ଡ଼ମ୍ଫର୍ ଧକ୍କାରେ ୪ ଗୋରୁ ମୃତ, ୨ ଗୋରୁ ସମେତ ୩ ଶଗଡିଆ ଆହତ

0 363

ପାଟଣାଗଡ,୨୮/୧: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଭଇଁଷା କଲେଜ୍ ଛକ ଠାରେ ଆଜି ଭୋର ରେ ଭଇଁଷା ଗାଁ ରୁ ଧବଳ ପଡା କୁ ପାଳ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଡ଼ମ୍ଫର୍ ଓ ଡି ୦୩ ଜି ୪୭୯୯ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ୪ଗୋରୁ ମୃତ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇଛନ୍ତି।ଓ ୩ ଜଣ ଶଗଡିଆ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମେଡକାଲରେ ଭର୍ତ୍ତି କରି ଚିକିତ୍ସିତ ହେଉଥିବା ଜଣାପଡ଼ିଛି।ଏ ନେଇ ସ୍ତାନୀୟ ଲୋକେ କ୍ଷତିପୂରଣ ଦାବୀରେ ରାସ୍ତାରୋକ କରିଥିଲେ।ଘଟଣାସ୍ଥଳରେ ପାଟଣାଗଡ ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ଲୋକଙ୍କୁ ବୁଝା ସୁଝାପରେ ରାସ୍ତାରୋକ ହଟିଥିଲା।

hiranchal ad1
Leave A Reply

Your email address will not be published.

17 + 11 =