Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ହାତୀ ଖାଇଗଲେ 2 ଏକର ଧାନ ଫସଲ, ସହାୟତା ଦାବି
ବୌଦ୍ଧ,୭/୧୧ - କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଘଣ୍ଟାପଡା ଫରେଷ୍ଟ ଅଧୀନ ବିଭିନ୍ନ ଗ୍ରାମରେ ଜଙ୍ଗଲୀ ହାତୀ ଏକର ଏକର ଧାନ ଫସଲ ଖାଇଯିବା ସହ ମାଡି ଦଳି ନଷ୍ଟ କରି ଦେଉଥିବାରୁ ଚାଷୀ ମାନଙ୍କ ମୁଣ୍ଡରେ ଚଡ଼କ ପଡିଛି l ଗତକାଲି ସନ୍ଧ୍ୟା ପ୍ରାୟ 6 ଘଣ୍ଟାରୁ 7 ଘଣ୍ଟା ସମୟରେ ଘଣ୍ଟାପଡା ଗ୍ରାମ!-->!-->!-->…
Read More...
Read More...
ବୌଦ୍ଧ: ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ
ବୌଦ୍ଧ,୬/୧୧- ଖରିଫ ବର୍ଷ ୨୦୨୦-୨୧ର ଖରିଫ ଧାନ ସଂଗହ ନିମନ୍ତେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶାନ୍ତନୁ!-->…
Read More...
Read More...
ୱେସ୍କୋ ଜେ.ଇ.ଙ୍କ ଅବହେଳା ଯୋଗୁ ବିଦ୍ୟୁତ ଦୁର୍ଘଟଣାରେ ଯୁବକ ମୃତ ,କାର୍ଯ୍ୟାନୁଷ୍ଠାନ ଦାବୀ
ପାଟଣାଗଡ, ୬/୧୧- ୱେସ୍କୋର ପାଟଣାଗଡ ଇଲେକଟ୍ରିକାଲ ସେକ୍ସନ ନମ୍ବର ୩ ଅଧିନସ୍ଥ ବାଗବାହାଲି ଗାଁ ଠାରେ ବିନୋଦ ପଣ୍ଡା ନାମକ ଏକ ଯୁବକ ବିଦ୍ୟୁତ କାମ କରୁଥିବା ସମୟରେ ସଟ ସର୍କିଟ ଘଟି ମୃତ୍ୟୁ ହୋଇଛି । ଘୁମେର ଗ୍ରୀଡ ରୁ ତମିଆ କୁ ଏଗାର କିଲୋ ଭୋଲ୍ଟ ବିଦ୍ୟୁତ ଆସିଛି । ଘୁମେର ତମିଆ ମଝିରେ!-->…
Read More...
Read More...
ମନୋଜ ପଣ୍ଡା ପ୍ରକୃତିବନ୍ଧୁ ପୁରସ୍କାରରେ ସମ୍ମାନିତ
ସୋନପୁର,୬/୧୧- ପରିବେଶର ସଂରକ୍ଷଣ ଓ ପରିବେଶର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ପ୍ରକୃତିବନ୍ଧୁ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି ମନୋଜ କୁମାର ପଣ୍ଡା । ଶ୍ରୀ ପଣ୍ଡା ପେଶାରେ ଜଣେ ପୋଲିସ କର୍ମଚାରୀ ହୋଇଥିଲେ ହେଁ ବୃକ୍ଷରୋପଣ!-->…
Read More...
Read More...
ଜନପ୍ରତିନିଧିଙ୍କୁ ବିଡ଼ିଓଙ୍କ ଅଣଦେଖା ଅଭିଯୋଗ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ୍ ଅଧ୍ୟକ୍ଷ ଓ ଅନ୍ୟ…
ବାଲିଗୁଡ଼ା,୬/୧୧- ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର ସହ ଅଞ୍ଚଳର ଉନ୍ନତି ଦିଗରେ ଧ୍ୟାନ ଦେଉନଥିବା ଅଭିଯୋଗରେ ଜନପ୍ରତିନିଧିଙ୍କ ଦ୍ୱାରା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଡ଼ିଓ ନିଜ ମନ ମୁତାବକ କାର୍ଯ୍ୟ କରୁଛନ୍ତି ଏବଂ!-->…
Read More...
Read More...
ସନ୍ତୋଷିନୀ ଜେନା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ
ବୌଦ୍ଧ,୬/୧୧ - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ଗ୍ରାମ ପଂଚାୟତ ବୀରରାମଚନ୍ଦ୍ରପୁର୍ ଗ୍ରାମରେ ଗତ ରବିବାର ଘଟିଥିବା ସନ୍ତୋଷିନୀ ଜେନା ମୃତ୍ୟୁ ମାମଲାର ପରଦା ହଟାଇବାରେ ବୌଦ୍ଧ ଆଦର୍ଶ ଥାନା ପୋଲିସ୍ ସଫଳ ହୋଇଛି । ଆଜି ବୌଦ୍ଧ ଥାନା ପରିସରରେ ଆୟୋଜିତ ସାମ୍ବାଦିକ!-->…
Read More...
Read More...
ବୌଦ୍ଧ: ଆଜି ୧୬ ଆକ୍ରାନ୍ତ ଚିହ୍ନଟ, ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୬୩୦
ବୌଦ୍ଧ,୬/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ୨୬୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ୧୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ମୋଟ ୨୬୩୦ ଜଣ!-->…
Read More...
Read More...
ରାଜ୍ୟରେ ଦିନକରେ ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ୧୫ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟରେ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୬୨୭ ଜଣ । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର!-->…
Read More...
Read More...
କାଶୀନଗର ଏନଏସି ଆହାରକେନ୍ଦ୍ରର ନୂତନକୋଠା ଗୃହ ଉଦଘାଟନ ଓ ଭୂମି ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ
ପାରଳାଖେମୁଣ୍ଡି,୬/୧୧- ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଆହାର କେନ୍ଦ୍ର ନୂତନ କୋଠା ଗୃହ ଶୁଭ ଉଦଘାଟନ କରିବାସହ ଜାଗା ମିଶନ ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟ ପ୍ରମାଣପତ୍ର ବଣ୍ଟନ କରିଥିଲେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ପାରଳା ମୁଖ୍ୟରାସ୍ତା ପ୍ରଶସ୍ତିକରଣ ପାଇଁ ଉଚ୍ଛେଦ
ପାରଳାଖେମୁଣ୍ଡି,୬/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ପ୍ରଶସ୍ତିକରଣ ପାଇଁ ମଙ୍ଗଳବାର ଠାରୁ ଆଜିକୁ ତିନି ଦିନ ହେଲା ଫାୟାର ଷ୍ଟେସନ ଛକଠାରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଉଚ୍ଛେଦ କାର୍ଯ୍ୟ ହାଇସ୍କୁଲଛକ, ପୁରୁଣା ବସଷ୍ଟାଣ୍ଡ, ନୂତନ ବସଷ୍ଟାଣ୍ଡ ଓ!-->…
Read More...
Read More...