Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କଣ୍ଟାମାଳ ରାଜରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଲୁଟ୍
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଲୁଟପାଟ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ କଣ୍ଟାମାଳ ଥାନା ତବଡା ଛକ ନିକଟରେ ଜଣେ ଶିକ୍ଷକଙ୍କ ଠାରୁ ରାସ୍ତାରେ ଅଟକାଇ ୫୨ ହଜାର ଟଙ୍କା ଦୁବୃର୍ତ୍ତମାନେ ଲୁଟି ନେଇଥିବା କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା!-->…
Read More...
Read More...
ରକ୍ତମୁଖା ଲାଲ୍ବାହିନୀ: ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ନିର୍ମମ ହତ୍ୟା
ବାଲିଗୁଡ଼ା,୩୦/୧:ପୁଣି ରକ୍ତମୁଖା ହେଲେ ମାଓବାଦୀ । କିଛି ଦିନର ନିରବତା ପରେ ନିଜର ସ୍ଥିତି ଜାହିର କଲା ମାଓ ସଂଗଠନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ମାଓବାଦୀଙ୍କ ହତ୍ୟାକାଣ୍ଡ । ପୋଲିସ୍ ଇନଫରମ୍ ସନ୍ଦେହରେ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା!-->…
Read More...
Read More...
ବାଇକ ଡିକି ଭାଙ୍ଗି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ଅପରାଧିକ ମାମଲା ବଢି ବଢି ଚାଲିଛି । ଗତକାଲି ଅପରାହ୍ନରେ ବାଇକ ଡିକି ଭାଙ୍ଗି ଲୁଟେରାମାନେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବୌଦ୍ଧବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମର ଜଗଦୀଶ!-->…
Read More...
Read More...
ମାରଣାସ୍ତ୍ର ଦେଖାଇ ଘରୁ ନଗଦ ଟଙ୍କା ଓ ସୁନା ଲୁଟ
ବୌଦ୍ଧ,୨୯/୧ - ଗତ ଗୁରୁବାର ମଧ୍ୟ ରାତ୍ରରେ ମନମୁଣ୍ଡା ଥାନା ଡେଙ୍ଗପଦର୍ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଂକା ସହିତ ସୁନା ଗହଣା ଡକାୟତି ହୋଇଥିବା ଆଜି ସକାଳେ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା!-->…
Read More...
Read More...
ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର
ବୌଦ୍ଧ,୨୯/୧ - ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ହରେକୃଷ୍ଣପୁର ଗ୍ରାମ ନିକଟ ଚିଲା ଖଣ୍ଡି ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ସମୟରେ!-->!-->!-->…
Read More...
Read More...
ବୌଦ୍ଧ ପାଇଁ ଗୌରବ ଆଣିଲା ବିଡିପିଏଲ୍
ବୌଦ୍ଧ,୨୯/୧- ସରକାରଙ୍କ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧଜିଲ୍ଲାର ଶିଳ୍ପାୟନ ଚେହେରା ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟଭିତିକ ଏଥାନଲ୍ ପ୍ଲାଣ୍ଟରୁ (ଆଇଓସିଏଲ୍)!-->…
Read More...
Read More...
ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ
ପାରଳାଖେମୁଣ୍ଡି,୨୯/୧- କଟକ ମହୋତ୍ସବ ଅଲ୍ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍ ଫେଷ୍ଟିଭାଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ ମିଳିଛି । କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା!-->…
Read More...
Read More...
ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୌଦ୍ଧ,୨୯/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଚାଲିଥିବା ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଉଦଯାପନୀ ମ୍ୟାଚରେ ମେହେର ସ୍ପୋର୍ଟିଂ ଓ ଏମ.ସି.ସି. ଷ୍ଟ୍ରମ୍ ମଧ୍ୟରେ ମୁହାମୁହିଁ ହୋଇଥିଲେ ତିନି ଫର୍ମାଟ!-->…
Read More...
Read More...
କୃଷକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବି.ଜେ.ପି.
ବୌଦ୍ଧ,୨୯/୧- - ଖରିଫ ଧାନ ବିକ୍ରୟ ବେଳେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଘେରାଉ କରିଥିଲା । ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସରୁ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ।!-->…
Read More...
Read More...
ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ବାଲିଗୁଡ଼ା ,୨୯/୧: କନ୍ଧମାଳ ଜିଲ୍ଲା କୋଟଗଡ଼ ମଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକାଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନାୟକ ସଭାପତିତ୍ବ କରି ସଙ୍ଘର ନିଷ୍ପତି ଅନୁଯାୟୀ ଏକ ସଙ୍ଘ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଯୋଗାଇଦେବା ପାଇଁ 2018ରେ ଏକ!-->…
Read More...
Read More...