Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା, 5 ଗୁରୁତର
ବୌଦ୍ଧ,୨୯/୧ - ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ମସିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 3 ଘଣ୍ଟା ସମୟରେ କଟକରୁ ରାୟପୁର ଯାଉଥିବା ଘରୋଇ ବସ୍ ଡଲଫିନ୍ ଓଡ଼ି 05 ଏ. ଏଲ. 7165 ମସିଣା ପଡା!-->…
Read More...
Read More...
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ବଲାଙ୍ଗୀର,୨୮/୦୧: ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଆଜି ବଲାଙ୍ଗୀର ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ,!-->…
Read More...
Read More...
ଡ଼ମ୍ଫର୍ ଧକ୍କାରେ ୪ ଗୋରୁ ମୃତ, ୨ ଗୋରୁ ସମେତ ୩ ଶଗଡିଆ ଆହତ
ପାଟଣାଗଡ,୨୮/୧: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଭଇଁଷା କଲେଜ୍ ଛକ ଠାରେ ଆଜି ଭୋର ରେ ଭଇଁଷା ଗାଁ ରୁ ଧବଳ ପଡା କୁ ପାଳ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଡ଼ମ୍ଫର୍ ଓ ଡି ୦୩ ଜି ୪୭୯୯ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ୪ଗୋରୁ ମୃତ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇଛନ୍ତି।ଓ ୩ ଜଣ!-->…
Read More...
Read More...
ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ଵର ଯାଉଥିବା 60 ଯୁବକଙ୍କୁ ସ୍ବାଗତ
ବୌଦ୍ଧ,୨୮/୧ - ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବାହାରିଥିବା ଯୁବକ ମାନଙ୍କୁ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚ ବୌଦ୍ଧ ପକ୍ଷରୁ ସ୍ବାଗତ କରାଯାଇଥିଲା l ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ!-->!-->!-->…
Read More...
Read More...
ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ର ପରିସରରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଆର୍ପିଏଫ୍!-->…
Read More...
Read More...
ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, 4 ଯାତ୍ରୀ ଆହତ
ବୌଦ୍ଧ,୨୮/୧ - ଆଜି ଭୋର ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଲାଣ୍ଡିବନ୍ଧ ନିକଟ ଭରତ ଢାବା ପାଖରେ ଏକ ଜାଏଲୋ କାର୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୟାଗଡ ଅଞ୍ଚଳର ଚାରି ଜଣ ବ୍ୟକ୍ତି ଏକ!-->!-->!-->…
Read More...
Read More...
ହାଇୱା ପଛରେ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ବୌଦ୍ଧ,୨୮/୧ - ଆଜି ଭୋର ସମୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା 57 ନମ୍ବର ଜାତୀୟ ରାଜପଥର ଚାରିଛକ ନିକଟରେ ହାଇୱା ପଛକୁ ଧକ୍କା ଦେଇ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣା ପଡିଛି l ମିଳିଥିବା ସୁଚନା ଅନୁଯାୟୀ ଆଜି ଭୋର ସମୟରେ ମାଲକାନଗିରି ଠାରୁ ଭୁବନେଶ୍ବର!-->!-->!-->…
Read More...
Read More...
୨୧ତମ କନ୍ଧମାଳ ଜିଲ୍ଲା ଯୋଜନା କମିଟି ବୈଠକ: ବିଭିନ୍ନ ଉନ୍ନୟନ୍ନ ମୂଳକ ଯୋଜନା ସଂପର୍କରେ ପ୍ରସ୍ତାବ ଗୃହିତ
ଫୁଲବାଣୀ,୨୭/୧- ଆଜି ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୨୧ତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂ ।ସଦ ଡ.!-->…
Read More...
Read More...
ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗୀର,୨୭/୧- ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବହଲପଦର ଠାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟାକ୍ରମରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ୪ଟି ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ହୁଇଲ ଚେୟାର, ଆଶାବାଡି, ବସ୍ ଟ୍ରେନ୍ ପାସ ଇତ୍ୟାଦି ବଣ୍ଟନ କରିଛନ୍ତି । ସରକାର!-->…
Read More...
Read More...
ବିଲଡିଂ କାମ କରୁଥିବା ବେଳେ ଭାଡ଼ାରୁ ପଡି ଶ୍ରମିକର ମୃତ୍ୟୁ
ବୌଦ୍ଧ/ବାଉଁଶୁଣୀ,୨୭/୧-ବୌଦ୍ଧବ୍ଲକ ବାଉଁଶୁଣୀ ମାଁ ମାହେଶ୍ୱରୀ ଡିଗ୍ରୀ କଲେଜର ବିଲଡିଙ୍ଗ କାମ କରୁଥିବା ବେଳେ ଭାଡାରୁ ପଡି ଜଣେ ଶ୍ରମିକ ଗୁରୁତର ହୋଇପଡିଥିଲେ ।ଗୁରୁତର ଅବସ୍ଥାରେ ତାଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ!-->…
Read More...
Read More...