Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ରାଜ୍ୟରେ ୬୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ମୃତ
ଭୁବନେଶ୍ୱର ୨୨ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧ ରେ ପହଞ୍ଚିଛି ।!-->…
Read More...
Read More...
ବାଜା ମାଲିକ ସଙ୍ଘର ନୂତନ ଭାବେ ଗଠନ ପାଇଁ ଏକ ସାମୁହିକ ବୈଠକ
ବୌଦ୍ଧ/ବାଉଁଶୁଣୀ,୨୨/୧୧- ବୌଦ୍ଧଜିଲ୍ଲାର ଗୁଦୁଗୁଦା ହାଟପଦା ଠାରେ ଜିଲ୍ଲା ବାଜା ମାଲିକ ସଙ୍ଘର ନୂତନ ଭାବେ ଗଠନ ପାଇଁ ଏକ ସାମୁହିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମ ଓଡିଶାର ବାଜା ମାଲିକ ସଙ୍ଘର ସଦସ୍ୟ ସୁଶୀଲ ମେହେରଙ୍କ ନେତୃତ୍ୱରେ ସଙ୍ଘ ଗଠନ କରାଯାଇଛି । ଏଥିରେ ବୌଦ୍ଧ!-->…
Read More...
Read More...
ବିଜୁ ଛାତ୍ର ଜନତା ଦଳର ୱେବିନାର ବୈଠକ
ଫୁଲବାଣୀ,୨୨/୧୧:କନ୍ଧମାଳ ଜିଲ୍ଲାର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତାକୁ ନେଇ ୱେବିନାର ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କନ୍ଧମାଳ ଜିଲ୍ଲା ସଭାପତି ସୁନୀଲ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଦେବୀ ରଞ୍ଜନ!-->…
Read More...
Read More...
କନ୍ଧମାଳ ପୋଲିସର ମିସନ୍ କ୍ଲିନ୍ ଗଞ୍ଜେଇ କ.ନୂଆଗାଁ ଥାନା ଅଞ୍ଚଳରୁ ପୁଣି ନଷ୍ଟ ହେଲା ୩୭କୋଟି ୫୦ଲକ୍ଷ ଟଙ୍କାର…
ବାଲିଗୁଡ଼ା,୨୨/୧୧: କନ୍ଧମାଳ ପୋଲିସ୍ ପକ୍ଷରୁ ଜାରି ରହିଛି ମିସନ୍ କ୍ଲିନ୍ ଗଞ୍ଜେଇ । କ.ନୂଆଗାଁ ପୋଲିସ୍ ଓ ଅବକାରୀ ବିଭାଗର ପକ୍ଷରୁ ସାଇନପଡ଼ା ଅଞ୍ଚଳରେ ପୁଣି ମିଳିତ ଚଢ଼ାଉ କରାଯାଇଛି । ୩୭କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବିଭାଗ ପକ୍ଷରୁ । କ.ନୂଆଗାଁ!-->…
Read More...
Read More...
ରାସ୍ତା ଉପରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ଅସୁବିଧା
ବୌଦ୍ଧ,୨୨/୧୧ - ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଯାଇଥିବା ଜାତୀୟ ରାଜପଥ ଠାରୁ ଆରମ୍ଭକରି ଗଳି କନ୍ଦି ରାସ୍ତା ଯାଏଁ କୋଉଠି ନିସ୍ତାର ନାହିଁ । ସବୁଠି ଗଦା ହୋଇଛି କୁଢ କୁଢ ନିର୍ମାଣ ସାମଗ୍ରୀ ରଖା ଯାଉଥିବା ଏକ ସାଧାରଣ ଦୃଶ୍ୟରେ ପରିଣିତ ହୋଇଛି । ରାସ୍ତାରେ ସାଧାରଣ ଲୋକେ ଯାନବାହାନ ଯାତାୟାତ!-->…
Read More...
Read More...
ଅଜଣା ରୋଗରେ ଛଟପଟ ୧୩ବର୍ଷର ବାଳକ ରାହୁଲ ସରକାରୀ ସହାୟତା ଅପେକ୍ଷାରେ ପରିବାର ଲୋକେ
ବାଲିଗୁଡ଼ା,୨୨/୧୧: ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡ଼ିରହିଛି ୧୩ ବର୍ଷର ବାପ ଛେଉଣ୍ଡ ପୁଅ ରାହୁଲ । ଏବେ ସରକାରୀ ସହାୟତାକୁ ଅନେଇ ବସିଛନ୍ତି ପରିବାର ବର୍ଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଜକିକିଆ ଗାଁ ରେ ଦେଖିବାକୁ!-->…
Read More...
Read More...
ବିଶ୍ୱାସରେ ବିଷ : ଶିଶୁ କନ୍ୟାକୁ ଧରି ଫେରାର ମାରିଲା ମଇତ୍ର !
ବୌଦ୍ଧ,୨୨/୧୧ - ମଇତ୍ର ଏକ ପବିତ୍ର ଶବ୍ଦ । ବିଶ୍ୱାସ ଓ ଭଲ ପାଇବା ରହିଲେ ଯାଇ ଲୋକେ ମୈତ୍ର ହୋଇଥାଆନ୍ତି । ସମାନ ନାମକୁ ନେଇ କିମ୍ବା ସମାନ ଚିନ୍ତାଧାରା ହେଲେ ହିଁ ଲୋକେ ମୈତ୍ର ଭଳି ପବିତ୍ର ସମ୍ପର୍କ ସ୍ଥାପନ କରିଥାଆନ୍ତି । ଆଜିକାଲିର ଦୁନିଆରେ ମୈତ୍ର ଶବ୍ଦରେ ମଧ୍ୟ କଳଙ୍କ ଲାଗିଲାଣି ।!-->…
Read More...
Read More...
ଡିକି ଭାଙ୍ଗି ଦୁଇ ଶିକ୍ଷକଙ୍କ 50 ହଜାର ଟଙ୍କା ଲୁଟ
ବୌଦ୍ଧ,୨୧/୧୧- ବାଇକ ଡିକି ଭାଙ୍ଗି ବାରମ୍ବାର ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଉଥିବା ଖବର ପ୍ରତିଦିନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଉଥିଲେ ମଧ୍ୟ ଏ ସମ୍ପର୍କରେ ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି l ଆଜି ଦୁଇ ଜଣ ଶିକ୍ଷକ ବାଇକ ଡିକିରେ ଟଙ୍କା ରଖି ଲୁଟେରା ମାନଙ୍କ ଶିକାର!-->…
Read More...
Read More...
୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ / ବlଉଁଶୁଣି,୨୧/୧୧ - ବୌଦ୍ଧ ବ୍ଲକ୍ ମନୁପାଲି ହାଇସ୍କୁଲ ପଡ଼ିଆଠାରେ ୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି | ଆଜିର ଉଦଘାଟନୀ ଅବସରରେ ଅତିଥି ଭାବେ ଶେଷଦେବ ମୁଦୁଲି (ଖଲିଆପାଲି ସରପଞ୍ଚ), ଶମ୍ଭୁ ମଲିକ(ମନୁପାଲି ସରପଞ୍ଚ), ହରିଶ୍ଚନ୍ଦ୍ର ଭୋଇ!-->…
Read More...
Read More...
ଦୁଇ କାର୍ ମଧ୍ୟରେ ଧକ୍କା, ୩ ଗୁରୁତର
ବୌଦ୍ଧ,୨୧/୧୧- ଆଜି ଅପରାହ୍ନରେ ଜାତୀୟ ରାଜପଥ ନମ୍ବର ୫୭ର ଆଡେନିଗଡ୍ ନିକଟ ରାଣୀଗଂଜ ଠାରେ ଗୋଟିଏ ଇଣ୍ଡିକୋ ଓ ହୁଣ୍ଡାଇ କ୍ରେଟା କାର୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହରେ ଭୁବନେଶ୍ବରରୁ!-->…
Read More...
Read More...