Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ: ବାଉଁଶୁଣୀ ଗ୍ରାମରୁ ଜଣେମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୬/୧୨ - ଦୁଇ ଦିନ ହେଲା ଜିଲ୍ଲାରୁ ଜଣେ ମଧ୍ୟ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ଆଜି ପୁଣି ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଏହି କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ୨୭୫୬ ଜଣ!-->…
Read More...
Read More...
ଗୋଠ ସାହି ପଡିଆରେ ଶୁଭାରମ୍ଭ ହେଲା ସରସରା ଧାନ ମଣ୍ଡି
ବୌଦ୍ଧ,୧୬/୧୨ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ସେବା ସମବାୟ ସମିତି ତରଫରୁ ଆଜି ଗୋଠ ସାହି ପଡିଆରେ ଖରିଫ ଧାନ କ୍ରୟ କେନ୍ଦ୍ର ଶୁଭାରମ୍ଭ ହୋଇଛି । ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଧାନ ମଣ୍ଡିକୁ ନଡିଆ ବାଡେଇ ଶୁଭାରମ୍ଭ କରିଥିଲେ । ସରସରା ସମିତିର!-->…
Read More...
Read More...
ରାଜ୍ୟରେ କମିବା ପରେ ପୁଣି ବଢିଲା ଆକ୍ରାନ୍ତ ସଂଖ୍ୟା : ୨୪ ଘଣ୍ଟାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୧୬ ।୧୨: ରାଜ୍ୟରେ ଗତ କିଛି ଦିନ ହେବ ରାଜ୍ୟରେ ପଜିଟିଭ ସଂଖ୍ୟା ୩୦୦ ରହୁଥିବା ବେଳେ ଆଜି ପୁଣି ୪ଶହକୁ ଅତିକ୍ରମ କରିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି ।!-->…
Read More...
Read More...
ଅଦଳ ବଦଳ ହେଲେ ମୁଣ୍ଡାପଡା ଓ ବଘିଆପଡା ସମିତି ଡି.ଇ.ଓ
ବୌଦ୍ଧ,୧୬/୧୨ - ବୌଦ୍ଧ ବ୍ଲକ୍ ମୁଣ୍ଡାପଡା ସେବା ସମବାୟ ସମିତିରେ ଧାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବା ବେଳେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ମୁଣ୍ଡାପଡା ସେବା ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଅଶ୍ୱିନୀ!-->…
Read More...
Read More...
ଜମି ମାଫିଆଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ପ୍ରଶାସନ ପକ୍ଷରୁ ବେଆଇନ ଜବର ଦଖଲ ଉଚ୍ଛେଦ
ବାଲିଗୁଡ଼ା,୧୫/୧୨: - କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅଞ୍ଚଳରେ ଥିବା ସରକାରୀ ଜମିରେ ସରକାରୀ କର୍ମଚାରୀ ଜବର ଦଖଲ କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରୁଥିବାବେଳେ କିଛି ଜମି ମାଫିଆ ଏକର ଏକର ଜମି ଦଖଲ କରି ଚଢା ଦରରେ ବିକ୍ରି କରି ଲାଭବାନ ହେଉଥିବା ନେଇ ବୁଦ୍ଧିଜୀବୀ ମହଲରେ!-->…
Read More...
Read More...
ସ୍କୁଲ ଜମି ଉଚ୍ଛେଦ ପାଇଁ ଆକ୍ସନମୁଡରେ ତହସିଲଦାର ୭ ଦିନ ଭିତରେ ଜବରଦଖଲ ଖାଲି କରିବାକୁ ନିର୍ଦ୍ଦେଶ
ଦାରିଙ୍ଗବାଡି,୧୫/୧୨: ସ୍କୁଲ ଜମି ଓ ରାଜସ୍ୱ ବିଭାଗ ଜମି ଜବରଦଖଲ ଉଚ୍ଛେଦ କରିବାପାଇଁ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡି ସ୍ଥିତ ସ୍କୁଲ ଜମିରେ ପହଞ୍ଚି ରାସ୍ତା କଡରେ ଥିବା ସ୍କୁଲ ଜମି ଓ ରାଜସ୍ୱ ଜମିରେ ଜବରଦଖଲ କରିଥିବା ଦୋକାନୀବାଲାଙ୍କୁ ଦୋକାନ ନିଜେନିଜେ ଉଚ୍ଛେଦ!-->…
Read More...
Read More...
ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ ପରଲୋକ
ବୌଦ୍ଧ,୧୫/୧୨- ବୌଦ୍ଧ ସହର ସହିଦ ଛକ ନିବାସୀ ବିଶିଷ୍ଟ ଚିତ୍ର ଶିଳ୍ପୀ ଉଦୟ ସିଂ ଙ୍କ 62 ବର୍ଷ ବୟସରେ ଆଜି ପରଲୋକ ହୋଇ ଯାଇଛି | ତାଙ୍କ ତୁଳୀର ସ୍ପର୍ଶରେ ଜୀବନ୍ତ ହୋଇ ଉଠୁ ଥିଲେ ନିର୍ଜୀବ ଚିତ୍ର ମାନେ l ସେ ଥିଲେ ଜାଦୁଗର ଶିଳ୍ପୀ l ପୁର୍ବରୁ ବୌଦ୍ଧ ଟାଉନ୍ ହଲ୍ କାନ୍ଥରେ ଟଙ୍ଗା!-->!-->!-->…
Read More...
Read More...
ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦ୍ଘାଟିତ
ବୌଦ୍ଧ: ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ଆନୁକୂଲ୍ୟରେ ସ୍ଥାନୀୟ ନର୍ସିରୀଠାରେ ଚତୁର୍ଥ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ବିରାମଚନ୍ଦ୍ରପୁର ସୁବର୍ଣ୍ଣେଶ୍ୱର ମହାଦେବ ମନ୍ଦିଠାରୁ ଏକ ମଶାଲ ଶୋଭାଯାତ୍ରା ପରିଷଦର ଅଧ୍ୟକ୍ଷ ବିଶ୍ୱଜିତ୍ ମିଶ୍ର ଓ ଜୟ ପ୍ରକାଶ ମିଶ୍ରଙ୍କ!-->…
Read More...
Read More...
ମୃତ ବାଛୁରୀକୁ ପ୍ରସବ କରାଇ ଗାଈକୁ ବଞ୍ଚାଇଲେ ସ୍ୱେଚ୍ଛାସେବୀ
ବୌଦ୍ଧ,୧୫/୧୨ – ବୌଦ୍ଧ ସହର ବୁଟୁପାଲି ଠାରେ ଗୋଟିଏ ବୁଲା ଗାଈ ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱେଚ୍ଛାସେବୀମାନେ ତାର ପ୍ରାଣ ରକ୍ଷା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ବୁଲା ଗାଈ ପ୍ରସବ ବେଳେ ବାଛୁରୀ ଓଲଟା ରହିଯିବାରୁ ପ୍ରସବ କରିନପାରି!-->…
Read More...
Read More...
ବୌଦ୍ଧ ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶେଖ ସଲିମଙ୍କ ପରଲୋକ
ବୌଦ୍ଧ,୧୫/୧୨ - ବୌଦ୍ଧ ଜିଲ୍ଲା ପରିଷଦ ଗଠନ ହେବା ପରେ ପ୍ରଥମ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ଶେଖ ସଲିମଙ୍କ ଗତ ରାତି ପ୍ରାୟ ୧ ଘଣ୍ଟା ସମୟରେ ବୌଦ୍ଧ ମେଡିକାଲ ଛକ ନିକଟରେ ଥିବା ତାଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନହେଲା!-->…
Read More...
Read More...