Browsing Category

ରାଜ୍ୟ

ଜହ୍ନାପଙ୍କରେ ନକଲି ୨୦୦ ଟଙ୍କିଆ ନୋଟ

ବୌଦ୍ଧ/ଜହ୍ନାପଙ୍କ,୮/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ସୋନପୁରପଟୁ ଏକ ଇଣ୍ଡିକା କାରରେ ଆସି ପରିବା କିଣି ୨୦୦ଟଙ୍କା ଦେଇଥିଲେ, ପୁଣି ଏକ କିରାଣା ଦୋକାନକୁ ଯାଇ ଫଳ କିଣି ୪୦୦ଟଙ୍କା ଦେଇଯାଇଥିଲେ । କିଛି ସମୟ ପରେ ଜଣାପଡିଲା ଏହା ନକଲି ବୋଲି ।
Read More...

ବ୍ୟାଙ୍କ କର୍ମଚାରୀରୁ ସଫଳ କଦଳୀ ଚାଷୀ

ବାଲିଗୁଡ଼ା: (ବିପ୍ରଚରଣ ସାହୁ) ବ୍ୟାଙ୍କ କର୍ମଚାରୀ ପରେ ସଫଳ ଚାଷୀ । ହଁ.. ଆମେ ଏମିତି ଜଣେ ବ୍ୟକ୍ତି ବିଶେଷଙ୍କ କଥା କହୁଛୁ ଯିଏକି ଏମବିଏ ପାଠପଢ଼ା ସାରିବା ପରେ ବ୍ୟାଙ୍କରେ ଚାକିରି କରିଥିଲେ । କିନ୍ତୁ ଚାଷ ପ୍ରତି ଥିଲା ତାଙ୍କର ଦୁର୍ବଳତା । ଚାକିରି ଛାଡ଼ି ପ୍ରଥମେ କୃଷିଭିତ୍ତିକ
Read More...

ରାଜ୍ୟରେ ପୁଣି ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୫୭୪ରେ ପହଞ୍ଚିଛି । ଏନେଇ
Read More...

ଡକରବାଡ଼ି ରାସ୍ତା ପାର୍ଶ୍ୱର ଲଟାବୁଦା ସଫା କଲେ ଯୁବକ ସଂଘ

ଦାରିଙ୍ଗବାଡ଼ି,୭/୧୧:ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ରାସ୍ତା ପାର୍ଶ୍ୱରେ ଥିବା ଲଟାବୁଦା ସଫାକଲେ ଡକରବାଡ଼ି ଗ୍ରାମର ଯୁବକ ସଂଘ । ବହୁ ଦିନ ହେବ ଜୁଡାବାଡ଼ି ଠାରୁ ଡକରବାଡ଼ି ପର୍ଯ୍ୟନ୍ତ ଦୀର୍ଘ ତିନି କିଲୋମିଟର ରାସ୍ତା ପାର୍ଶ୍ବରେ ଲଟାବୁଦା ପରିପୂର୍ଣ୍ଣ ହୋଇ
Read More...

କରୋନା ଆକ୍ରାନ୍ତ କମୁଥିଲେ ମଧ୍ୟ ମୃତ୍ଯୁହାର ବୃଦ୍ଧି ଚିନ୍ତା ବଢାଉଛି : ଆଜି ୩୭ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର,୭/୧୧- ସମଗ୍ର ସମ୍ବଲପୁର ଜିଲ୍ଲାରେ ଗତ ତିନିସପ୍ତାହ ହେଲା ଦୈନିକ କରୋନା ଆକ୍ରାନ୍ତଙ୍କ ସ°ଖ୍ଯା ହ୍ରାସପାଉଛି, ହେଲେ ଗତକାଲି ମୃତ୍ଯୁସ°ଖ୍ଯା ହଠାତ ବଢିଯିବାରୁ ଲୋକଙ୍କ ମନରେ ଛନକା ପଶି ଯାଇଛି । ଏପର୍ଯ୍ୟନ୍ତ ସରକାରୀ ସ୍ତରରେ ଦୈନିକ ମୃତକଙ୍କ ସ°ଖ୍ଯା ପ୍ରାୟ ଗୋଟିଏ
Read More...

ଗଜପତିରେ ପୁଣ 4 ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 4 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦରୁ 2ଜଣ, ଗୋଶାଣି ବ୍ଲକ1ଜଣ ଓ କା ସି ନଗର ବ୍ଲକ ରୁ1 ଜଣଚିହ୍ନଟ ହୋଇଛନ୍ତି।କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ଼ ହସ୍ପିଟାଲ/କୋଭିଡ   କ୍ୟାୟରକୁ
Read More...

ଶ୍ରୀ ଗୁପ୍ତେଶ୍ୱର ପୀଠକୁ କାଠ ପୋଲ ନିର୍ମାଣ କଲେ ଭକ୍ତ

ବୌଦ୍ଧ,୭/୧୧ - ବଉଦ ବ୍ଲକ୍ ଶଗଡା ଗ୍ରାମ୍ ପଂଚାୟତ ଖଣ୍ଡି କନପା ଗ୍ରାମ ନିକଟରେ ବାଘନଦୀର ଅପର ପାର୍ଶ୍ବରେ ମୁକ୍ତାକାଶରେ ଥିବା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତର ସୁବିଧା ପାଇଁ ଭକ୍ତ ମାନେ ଗୋଟିଏ କାଠ ପୋଲ ନିର୍ମାଣ କରିଛନ୍ତି | ପ୍ରତିବର୍ଷ ଅକ୍ଟୋବର ମାସ ଠାରୁ
Read More...

ବୌଦ୍ଧ : ହ୍ରାସ ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ମାତ୍ର 2 ପଜିଟିଭ

ବୌଦ୍ଧ ,୭/୧୧- ଜିଲ୍ଲାରେ କରୋନା ଆକ୍ରାନ୍ତ ଚିନ୍ହଟ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଜନସାଧାରଣ ଓ ପ୍ରଶାସନ ଆଶ୍ୱସ୍ତି ଅନୁଭବ କରୁଥିବା ଦେଖିବାକୁ ମିଳିଛି l ଆଜି ମାତ୍ର 2 ଜଣ ବ୍ୟକ୍ତି ଜିଲ୍ଲାରେ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ
Read More...

୨୪ ଘଣ୍ଟାରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ, ୧୭ ମୃତ

ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୩୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦୧୪୦ରେ ପହଞ୍ଚିଛି । ଏନେଇ
Read More...

ଲୁଲୁ ମହାପାତ୍ର ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୭/୧୧-ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମଲପୁର ଗ୍ରାମରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଲୁଲୁ ମହାପାତ୍ରଙ୍କ ଚତୁର୍ଥ ଶ୍ରାଦ୍ଧ ଦିବସ ଅବସରରେ ମହମବତି ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏଥିରେ ବୌଦ୍ଧ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ,
Read More...