Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ; ବାଣ ବିସ୍ଫୋରଣ ଘଟି ୩ ମୃତ, ୩୦ ଆହତ
ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଘଟିଛି ଅଘଟଣ। ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଖେଳ ବେଳେ ବାଣ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଗୁରୁତର ହୋଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧୫!-->…
Read More...
Read More...
ରୀତିନୀତି ଅନୁଯାଇ ଗ୍ରାମ ଇଷ୍ଟଦେବୀଙ୍କ ପୂଜା ପାଳିତ
ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତର ଆଡେଣିଗଡ଼ ଠାରେ ମହାସମାରୋହରେ ଗ୍ରାମର ଇଷ୍ଟ ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ପୂଜାର ପ୍ରଥମ ଦିନ ବାର, ଦିତ୍ୱୀୟ ଦିନ ପୂଜା, ତୃତୀୟ ଦିନ ତୁର୍କୀପେନୁ ନାମରେ ନାମିତ । ବର୍ଷକୁ ଥରେ ଜ୍ୟୋଷ୍ଠ ମାସ ଶୁକ୍ଳ!-->…
Read More...
Read More...
ହରଭଙ୍ଗା ବ୍ଲକରେ କାଳ ବୈଶାଖୀ ପ୍ରଭାବ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି ହରଭଙ୍ଗା ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏହି କାଳବୈଶାଖୀର ତାଣ୍ଡବ!-->…
Read More...
Read More...
ଭଉଁରୀରେ ଜଳକ୍ରୀଡ଼ା କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା
ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରାର ଆଜି ଅନ୍ତିମ ଦିନ । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ!-->…
Read More...
Read More...
ଯାତ୍ରୀବାହୀ ବସ୍ “ସାଲୁଙ୍କି’ ଦୁର୍ଘଟଣାଗ୍ରସ୍ତ ; ୪ ମୃତ, ଅନେକ ଆହତ
ଫୁଲବାଣୀ : ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା "ସାଲୁଙ୍କି' ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାପ୍ତ!-->…
Read More...
Read More...
ଟଳିଲା ବଡ଼ ଧରଣର ବିପଦ, କୁମ୍ବିଂ ଅପରେସନ୍ ବେଳେ ଟିଫିନ୍ ବୋମା ଉଦ୍ଧାର
ବାଲିଗୁଡ଼ା : କମ୍ବିଂ ଅପରେସନ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନା!-->…
Read More...
Read More...
ପ୍ରକାଶ ପାଇଲା ଉପଶାସ୍ତ୍ରୀ ବାର୍ଷିକ ପରୀକ୍ଷା ଫଳ
ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସୋରଡ଼ା ଗ୍ରାମପଞ୍ଚାୟତମଧ୍ୟରେ ଥିବା ମୀନକେତନ ମେମୋରିଆଲ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ଉପଶାସ୍ତ୍ରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସୂଚନା ମୁତାବକ ସମୁଦାୟ ୩୯ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ୩୨ପରୀକ୍ଷାର୍ଥୀ!-->…
Read More...
Read More...
ଅବକାରୀ ବିଭାଗର ଚଢାଉ,୫୫ଲିଟର ମହୁଲି ମଦ ଜବତ
ଚମ୍ପୁଆ,୨୮/୫: ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦିପ୍ତ ଦାସଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ ରେଂଜ ନିରିକ୍ଷକ ଏଚ୍ ଯୋଗା ରାଓଙ୍କ ତତ୍ୱାବଧାନରେ ଯୋଡା ଅଂଚଳର ବନ୍ଧୁଆବେଡାରେ ଅବକାରୀ ବିଭାଗର ଅତର୍କିତ ଚଢାଉ ପରେ ସେହି ଗ୍ରାମର ସୌଦାଗର ହଂସ (୩୦)ଙ୍କୁ ଗୋଟିଏ ଟିଭିଏସ ଆପାଚି ମୋଟର ସାଇକେଲ!-->…
Read More...
Read More...
ତାଣ୍ଡବ ରଚିଲା କାଳବୈଶାଖୀ; ବର୍ଷିଲା କୁଆପଥର, ଉପୁଡ଼ିଲା ଗଛ
ଦଶପଲ୍ଲା: - ଆଜି ଦଶପଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ସେବା ବନ୍ଦ ରହିଛି । ଏହା ସହ ମୋବାଇଲ୍ ସେବା ବନ୍ଦ ରହିଛି । ମଙ୍ଗଳବାର ମଧ୍ୟାହ୍ନରେ ବର୍ଷା ସହ କୁଆପଥର ବୃଷ୍ଟି ଜନ ଜୀବନକୁ ଅସ୍ତବ୍ୟସ୍ତ!-->…
Read More...
Read More...
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଁଚିଲା ବାସୁଙ୍ଗା ପାଟ । ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ୩ କୁଇଣ୍ଟାଲ ବାସୁଙ୍ଗା ପାଟ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବାସୁଙ୍ଗା ପାଟ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ଏହା ହସ୍ଥାନ୍ତର କରାଯାଇଛି । ଶ୍ରୀମନ୍ଦିର!-->…
Read More...
Read More...