Browsing Category

ରାଜ୍ୟ

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଦିନକରେ ୩୦୦ ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର ୧୫ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ଟ୍ରକ ପଛରେ ଧକ୍କା ଦେଇ ବାଇକ ଆରୋହୀ ମୃତ

ବୌଦ୍ଧ/ବାଉଁଶୁଣୀ,୧୫/୧୨ - ଜାତୀୟ ରାଜପଥ ନମ୍ବର ୫୭ର ବାଉଁଶୁଣୀ ଛକ ନିକଟରେ ଥିବା ଡିମିରିପାଲି ସ୍କୁଲ ସମ୍ମୁଖରେ ରାସ୍ତା କଡରେ ରଖା ଯାଇଥିବା ଗୋଟିଏ ଟ୍ରକ ପଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତ
Read More...

କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନର ବିକ୍ଷୋଭ

ବଲାଙ୍ଗୀର,୧୪/୧୨- କୃଷି ଆଇନ୍‌ ୨୦୨୦ ପ୍ରତ୍ୟାହାର ପାଇଁ ଚାଲିଥିବା ଆନ୍ଦୋଳନ ସମର୍ଥନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ସତ୍ୟନାରାୟଣ ବନଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ,
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୃଷକଙ୍କ ଧାରଣା

ବୌଦ୍ଧ,୧୪/୧୨ - କେନ୍ଦ୍ରସରକାରଙ୍କ କୃଷକ ବିରୋଧି ତିନିଗୋଟି ବିଲ୍‌କୁ ପ୍ରତ୍ୟାହାର ଦାବିରେ ସାରା ଭାରତରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନବ ନିର୍ମାଣ କୃଷକ ସଂଗଠନ, ବୌଦ୍ଧ ତରଫରୁ ଧାରଣା ଦିଆଯାଇଥିଲା । ଉକ୍ତ ସର୍ବ ଭାରତୀୟ କୃଷକ
Read More...

ବୌଦ୍ଧ ବିଜେପି ନଗର ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବୌଦ୍ଧ,୧୪/୧୨- ଗତକାଲିଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ବିଜେପି ନଗର ମଣ୍ଡଳର ୨ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ମଣ୍ଡଳ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୨ ଦିନିଆ ତାଲିମ ଶିବିର ଉଦଯାପନୀ ଦିବସରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ
Read More...

ପଦୋନ୍ନତି ପାଇଁ ବି.ଇ.ଓ.ଙ୍କୁ ଦାବି ଜଣାଇଲା ଶିକ୍ଷକ ଫେଡେରେସନ

ବୌଦ୍ଧ,୧୪/୧୨ - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବୌଦ୍ଧର ସଦସ୍ୟ ଥିବା ୬ ଜଣ ଶିକ୍ଷକଙ୍କ ପକ୍ଷରୁ ଆଜି ବୌଦ୍ଧ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଲେଭେଲ୍‌ ୫ (ବି) ରୁ ଲେଭେଲ୍‌ ୪ କୁ ପଦୋନ୍ନତି ଦାବୀରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥି ସହିତ ଚିଠି ନମ୍ବର୍‌ ୨୦୪୫ ତା ୧୫.
Read More...

ମୁଣ୍ଡାପଡା ପେକ୍ସରେ ତାଲା ପକାଇ ମଣ୍ଡିକୁ ବନ୍ଦକଲେ ଚାଷୀ

ବୌଦ୍ଧ,୧୪/୧୨ – ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ବସିଛନ୍ତି ଚାଷୀମାନେ । ଫଳରେ ଧାନ ମଣ୍ଡି ବାଧାପ୍ରାପ୍ତ ହୋଇଛି । ମୁଣ୍ଡାପଡା ମଣ୍ଡି ଆରମ୍ଭ ଦିନ ଠାରୁ ବିବାଦ ଘେରରେ ରହିଛନ୍ତି ସମିତି ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କର ପୁଅ ।
Read More...

ବିଳାସପୁର୍‌ ଧାନ ମଣ୍ଡି ଖୋଲିଲା

ବୌଦ୍ଧ,୧୪/୧୨ – କଣ୍ଟାମାଳ ବ୍ଲକ ବିଳାସପୁର୍‌ ସେବା ସମବାୟ ସମିତି ତରଫରୁ ଗୁଡଭେଲିପଦର ପି.ପି.ସି. ଠାରେ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଯାଇଛି । ସମିତିର ସମ୍ପାଦକ ପ୍ରଦୋଷ କୁମାର୍‌ ଦନ୍ତା ମଣ୍ଡିକୁ ଉଦଘାଟନ କରିଥିଲେ । ଚାଷୀ ରାଧେଶ୍ୟାମ ମହାକୁଡ଼, ମୋହନ ଦନ୍ତା,
Read More...

ବୌଦ୍ଧ ଓ ଖୁଣ୍ଟବନ୍ଧ ମଣ୍ଡିରେ ଧାନକିଣା ଆରମ୍ଭ

ବୌଦ୍ଧ/ଜହ୍ନାପଙ୍କ,୧୪/୧୨- ବୌଦ୍ଧ ଓ ଖୁଣ୍ଟବନ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ଧାନ କ୍ରୟ ଆରମ୍ଭ ହୋଇଛି । ବୁଟୁପାଲି ଜେ. ବି. ହାଇସ୍କୁଲ ନିକଟ ପଡିଆରେ ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡିକୁ ଓ ଖୁଣ୍ଟବନ୍ଧ ଆର.ଏମ.ସି. ମାର୍କେଟ ୟାର୍ଡ ଠାରେ ଖୁଣ୍ଟବନ୍ଧ ସେବା ସମବାୟ ସମିତିର ଧାନ
Read More...

ଟ୍ରାକ୍ଟର ମାଡିଯିବାରୁ ଯୁବକ ମୃତ

ବୌଦ୍ଧ,୧୪/୧୨ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍‌ ବହିରା ଗ୍ରାମ ପଞ୍ଚାୟତର ପୁରୁଣା ବହିରା ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଖଳାରେ ଟ୍ରାକ୍ଟର ଧାନ ଅମଳ କରୁଥିବାବେଳେ ଖଳାରେ ଶୋଇଥିବା ଜଣେ ଚାଷୀଙ୍କ ଉପରେ ଭାରସାମ୍ୟ ହରାଇ ମାଡିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ
Read More...