Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅବକାରୀ ବିଭାଗ ଦ୍ୱାରା ପୁଣି ଗଞ୍ଜେଇ ଗଛ କରାଗଲା ନଷ୍ଟ
ବୌଦ୍ଧ,୧୦/୧୨- ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆଜି ପୁଣି ଟିକରପଡା ପଂଚାୟତର ମେଣ୍ଡା ଓ ବରପଦର ଗ୍ରାମର!-->…
Read More...
Read More...
ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନତା ଶୋଭାଯାତ୍ରା
ବୌଦ୍ଧ/ବାଉଁଶୁଣୀ,୧୦/୧୨ - ୧୯ ବର୍ଷରୁ କମ୍ ବୟସର ବାଳିକା ମାନଙ୍କୁ ବିବାହ ନ କରାଇବା ପାଇଁ ଆଜି ଏକ ସଚେତନତା ଶୋଭାଯାତ୍ରା ବାଉଁଶୁଣୀ ଠାରେ ଅନୁଷ୍ଠିତ ହୋଇଯାଇଛି । ବାଉଁଶୁଣୀ ଡିମିରିପାଲି ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଡିମିରିପାଲି ଗ୍ରାମର ସମସ୍ତ କିଶୋରୀ!-->…
Read More...
Read More...
ବୌଦ୍ଧ : ଶିକ୍ଷା ବିଭାଗର କିରାଣି ବଦଳିରେ ପ୍ରିୟାପ୍ରୀତି ଅଭିଯୋଗ
ବୌଦ୍ଧ,୧୦/୧୨- ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ, ବରିଷ୍ଠ କିରାଣି ମାନଙ୍କର ବଦଳି ଆଦେଶକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅନୁମୋଦନ କରିଛି । ୬ ବର୍ଷରୁ ଅଧିକ ସମୟ ଧରି ଯେଉଁମାନେ ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ତାଲିକା ଶିକ୍ଷା!-->…
Read More...
Read More...
ଖସୁଛି ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ପୁଣି ୩୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
ଭୁବନେଶ୍ୱର ୧୦ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ!-->…
Read More...
Read More...
ବିପଦଶଙ୍କୁଳ ଅବସ୍ଥାରେ ଥିବା ଘରକୁ ନେଇ ଲୋକେ ଆତଙ୍କିତ !
ବୌଦ୍ଧ,୧୦/୧୨ -ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଗ୍ରାମ ପଞ୍ଚାୟତର ସୋନପୁରିଆ ପଡାରେ ଶତାଧିକ ବର୍ଷର ଗୋଟିଏ କୋଠା ଅସୁରକ୍ଷିତ ଅବସ୍ଥାରେ ରହିଥିବା ଯୋଗୁଁ ସ୍ଥାନୀୟଲୋକେ ବିପଦପୂର୍ଣ୍ଣ ମନେ କରୁଛନ୍ତି । କେଉଁ ସମୟରେ ଉକ୍ତ କୋଠା ଭୁଶୁଡି ପଡିବ ଓ ସାଧାରଣ ଲୋକଙ୍କ ଧନ ଜୀବନର କ୍ଷତି ଘଟାଇବ ବୋଲି!-->…
Read More...
Read More...
ସ୍କୁଲ ଓ ଅଙ୍ଗନବାଡି ପରିସରରେ ନଳକୂପ ଖୋଳାଯିବାକୁ ଦାବୀ
ବୌଦ୍ଧ,୧୦/୧୨ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ପରିସରରେ ନୂତନ ନଳକୂପ ସ୍ଥାପନପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଗୋଟିଏ ପରିସରରେ ଉଭୟ ଅନୁଷ୍ଠାନ ରହିଛି ଓ ବହୁ ବର୍ଷ ପୂର୍ବରୁ ଗୋଟିଏ!-->…
Read More...
Read More...
ପ୍ରକଳ୍ପ ଅଛି ହେଲେ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ
ବୌଦ୍ଧ,୧୦/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତର ସଦର ମହକୁମା ଲମ୍ବସରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମରେ ଲକ୍ଷ ଲକ୍ଷ ଟଂକା ବ୍ୟୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ନିର୍ମାଣ ହୋଇଛି ଓଭର ହେଡ ଟାଙ୍କି,!-->…
Read More...
Read More...
ବିଜେପିର ପ୍ରଶିକ୍ଷଣ ଶିବିର
ବଲାଙ୍ଗୀର,୯/୧୨- ଲୋଇସିଂହାସ୍ଥିତ ଅଗ୍ରସେନ ଭବନ ଠାରେ ବିଜେପି ମଣ୍ଡଳସ୍ତରୀୟ ୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ଓ ସ୍ଥାନୀୟ ବିଧାୟକ ଡ. ମୁକେଶ ମହାଲିଙ୍ଗ ଯୋଗଦାନ କରି ଶିବିରକୁ!-->…
Read More...
Read More...
ମୁଣ୍ଡିପଦର ପେକ୍ସ ଧାନମଣ୍ଡିର ସ୍ଥାନ ନିରୁପଣକୁ ନେଇ ଟଣାଓଟରା !
ବୌଦ୍ଧ,୯/୧୨- ବୌଦ୍ଧବ୍ଲକ୍ ମୁଣ୍ଡିପଦର ସେବା ସମବାୟ ସମିତିର ଧାନ ମଣ୍ଡି ଚଳିତବର୍ଷ କାଶଲପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ପୂର୍ବରୁ ସମିତି ପରିସରରେ ଧାନ କିଣା ହେଉଥିଲା ଓ ସ୍ଥାନାଭାବ ଯୋଗୁଁ ଚାଷୀମାନେ ଧାନ ରଖିବାକୁ ବହୁତ ହଇରାଣ!-->…
Read More...
Read More...
ବୌଦ୍ଧ: ଆଜି ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୯/୧୨- ଗତକାଲି ପରି ଆଜି ପୁଣି ୪ଜଣ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ!-->…
Read More...
Read More...