Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ଜିଲ୍ଲାସ୍ତରୀୟ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ
ପାରଳାଖେମୁଣ୍ଡି,୨୬/୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହିଉତ୍ସବରେ ଓଡ଼ିଶାର ମାନ୍ୟବର ହସ୍ତଶିଳ୍ପ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ!-->…
Read More...
Read More...
୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ
ବୌଦ୍ଧ/ବାଉଁଶୁଣୀ,୨୬/୧- ବୌଦ୍ଧବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟରେ କୋଭିଡ କଟକଣା ନିୟମ ଅନୁଯାୟୀ ସ୍କୁଲ ପ୍ରଧାନ ଶିକ୍ଷକ ଧନେଶ୍ୱର ମଣ୍ଡଳ ପତାକା ଉତ୍ତୋଳନ କରିଥିଲେ । ଏହା ସହିତ ସ୍କଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସାଧାରଣତନ୍ତ୍ର ଦିବସ ପାଳିତ!-->…
Read More...
Read More...
ଦାରିଙ୍ଗବାଡିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଦାରିଙ୍ଗବାଡ଼ି,୨୬/୧: ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ ହୋଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଘୁ-ଉଦୟଗିରି, ରାଇକିଆ ଏବଂ ଦାରିଙ୍ଗବାଡ଼ିରେ ଏହି ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବ୍ଲକରେ ବ୍ଲକ ଅଧକ୍ଷା ରୁଦା ମଲିକ ମୁଖ୍ୟଅତିଥି ଭାବରେ ଯୋଗଦେଇ ପତାକା!-->…
Read More...
Read More...
ଖପ୍ରାଖୋଲର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଖପ୍ରାଖୋଲ,୨୬/୧- ଖପ୍ରାଖୋଲ ବ୍ଳକର ସମସ୍ତ ସରକାରୀ ବେସରକାରୀ ସ୍କୁଲ, କଲେଜ, ପଞ୍ଚାୟତ ସମିତି, ଥାନା, କ୍ଳବ ଆଦି କାର୍ଯ୍ୟାଳୟ ଗୁଡିକରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଳକର ମାଁ ପାଟଣେଶ୍ୱରୀ ମହାବିଦ୍ୟାଳୟ ଚଙ୍ଗରିଆ ପାନ୍ଥଛକ ପରିସରରେ ୭୨ ତମ ସାଧାରଣତନ୍ତ୍ର ଦିବସ!-->…
Read More...
Read More...
ବୌଦ୍ଧ: ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ବୌଦ୍ଧ,୨୬/୧:- ସ୍ଥାନୀୟ ପ୍ୟାରେଡ ପଡିଆଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆରକ୍ଷୀ ଅଧୀକ୍ଷକ!-->…
Read More...
Read More...
ବି.ସି.ସି.ବି. ର ନୂତନ ସମ୍ପାଦକଙ୍କୁ ସ୍ବାଗତ ଓ ପୁରୁଣାଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୌଦ୍ଧ,୨୫/୧ - ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ସମ୍ପାଦକ ଭାବେ ଆଜି ମନମୋହନ ବେହେରା ଦାୟିତ୍ବ ଗ୍ରହଣ କରିଛନ୍ତି | ଆଜି ସକାଳେ ବ୍ୟାଙ୍କର ପ୍ରଶାସକ ତଥା ଜିଲ୍ଲାପାଳଙ୍କ ନିକଟରେ ଜଏନିଂ ରିପୋର୍ଟ ଦାଖଲ୍ କରିଥିଲେ | ବିଦାୟୀ ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ଠାରୁ ଶ୍ରୀ!-->…
Read More...
Read More...
ପାଟଣାଗଡରେ ଜାତୀୟ ମତଦାନ ଦିବସ ପାଳିତ
ପାଟଣାଗଡ,୨୫/୧: ପାଟଣାଗଡ ରେ ୧୧ତମ ମତଦାତା ଦିବସ ପାଳିତ ହୋଇଯାଇଛି ।ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କ ଅଧ୍ୟକ୍ଷତା ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।ଏହି ମତଦାନ ଦିବସ ଅବସରରେ ଶ୍ରେଷ୍ଠ ବୁଥ୍, ଲେବଳ୍ ଅଫିସର୍ ଏବଂ ସୁପର ଭାଇଜର ମାନଙ୍କୁ!-->…
Read More...
Read More...
ଫେବ୍ରୁଆରୀରେ ଚାଷୀ ମଣ୍ଡିରେ ଧାନ ବିକି ପାରିବେ ତ !
ବୌଦ୍ଧ,୨୫/୧ - ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ 2020 -21 ରେ ଟୋକନ ପାଇଥିବା ଚାଷୀ ମାନେ ତାଙ୍କର ଧାନ ମଣ୍ଡିରେ ସର୍ବନିମ୍ନ ସହାୟକ ଦରରେ ବିକି ପାରିବା ନେଇ ସନ୍ଦେହ ଦେଖା ଦେଇଛି l ପ୍ରଥମ ପର୍ଯ୍ୟାୟରେ ଆସିଥିବା 10 ଲକ୍ଷ କ୍ବିଣ୍ଟାଲ୍ ଧାନ ଜାନୁଆରୀ ତୃତୀୟ ସପ୍ତାହ ମଧ୍ୟରେ 42 ଗୋଟି ପେକ୍ସ!-->…
Read More...
Read More...
ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ
ବୌଦ୍ଧ,୨୫/୧- ଆଜି ବୌଦ୍ଧ ଟାଉନ୍ ହଲ୍ ଠାରେ ଜିଲ୍ଲାସ୍ତରୀୟ 11 ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି | ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ | ସମ୍ମାନୀତ!-->…
Read More...
Read More...
ବାଲି ଚାଲାଣବେଳେ ୨ ଟ୍ରାକ୍ଟର ଜବତ, ଜୋରିମାନା ଆଦାୟ
ବୌଦ୍ଧ/ବାଉଁଶୁଣୀ,୨୫/୧- ବୌଦ୍ଧ ବ୍ଲକ ବାଉଁଶୁଣୀ ରାଜସ୍ବ ସର୍କଲ ଅନ୍ତର୍ଗତ ବାଉଁଶୁଣୀ ମହାନଦୀ ଘାଟରୁ ଓ ଡମ୍ବରଗାଡ ଘାଟରୁ ପ୍ରତେକ ଦିନ ଶହ ଶହ ଟ୍ରିପ ବାଲି ଟ୍ରାକ୍ଟର ସାହାଯ୍ୟରେ ଚୋରା ଚାଲାଣ ହୋଉଛି ।ଏହା ଖବର ପାଇ ଆଜି ୨ ଗୋଟି ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରି ୨୦ ହଜାର ଟଙ୍କା!-->!-->!-->…
Read More...
Read More...