଗ୍ରେସକୁ ସୁଦୃଢ କରିବା ପାଇଁ ମନୋଜ ସାହୁଙ୍କ ଆହ୍ୱାନ
ପାରଳାଖେମୁଣ୍ଡି,୬/୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପୂର୍ବତନ ସଭାପତି ମନୋଜ ସାହୁ ବୈଠକରେ କଂଗ୍ରେସକୁ ସୁଦୃଢ କରିବା ଓ ତାଙ୍କ ପିତା ସ୍ୱର୍ଗତଃ ପୂର୍ବତନ ବିଧାୟକ ତ୍ରିନାଥ!-->…
Read More...
Read More...
ବୌଦ୍ଧ : ଜିଲ୍ଲାରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଲେ ଜିଲ୍ଲାପାଳ
ବୌଦ୍ଧ,୬/୧ - 2020 ମସିହା ମାର୍ଚ୍ଚ 16 ତାରିଖରୁ ଜିଲ୍ଲାର ବନ୍ଦ ଥିବା ମନ୍ଦିର, ମସଜିଦ ଓ ଗିର୍ଜା ଗୁଡିକ ଖୋଲିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅନୁମତି ଦେଇଛନ୍ତି l କୋଭିଡ୍ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲିବା ସହ ଏକକାଳୀନ 50 ଜଣରୁ ଅଧିକ ଲୋକଙ୍କ ସମାଗମ ଯେମିତି!-->!-->!-->…
Read More...
Read More...
ବହିରା ବନ୍ୟା ଆଶ୍ରୟ ସ୍ଥଳୀର ସୁପରିଚାଳନା ନେେଇ ବୈଠକ
ବୌଦ୍ଧ/ ବାଉଁଶୁଣୀ,୬/୧-ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ବନ୍ୟା ଆଶ୍ରୟସ୍ଥଳି ଠାରେ ଏହି ଆଶ୍ରୟସ୍ଥଳି ର ସୁପରିଚାଳନା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରୟସ୍ଥଳୀ ଭିତରେ ବ୍ଲକ ଉନ୍ନୟନ ଅଧିକାରୀ ଦେବିପ୍ରସାଦ ଦାସ ଙ୍କ ଅଧ୍ୟତାରେ ଏକ ବୈଠକ!-->!-->!-->…
Read More...
Read More...
ଅଗସ୍ତି ମହାକୁଡ ହତ୍ୟା ଘଟଣାର ଖୁଲାସା କଲେ ଏସ୍ପି ମହିଳାଙ୍କ ସମେତ ୩ ଗିରଫ
ବୌଦ୍ଧ,୬/୧ – ବୌଦ୍ଧ ସହର ରାଜନପାଲି ଅଗସ୍ତି ମହାକୁଡ ହତ୍ୟା ଘଟଣାର ରହସ୍ୟ ଆଜି ବୌଦ୍ଧ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ. ପି ଭି. ରଘୁନାଥ ରାଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ!-->…
Read More...
Read More...
କୁମ୍ଭୀର ବଂଶବୃଦ୍ଧି ଉଦ୍ୟମ: ସାତକୋଶିଆ ଗଣ୍ଡରେ ଛଡାଗଲା ୬ ଘଡିଆଳ କୁମ୍ଭୀର
ହରଭଙ୍ଗା : ମହାନଦୀର ସାତକୋଶିଆ ଗଣ୍ଡରେ ଘଡିଆଳ ବଂଶବୃଦ୍ଧି ଯୋଜନାକୁ ପୁଣି ଜୋରଦାର କରିଛି ବନ ବିଭାଗ । ଘଡିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି କରିବା ପାଇଁ ରାଜ୍ୟ ବନ୍ୟ ବିଭାଗ ପକ୍ଷରୁ ଆଜି ନନ୍ଦନକାନ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିବା ୬ଟି ଘଡିଆଳ କୁମ୍ଭୀରକୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର!-->…
Read More...
Read More...
୪୫ ଜଣ ଗଣ ଶିକ୍ଷକ ରେଗୁଲାର୍ ହେଲେ
ବୌଦ୍ଧ, ୬/୧- ବୌଦ୍ଧ ଶିକ୍ଷା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେପ୍ଟେମ୍ବର ୨୦୧୧ ମସିହାରୁ ଗଣ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରେଗୁଲାର୍ ହେବାର ସମସ୍ତ ପ୍ରକ୍ରିୟା ସରିଛି । ସେମାନଙ୍କ ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ଓ ଓ.ଟି.ଇ.ଟି. ପ୍ରମାଣପତ୍ର ଯାଞ୍ଚ ପରେ!-->…
Read More...
Read More...
ବାଉଁଶୁଣୀ ଛକରେ ଘନ ଘନ ଚୋରୀ, ପୋଲିସର ହାତ ଖାଲି !
ବୌଦ୍ଧ/ବାଉଁଶୁଣୀ,୬/୧ - ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକରେ ନିୟମିତ ବ୍ୟବଧାନରେ ବିଭିନ୍ନ ଦୋକାନରୁ ଚୋରୀହୋଇ ଚାଲିଛି । ବାରମ୍ବାର ଚୋରୀ ହେଉଥିଲେ ମଧ୍ୟ ଚୋରମାନଙ୍କୁ ଧରିବାରେ ପୋଲିସ୍ ସମ୍ପୂର୍ଣ୍ଣ ବିଫଳ ହେଉଥିବାରୁ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ବାଉଁଶୁଣୀ ଛକ!-->…
Read More...
Read More...
ନିଜେ ଝାଡୁ ମାରି ସଚେତନ କଲେ ତହସିଲଦାର
ଦାରିଙ୍ଗବାଡି,୬/୧: ଦାରିଙ୍ଗବାଡି ଅଞ୍ଚଳକୁ ପଲିଥିନ ମୁକ୍ତ କରିବା ପାଇଁ ଦାରିଙ୍ଗବାଡି କୁଇକୁଳ ସମିତି ପକ୍ଷରୁ ଦାରିଙ୍ଗବାଡି ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ!-->…
Read More...
Read More...
ନିଆଁଲାଗି ୩ ଧାନ ଖରୀ ଭସ୍ମୀଭୂତ
ବୌଦ୍ଧ,୬/୧- ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଖଳାରେ ରଖିଥିବା ୨ଜଣ ଚାଷୀଙ୍କ ୩ ଗୋଟି ଧାନ ଖରୀ ଭସ୍ମୀଭୂତ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବନ୍ଧାପଥର ଗ୍ରାମର!-->…
Read More...
Read More...
ବୋଲେରୋ-ବାଇକ ମଧ୍ୟରେ ଧକ୍କା, ୨ ଆହତ
ବୌଦ୍ଧ,୬/୧ - ଆଜି ସକାଳ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର କମଳପୁର୍ ନିକଟରେ ବୋଲେରୋ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ନମ୍ବର ୫୭ରେ ବୌଦ୍ଧ ପଟରୁ ମନମୁଣ୍ଡା ଦିଗକୁ!-->…
Read More...
Read More...