Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ସଂଘର ନୂତନ କର୍ମକର୍ତ୍ତା ମନୋନୀତ
ବୌଦ୍ଧ,୩୧/୧- ଆଜି ବୌଦ୍ଧ ସହରସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଜିଲ୍ଲାରେ କାର୍ଯ୍ୟରତ ବୌଦ୍ଧ ଜିଲ୍ଲା ଗୃହରକ୍ଷୀ ମାନଙ୍କର ଏକ ବୈଠକ ବସି ସଂଘର କର୍ମକର୍ତ୍ତା ମନୋନୟନ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଅନ୍ତର୍ଯାମୀ ନାଏକ ସଭାପତି ଭାବେ ମନୋନୀତ!-->!-->!-->…
Read More...
Read More...
ବୌଦ୍ଧରେ ପଲ୍ସ ପୋଲିଓ ଟୀକାକରଣ ଆରମ୍ଭ
ବୌଦ୍ଧ,୩୧/୧- ଜାତୀୟ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୋବତ୍ତର କେନ୍ଦ୍ର ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଛନ୍ତି ।!-->…
Read More...
Read More...
କଂଗ୍ରେସ ତରଫରୁ ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳିତ
ପାରଳାଖେମୁଣ୍ଡି,୩୦/୧- ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦେଶର ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କ ୮୦ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଫୋଟ ଚିତ୍ରକୁ ପୁଷ୍ପମାଲ୍ୟ ଅର୍ପଣ କରି!-->…
Read More...
Read More...
ଦୁଃସାହସିକ କ୍ରୀଡାଦଳକୁ ବିଧାୟକଙ୍କ ଶୁଭେଚ୍ଛା
ପାରଳାଖେମୁଣ୍ଡି,୩୦/୧- ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଦଶ ଜଣିଆ ଦଳ ଆଜି ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହ ଚଣ୍ଡିଗଡ ଠାରେ ୨୭ ତମ!-->…
Read More...
Read More...
ବୌଦ୍ଧଜିଲ୍ଲାରେ ଧାନକ୍ରୟ ବ୍ୟବସ୍ଥିତ ଓ ନିୟନ୍ତ୍ରଣ ପାଇଁ ବିଭିନ୍ନ ନିଷ୍ପତ୍ତି
ବୌଦ୍ଧ,୩୦/୧: ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କଠୁ ଧାନକ୍ରୟ ସୁସଂଗଠିତ ବ୍ୟବସ୍ଥିତ ଓ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଥିବା ନିୟନ୍ତ୍ରଣ ବଜାର କମିଟି ତରଫରୁ ଏକ ପ୍ରେସ ବିବୃତ୍ତିରେ ଜଣାଯାଇଛି ।!-->…
Read More...
Read More...
ଲୁଣିବାହାଲରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ
ବୌଦ୍ଧ,୩୦/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଠାରେ ଓଡିଶା ଜୀବିକା ମିଶନ ତରଫରୁ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି | ଲୁଣିବାହାଲ ପଞ୍ଚାୟତ ସ୍ତରୀୟ ମହାସଂଘର ପରମଲକ୍ଷ୍ମୀ ଆଞ୍ଚଳିକ ମଞ୍ଚ ଦ୍ୱାରା ଏହା ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକର!-->…
Read More...
Read More...
ପୂର୍ବତନ ପୋଷ୍ଟ ମାଷ୍ଟରଙ୍କ ପରଲୋକ
ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଗ୍ରାମର ପୂର୍ବତନ ପୋଷ୍ଟ ମାଷ୍ଟର ନବୀନ କୁମାର ଦାସ(୮୫)ଙ୍କ ସୋମବାର ପରଲୋକ ହୋଇଯାଇଛି । ସେ ପୋଷ୍ଟ ମାଷ୍ଟର ଚାକିରୀରୁ ସ୍ୱେଚ୍ଛାକୃତଭାବେ ଅବସର ନେଇ ଚିକିତ୍ସାଦିଗରେ ନିଜକୁ ନିୟୋଜିତ କରିଥିଲେ । ନିଜ!-->…
Read More...
Read More...
ଶ୍ରାନିକେତା ପଞ୍ଚାୟତ ଉପନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ କଲେ ୨ ପାର୍ଥିନୀ
ଦାରିଙ୍ଗବାଡି,୩୦/୧: ଶ୍ରାନିକେତା ପଞ୍ଚାୟତ ସମିତିସଭ୍ୟ ଉପନିର୍ବାଚନ ଫେବୃଆରୀ ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଶୁକ୍ରବାର ଦିନ ୨ ଜଣ ପାର୍ଥିନି ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପଞ୍ଚାୟତ ଅନ୍ତର୍ଗତ ସୁଲୁମାହା ଗ୍ରାମର ପ୍ରଣୀତା ପ୍ରଧାନ ଓ ଟକରମାଲା ଗ୍ରାମର ତ୍ରିବେଣୀ!-->…
Read More...
Read More...
ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପରିସ୍ରାଗାର ନିର୍ମାଣ ପାଇଁ ସରପଞ୍ଚଙ୍କୁ ଦାବିପତ୍ର
ବୌଦ୍ଧ/ଜହ୍ନାପଙ୍କ,୩୦/୧- ବୌଦ୍ଧ ବ୍ଲକ ଅନ୍ତର୍ଗତ ଜହ୍ନାପଙ୍କ ବସଷ୍ଟାଣ୍ଡଠାରେ ଯାତ୍ରୀବିଶ୍ରାମାଗାର ଓ ପାରିସ୍ରାଗ ।ର ନିର୍ମାଣ ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନରୁ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କୁ ଦାବି କରିଆସୁଥିଲେ ହେଁ ପ୍ରଶାସନ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏଠାରେ ଭୂମି!-->…
Read More...
Read More...
ବୌଦ୍ଧଜିଲ୍ଲାରେ ୪୬ ଜଣ ଏଡ୍ସ ରୋଗୀ, ତନ୍ମଧ୍ୟରୁ ୬ ଶିଶୁ ଚିହ୍ନଟ
ବୌଦ୍ଧ,୩୦/୧ - ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍ସ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଶିଶୁ ଥିବା ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏ ସୁଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ୪୬ ଜଣ ଏଡ୍ସ ରୋଗୀ ଚିକିତ୍ସାଧୀନ!-->…
Read More...
Read More...