ଦୁଇ ବାଇକ ମଧ୍ୟରେ ଧକ୍କା, ଜଣେ ଗୁରୁତର

0 2,340

hiring

ବୌଦ୍ଧ,୨୯/୧ – ଆଜି ଅପରାନ୍ହ ସମୟରେ ଜାତୀୟ ରାଜପଥ ନମ୍ବର 57ର ବୌଦ୍ଧ ଥାନା ହରେକୃଷ୍ଣପୁର ଗ୍ରାମ ନିକଟ ଚିଲା ଖଣ୍ଡି ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ସମୟରେ ପୁରୁଣାକଟକରୁ ବୌଦ୍ଧ ଅଭିମୁଖେ ନିଜ ବାଇକ ଯୋଗେ ହରଭଙ୍ଗା ବ୍ଲକ ଖଣ୍ଡହତା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବରାଜ ସାହୁ ଆସୁଥିବା ବେଳେ ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା ଫଳରେ ଶ୍ରୀ ସାହୁ ଗୁରୁତର ଆହତ ହୋଇଥିଲେ | ତାଙ୍କ ଗୋଡ ଭାଙ୍ଗି ଯାଇଛି | ତାଙ୍କୁ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ଜିଲ୍ଲା ସଦର ଡାକ୍ତରଖାନାକୁ ନିଆଯାଇଥିଲା l

hiranchal ad1
Leave A Reply

Your email address will not be published.

13 + 2 =