ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

0 736

ବୌଦ୍ଧ,୨୧/୨ – ଜ଼ିଲ୍ଲା ଯୁବ କଂଗ୍ରେସ କମିଟି ତରଫରୁ ଆଜି ଗିରାସିଙ୍ଗାସ୍ଥିତ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା l ଏଥିରେ ଜ଼ିଲ୍ଲା ଯୁବ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ସଙ୍ଗଠନ କୁ କିପରି ପଂଚାୟତ ସ୍ତରରେ ସଂଗଠନକୁ ଗ୍ରାମ ସ୍ତରରୁ ସଂଗଠିତ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା | ଜ଼ିଲ୍ଲା ଯୁବକଂଗ୍ରେସ ସଭାପତି ମହେଶ୍ବର ପ୍ରଧାନଙ୍କ ସହିତ ଉପସଭାପତି ଅବଦୁଲ କଲିମ ଖାଁ, ବାମଦେବ ହାତୀ,ସୁଶୀଲ ହୋତା, ବିଶ୍ୱଜିତ ହରିପାଳ, ସୁଦର୍ଶନ ମହାକୁଡ଼ ବାସୁଦେବ କର୍ମୀ ଓ ସମ୍ଭ୍ରାନ୍ତ ପ୍ରଧାନ, ବିକ୍ରମ ପ୍ରଧାନ ଛାତ୍ର ସଭାପତି, ସୁଦାମ ମେହେର, ବିବେକାନନ୍ଦ ମହାକୁଡ଼, ମଣ୍ଟୁ ପାଣିଗ୍ରାହୀ, ନଜିର ଖାଁ, ରାଜେଶ ଶେଠୀ, ବୈଦନାଥ ପ୍ରଧାନ, ହୃଦାନନ୍ଦ କଂହର, ହେମନ୍ତ ପ୍ରଧାନ, କିଷାନ ସେଲ ସଭାପତି ରଘୁନାଥ ପଲିଆ, ସଂଜୀବ ନାୟକ, ପ୍ରଭଞ୍ଜନ ବାରିକ, ଦିଲୀପ ପୁରୋହିତ, ମହେନ୍ଦ୍ର ମହାକୁଡ଼, ଆର୍ତତ୍ରାଣ ନାୟକ, ଅଶୋକ ବେହେରା, ଶ୍ୟାମ ସୁନ୍ଦର ମିର୍ଧା, ବବୁନ ମିର୍ଧା, ଶାଜିଦ ଖାଁ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

2 × 2 =