Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଆଁ ଲାଗି ଧାନ ଖରୀ ଭସ୍ମୀଭୂତ
ବୌଦ୍ଧ,୨୭/୧ - ଆଜି ବୌଦ୍ଧବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରେ ଧାନ ଖରୀରେ ନିଆଁ ଲାଗି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ଚାଷୀ ଲିଙ୍ଗରାଜ ଧଳ ନିଜ ୨ ଏକର ଜମିର ଧାନ କାଟିବା ପରେ ଖଳାରେ ଗଚ୍ଛିତ ରଖିଥିଲେ । ଆଜି ସକାଳେ!-->…
Read More...
Read More...
ଗହଣା ଦୋକାନ ଲୁଟର ସପ୍ତାହେ ପରେବି ପୋଲିସର ହାତ ଖାଲି !
ବୌଦ୍ଧ,୨୭/୧ - ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟ ପ୍ରଜିତା ଜ୍ୱେଲର୍ସରୁ ହୋଇଥିବା ସୁନା ଗହଣା ଭର୍ତ୍ତି ବ୍ୟାଗ୍ ଚୋରୀ ଘଟଣାକୁ ଏକ ସପ୍ତାହ ବିତିଗଲା ହେଲେ ପୋଲିସର ହାତ ଏଯାଏଁ ଖାଲି ରହିଛି । ଜ୍ୱେଲର୍ସ ନିକଟ ଅନ୍ୟ ଦୋକାନର ସି.ସି.ଟି.ଭି. କ୍ୟାମେରା ଫୁଟେଜରୁ ଚୋରୀ ସମ୍ପର୍କରେ ଅନେକ!-->…
Read More...
Read More...
ବିଭିନ୍ନ ଦାବୀ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ, ଯଥାଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ
ବାଲିଗୁଡ଼ା,୨୭/୧: ବିଭିନ୍ନ ଦାବି ନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହାତିମୁଣ୍ଡା ଓ ଗଦାପୁର ପଞ୍ଚାୟତବାସୀ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଇଛନ୍ତି । ଅଭିଯୋଗ ପ୍ରକାରେ ହାତୀମୁଣ୍ଡା ଓ ଗଦାପୁର ପଞ୍ଚାୟତର ୧୮ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଦୈନନ୍ଦିିନ ନାହିଁନଥିବା!-->…
Read More...
Read More...
ଧାନ ମଣ୍ଡିକୁ ଜଗିବ ସି.ସି. ଟି.ଭି. କ୍ୟାମେରା
ବୌଦ୍ଧ,୨୭/୧- ଧାନ କିଣା ସମ୍ପର୍କୀତ ଜିଲ୍ଲାସ୍ତରୀୟ କମିଟି ବୈଠକ ଗତ ୨୧ ତାରିଖ ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଧାନ କିଣା ଜିଲ୍ଲାରେ କିଭଳି ଶୃଙ୍ଖଳିତ ହୋଇପାରିବ ସେ ଦିଗରେ କମିଟି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଟୋକନ ପ୍ରଦାନ, ମଣ୍ଡି!-->…
Read More...
Read More...
ନିଆଁ ଲାଗି ଧାନ ଖରୀ ଭସ୍ମୀଭୂତ
ବୌଦ୍ଧ,୨୭/୧ - ଆଜିବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରେ ଧାନ ଖରୀରେ ନିଆଁ ଲାଗି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଚଣ୍ଡିଗଡ ଗ୍ରାମର ଚାଷୀ ଲିଙ୍ଗରାଜ ଧଳ ନିଜ 2 ଏକର ଜମିର ଧାନ କାଟିବା ପରେ ଖଳାରେ ଗଚ୍ଛିତ ରଖିଥିଲେ l ଆଜି ସକାଳେ!-->…
Read More...
Read More...
ଧାନ ବୋଝେଇ ଟ୍ରକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ବୌଦ୍ଧ,୨୭/୧ - ଗତକାଲି ଅପରାହ୍ନରେ ଲମ୍ବସରୀ ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମ ନିକଟରେ ଏକ ଧାନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ପିପଲପାଲି ଗ୍ରାମରୁ ଧାନ କିଣି ଟ୍ରକ ଯୋଗେ ନେଉଥିବା ବେଳେ ଡ୍ରାଇଭର ଗାଡିକୁ!-->!-->!-->…
Read More...
Read More...
ଜହ୍ନାପଙ୍କ ଅଞ୍ଚଳରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଜହ୍ନାପଙ୍କ,୨୭/୧;ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ଅଞ୍ଚଳରେ ୭୨ ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣାରେ ପାଳିତ ହୋଇଯାଇଛି। କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସନତ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ଏଥିରେ ସହକାରୀ ଶିକ୍ଷକ ନନ୍ଦୀ!-->…
Read More...
Read More...
ରାଜ୍ୟସ୍ତରୀୟ ଅନ୍ ଲାଇନ କବିତା ଆସର ଅନୁଷ୍ଠିତ
ବୌଦ୍ଧ,୨୬/୧- ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଅନଲାଇନ୍ କବିତା ଆସର ପରିବାର, ସବିତାଦୁର୍ଗ, ବୌଦ୍ଧର ପ୍ରତିଷ୍ଠାତା ତଥା ସଞ୍ଚାଳକ ସୁଦୀପ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ମୋ ଦେଶ ମହାନ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ!-->…
Read More...
Read More...
ରକ୍ତଦାନ ଶିବିର ଆୟୋଜିତ
ବୌଦ୍ଧ, ୨୬/୧- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଠାରେ ସମ୍ବାଦ ଆମ ଓଡ଼ିଶା ଓ ଶ୍ରୀରାମ ଓ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟିଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବୌଦ୍ଧ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମନୋରଞ୍ଜନ!-->…
Read More...
Read More...
ଯୁବ ସାମ୍ବାଦିକ ସଙ୍ଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ପାଟଣାଗଡ,୨୬/୧:ପାଟଣାଗଡ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘ ଓ ବିବେକାନନ୍ଦ କ୍ଳବ ଜଳିଆ ଠାରେ ସ୍ଥାନୀୟ କ୍ଳବଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଯୁବ ସାମ୍ବଦିକ ସଂଘ ସଭାପତି କରୁଣା କର ବୁଡେକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଦେଶ ପାଇଁ ବଳିଦାନ!-->…
Read More...
Read More...