Browsing Category

ରାଜ୍ୟ

ବାଘଛାଲ ସହ ହରିଣ ଶିଙ୍ଗ ଜବତ, ତିନି ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେଞ୍ଜ ବନବିଭାଗକୁ ମିଳିଛି ସଫଳତା । ଗିରଫ ହୋଇଛନ୍ତି ତିନି ଅଭିଯୁକ୍ତ । ଗତ ରବିବାର ଦିନ ୩:୩୫ ମିନଟ ସମୟରେ କୌଣସି ସୂତ୍ରରୁ ଖବର ପାଇ ଫୁଲବାଣୀ ବନବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଫୁଲବାଣୀ ଏସିଏଫ…
Read More...

ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ

ଦେବଗଡ : ବାରକୋଟ ବ୍ଲକ ଡଁରା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପ୍ରାୟ ୨ଟା ଯାଏଁ ରାଷ୍ଟ୍ରୀୟ ଆବିସ୍କାର ଅଭିଯାନ ୨୦୨୪ ଅନ୍ତର୍ଗତ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି। ଏଥିରେ ବାରକୋଟ ବ୍ଲକର ୧୭ ଟି ସାଧନା…
Read More...

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା

ବଲାଙ୍ଗିର : ବଲାଙ୍ଗିର ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ମାମଲାରେ ସାକ୍ଷୀ ଦେଲେ ଅରୁଣ ବୋଥ୍ରା। ଏହି ଘଟଣାକୁ ୬ ବର୍ଷ ପୂରି ଯାଇଥିଲେ ବି କୋର୍ଟରେ ଏହାର ଶୁଣାଣି ଏବେ ବି ଚାଲିଛି। ମଙ୍ଗଳବାର ପାଟଣାଗଡ଼ ଏଡ଼ିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତକଳୀନ…
Read More...

ରାସ୍ତା ନିର୍ମାଣ ପାଇଁ ଗୁହାରି କେହି ନଶୁଣିବାରୁ ରାସ୍ତା ନିର୍ମାଣ କରିଲେ ଗ୍ରାମବାସୀ

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ପାଟିକୋଟା ଠାରୁ ଚନ୍ଦନଖଳା ପ୍ରାୟ ୭୦୦ ମିଟର ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ନଶୁଣିବାରୁ ନିଜେ ରାସ୍ତାକାମ ନିର୍ମାଣ କରିଲେ ଚନ୍ଦନଖଳା ଗ୍ରାମବାସୀ । ସୂଚନା ଅନୁଯାୟୀ, ପାଟିକୋଟା ଠାରୁ…
Read More...

ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ

ଭୁବନେଶ୍ୱର : ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର I ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂଚନା ଅନୁସାରେ ବିଧାନସଭାରେ ଏହିପରି ଭାବେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବାଂଲାଦେଶୀ…
Read More...

ଯେଉଁ ପଦବୀରେ ସ୍ୱାମୀ ଥିଲେ ; ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ

କେରଳ : ଯେଉଁ ପଦବୀରେ ସ୍ୱାମୀ ଥିଲେ ଏବେ ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ । ଏଭଳି ରୋଚକ ତଥା ଚର୍ଚ୍ଚାର ଘଟଣା ଘଟିଛି କେରଳରେ। ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିଛି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁ ଅନନ୍ତପୁରମ ସାଂସଦ ଶଶୀ ଥରୁର…
Read More...

ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ଆୟୋଜିତ "ସଦସ୍ୟତା ଓ ସଂଗଠନର ବିକାଶ " ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍‌ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ।…
Read More...

ମା ଭୈରବୀଙ୍କ ଷୋଡଷ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ପ୍ରତିବାର୍ଷ ପରିକଳ୍ପିତ ଷୋଡଷ ପୂଜାର ପ୍ରସ୍ତୁତି ପାଇଁ ଏହି ବର୍ଷ ମା ଭୈରବୀଙ୍କ ଆଦ୍ୟ ପୀଠରେ ସଂଗଠିତ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ, ମନ୍ଦିର ସଭା ଗୃହଠାରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ କରାଯାଇଛି। ଏହି…
Read More...

ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଦୀପ ପ୍ରଜ୍ୱଳନ…
Read More...

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବପୀଢି

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିନ୍ଦାସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ସାରାବିଶ୍ୱ ଚିନ୍ତିତ ଥିବା ବେଳେ ଗ୍ରାମାଞ୍ଚଳ ଯୁବପିଢି ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ କ୍ଲବ…
Read More...