ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମ

0 84

ବଲାଙ୍ଗୀର,୨୭/୧- ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଳକ ବହଲପଦର ଠାରେ ଭୀମଭୋଇ ସାମର୍ଥ୍ୟ ଅଭିଯାନ କାର୍ଯ୍ୟାକ୍ରମରେ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ୪ଟି ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କୁ ହୁଇଲ ଚେୟାର, ଆଶାବାଡି, ବସ୍‌ ଟ୍ରେନ୍‌ ପାସ ଇତ୍ୟାଦି ବଣ୍ଟନ କରିଛନ୍ତି । ସରକାର ଭିନ୍ନକ୍ଷମଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଅନେକ ସମୟରେ ଯୋଜନାର ସୁଫଳ ତଳ ସ୍ତରକୁ ପହଞ୍ଚିି ପାରେନାହିଁ । ଏଣୁ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ଅଛି । ଉକ୍ତ କାର୍ଯ୍ୟକ୍ରମରେ ପୁଇଁତଲା ବିଡିଓ, ବହଲପଦର ସରପଞ୍ଚ ସମିତି ସଭ୍ୟ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ପ୍ରମୁଖ ଯୋଗଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − 6 =