ଦୁଃସାହସିକ କ୍ରୀଡାଦଳକୁ ବିଧାୟକଙ୍କ ଶୁଭେଚ୍ଛା

0 181

ପାରଳାଖେମୁଣ୍ଡି,୩୦/୧- ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଦଶ ଜଣିଆ ଦଳ ଆଜି ଚଣ୍ଡିଗଡ ଅଭିମୁଖେ ବାହାରିଛନ୍ତି । କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହ ଚଣ୍ଡିଗଡ ଠାରେ ୨୭ ତମ ଜାତୀୟ ଦୁଃସାହସିକ କ୍ରୀଡା ଶିବିର ଆୟୋଜନ ହେବ । ଏଥିରେ ଗଜପତି ଜିଲ୍ଲାର ୧୦ ଜଣ ଯୁବକ ଯୋଗ ଦେଇ ବିଭିନ୍ନ ବିଭାଗରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ ସେଥିପାଇଁ ପାରଳାଖେମୁଣ୍ଡି ବିଧାୟକ ଆଜି ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଛା ବାର୍ତ୍ତା ଦେବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣି ଫେରିବାକୁ କହିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 15 =