Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍କୁଲ ଓ ଅଙ୍ଗନବାଡି ପରିସରରେ ନଳକୂପ ଖୋଳାଯିବାକୁ ଦାବୀ
ବୌଦ୍ଧ,୧୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିସରରେ ନୂତନ ନଳକୂପ ସ୍ଥାପନପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଗୋଟିଏ ପରିସରରେ ଉଭୟ ଅନୁଷ୍ଠାନ ରହିଛି ଓ ବହୁ ବର୍ଷ ପୂର୍ବରୁ ଗୋଟିଏ!-->…
Read More...
Read More...
ପ୍ରକଳ୍ପ ଅଛି ହେଲେ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ
ବୌଦ୍ଧ,୧୦/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତର ସଦର ମହକୁମା ଲମ୍ବସରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମରେ ଲକ୍ଷ ଲକ୍ଷ ଟଂକା ବ୍ୟୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ନିର୍ମାଣ ହୋଇଛି ଓଭର ହେଡ ଟାଙ୍କି,!-->…
Read More...
Read More...
ବିଜେପିର ପ୍ରଶିକ୍ଷଣ ଶିବିର
ବଲାଙ୍ଗୀର,୯/୧୨- ଲୋଇସିଂହାସ୍ଥିତ ଅଗ୍ରସେନ ଭବନ ଠାରେ ବିଜେପି ମଣ୍ଡଳସ୍ତରୀୟ ୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶିବିରକୁ!-->…
Read More...
Read More...
ମୁଣ୍ଡିପଦର ପେକ୍ସ ଧାନମଣ୍ଡିର ସ୍ଥାନ ନିରୁପଣକୁ ନେଇ ଟଣାଓଟରା !
ବୌଦ୍ଧ,୯/୧୨- ବୌଦ୍ଧବ୍ଲକ୍ ମୁଣ୍ଡିପଦର ସେବା ସମବାୟ ସମିତିର ଧାନ ମଣ୍ଡି ଚଳିତବର୍ଷ କାଶଲପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ପୂର୍ବରୁ ସମିତି ପରିସରରେ ଧାନ କିଣା ହେଉଥିଲା ଓ ସ୍ଥାନାଭାବ ଯୋଗୁଁ ଚାଷୀମାନେ ଧାନ ରଖିବାକୁ ବହୁତ ହଇରାଣ!-->…
Read More...
Read More...
ବୌଦ୍ଧ: ଆଜି ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୯/୧୨- ଗତକାଲି ପରି ଆଜି ପୁଣି ୪ଜଣ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ!-->…
Read More...
Read More...
ଆଜି ବଢିଗାଁ ଖରିଫ ଧାନ କ୍ରୟ କେନ୍ଦ୍ର ଖୋଲିଲl
ବୌଦ୍ଧ,୯/୧୨ - ଆଜି ବଢିଗାଁ ସେବା ସମବାୟ ସମିତି ତରଫରୁ ସମିତି ପରିସରରେ ଖରିଫ ଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଥିବା ଜଣାପଡିଛି l ବୌଦ୍ଧ ସର୍କଲ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ନଡିଆ ବାଡେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ | ସମବାୟ ସମିତିର ପ୍ରଶାସକ!-->!-->!-->…
Read More...
Read More...
ଚାଷୀଙ୍କ ଧାନ ଖରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ
ବୌଦ୍ଧ,୯/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମର ଚାଷୀ ନିରଞ୍ଜନ ଦେହୁରୀଙ୍କ ଖଳାରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେବାରୁ 6 ଗୋଟି ଧାନ ଖରୀ ଜଳି ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ତାଙ୍କର କଷ୍ଟ!-->!-->!-->…
Read More...
Read More...
ଟିଟିଲାଗଡରେ ବନ୍ଦର ଆଂଶିକ ପ୍ରଭାବ
ଟିଟଲାଗଡ,୮/୧୨: କେନ୍ଦ୍ର ସରକାରଙ୍କ କୃଷିନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଦିଆଯାଇଥିବା ଭାରତ ବନ୍ଦର ମିଶ୍ରିତ ପ୍ରଭାବ ଟିଟଲାଗଡରେ ଦେଖିବାକୁ ମିଳିଥିଲା । ଆଜି ସକାଳୁ କଂଗ୍ରେସଦଳର କର୍ମକର୍ତ୍ତା ପ୍ରଭାସ ବହିଦାର, ବିରେନ୍ଦ୍ର ବାଗ, ତୁଳସୀରାମ ସାହୁ, ସୁମନ୍ତ ବେହେରା,!-->…
Read More...
Read More...
କୃଷକ ଆନ୍ଦୋଳନକୁ ସମର୍ଥନ ଦେଇ କୋଶଳ ରାଜ୍ୟ ସମନ୍ୱୟ ସମିତିର ପ୍ରତୀକାତ୍ମକ ଧାରଣା
ବଲାଙ୍ଗୀର,୮/୧୨: ସର୍ବଭାରତୀୟ ସ୍ତରରେ ଆଜି କୃଷକମାନେ ବନ୍ଦର ଡାକରା ଦେଇଛନ୍ତି । ଏହି ଅବସରରେ କୋଶଳାଞ୍ଚଳର ଚାଷୀ ସଂଗଠନ ମାନଙ୍କୁ ନୈତିକ ସମର୍ଥନ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରି ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ!-->…
Read More...
Read More...
ବହିରା ସମିତିର ଧାନମଣ୍ଡିକୁ ଉଦଘାଟନ କଲେ ଏ.ଆର.ସି.ଏସ
ବୌଦ୍ଧ,୮/୧୨ -ସୋମବାର ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତି ତରଫରୁ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ କରାଯାଇଥିବା ଜଣାପଡିଛି । ଏ ଅବସରରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଯୋଗଦେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ପୂର୍ବତନ!-->…
Read More...
Read More...