Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୫/୧୧- ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୧ଜଣ, ଗୋଶାଣି ବ୍ଲକ୨ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆଇସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କ୍ୟାୟରକୁ!-->…
Read More...
Read More...
ନେହୁରୁ ଯୁବ କେନ୍ଦ୍ର ବାର୍ଷିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
ପାରଳାଖେମୁଣ୍ଡି,୫/୧୧- କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜିଲ୍ଲା ନେହରୁ ଯୁବକେନ୍ଦ୍ରର କାର୍ଯ୍ୟକ୍ରମ ସମୀକ୍ଷା ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ମହେଶ କୁମାର ଚୌଧୁରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ!-->…
Read More...
Read More...
ରାଜ୍ୟରେ ପୁଣି ୧୩୮୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଗତ ଦୁର୍ଗାପୂଜାଠାରୁ ଧିରେ ଧିରେ କମୁଥିଲେ ମଧ୍ୟ ହଜାର ତଳକୁ ଖସୁନାହିଁ । ପ୍ରତ୍ୟେକ ଦିନ ହଜାରେ ଉପରକୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପୁଣି ୧୩୮୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୯୮ଜଣ!-->…
Read More...
Read More...
ଘରେ ଶୋଇଥିବା ସମୟରେ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଫୁଲବାଣୀ,୫/୧୧- ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ପିଅନପଡାର ୧୨ନଂ ୱାର୍ଡ, କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ପ୍ରାୟ ରାତି ୨ଟା୪୫ ରେ ୪ ଜଣ ଦୃବୁର୍ତ୍ତ ଦୁଇଟି ବାଇକ୍ରେ ଆସି ଟିଟନଙ୍କ ପରିବାର ଘରେ ଶୋଇଥିବା ସମୟରେ!-->…
Read More...
Read More...
ଇଲେକ୍ଟ୍ରି ପୋଲକୁ ଧକ୍କାଦେଲା ଅଟୋ, ୪ବର୍ଷର ଶିଶୁପୁତ୍ର ସମେତ ୫ ଆହତ
ଫୁଲବାଣୀ,୫/୧୧- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଥାନା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ନିକଟ ପାଡାଙ୍ଗୀ ଗ୍ରାମର ଏକ ପରିବାର ଘୁ.ଉଦୟଗିରି ନିକଟ ତେଲିଙ୍ଗିଆ ଗ୍ରାମକୁ କୌଣସି ଏକ କାର୍ଯ୍ୟପାଇଁ ଗୋଟିଏ ଅଟୋରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଇଲେକ୍ଟ୍ରି ପୋଲକୁ ଧକ୍କା!-->…
Read More...
Read More...
ଗଜପତିରେ ପୁଣି ୫ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୪/୧୧- ଗଜପତିରେ ପୁଣି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌର ପରିଷଦରୁ ୩ ଜଣ, ନୂଆଗଡ଼ ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ ଆସୋଲେସନ କୋଭିଡ ହସ୍ପିଟାଲ/କୋଭିଡ କେୟାରକୁ!-->…
Read More...
Read More...
ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ପାରଳାଖେମୁଣ୍ଡି,୪/୧୧- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଳନ କରାଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ସଭାପତିତ୍ୱ କରିଥିବାବେଳେ ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଜିଲ୍ଲା!-->…
Read More...
Read More...
ସେବାକରି ସ୍ୱାସ୍ଥ୍ୟକର୍ମୀ ଅବିଚାରର ଶିକାର ହେଲେ
ସମ୍ବଲପୁର,୪/୧୧- ସମ୍ବଲପୁର ଜିଲ୍ଲା କୋଭିଡ ହସ୍ପିଟାଲରେ ତିନିମାସରୁ ଉର୍ଦ୍ଧ୍ୱକାଳ ନିଜ ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟକର୍ମୀମାନେ କୋଭିଡ ରୋଗୀଙ୍କ ସେବାକଲା ପରେ ଗତ ୩୦ଅକ୍ଟୋବର ଅଧରାତିରେ ସେମାନଙ୍କୁ ହଠାତ କାର୍ଯ୍ୟରୁ ବାହାର କରିଦିଆଯାଇଛି । ଏହିପରି ଅବିଚାରର ବିରୋଧ କରି ବର୍ତ୍ତମାନ!-->…
Read More...
Read More...
ଦୁର୍ଘଟଣାରେ ତାକୁଡ ଗ୍ରାମର ଯୁବକଙ୍କ ମୃତ୍ୟୁ
ବୌଦ୍ଧ,୪/୧୧ - ଜାତୀୟ ରାଜପଥ ନମ୍ବର୍ ୫୭ ର ସୁବର୍ଣ୍ଣପୁର୍ ଜିଲ୍ଲା ଅର୍ଜୁନପୁର୍ ଛକ ନିକଟରେ ରାସ୍ତା କଡରେ ଥିବା ଗୋଟିଏ ଡ୍ରିଲର ଗାଡି ସହ କାର୍ ଧକ୍କା ହେବାରୁ ଜଣେ କାର୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ!-->…
Read More...
Read More...
ବୌଦ୍ଧ: ଆଜି ୫ ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୬୧୦
ବୌଦ୍ଧ,୪/୧୧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ସଂଖ୍ୟାକୁ ମିଶାଇଲେ ଜିଲ୍ଲାରେ ମୋଟ ୨୬୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ତନ୍ମଧ୍ୟରୁ ୨୪୩୪ ଜଣ!-->…
Read More...
Read More...