Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦଳିଦେଲା ଦନ୍ତା, ଜଣେ ମୃତ
ହରଭଙ୍ଗା :ଦଳି ଦେଲା ଦନ୍ତା ହାତୀ, ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ରେଞ୍ଜ ଅନ୍ତର୍ଗତ ପୋଢ଼ହଳ ସଂରକ୍ଷିତ ଜଙ୍ଗଲରେ । ମୃତକ ହେଲେ ବାରିଙ୍ଗ ଗୁରାପଡ଼ା ସାହିର ୫୦ ବର୍ଷୀୟ କାଶୀନାଥ ପ୍ରଧାନ ବୋଲି ଜଣାପଡିଛି । ସୂଚନା ମୁତାବକ!-->…
Read More...
Read More...
ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ପୂର୍ବରୁ ତିନି ରଥ ପାଞ୍ଚ ଦଣ୍ଡା ରେ ଆଗ ଆଣି,ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ପୋଲଗୟଳ ମୋଡା ଶେଷ ହୋଇଥିଲା । ଅନୁକୂଳ ପୂଜା!-->…
Read More...
Read More...
ଆସନ୍ତାକାଲିଠାରୁ ଜୁନ ୨୦ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସକାଳୁଆ ସ୍କୁଲ
ପୁରୀ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୧୮ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କରାଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଓ!-->…
Read More...
Read More...
ଗ୍ରୀଷ୍ମ ପ୍ରବାହ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ତାରିଖ ଯାଏ ସ୍କୁଲ କଲେଜ ଛୁଟି
ସୁବର୍ଣ୍ଣପୁର : ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁ ଗୁଳି ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ରେ ପ୍ରଥମ ରୁ +୨ ଯାଏ ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ ଆସନ୍ତା ୨୦ ତାରିଖ ଯାଏ ବନ୍ଦ ରହିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଚିଠି ନମ୍ବର ୪୧୬୩ ତାରିଖ ୧୭-୦୬-୨୦୨୪ ସଂଧ୍ୟାରେ ଶିକ୍ଷା ବିଭାଗକୁ!-->…
Read More...
Read More...
୨୨ରେ ଦେବସ୍ନାନ ପୂର୍ଣ୍ଣିମା, ପୁରୀ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି
ପୁରୀ : ଜୁନ୍ ୨୨ ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ତେବେ ଏହାକୁ ନେଇ ପୁରୀ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ପୁରୀ ଏସପିଙ୍କ କନଫରେନ୍ସ ହଲ୍ରେ ଛତିଶାନିଯୋଗ ସେବାୟତ ପ୍ରତିନିଧି ମାନଙ୍କ ସହ ବୈଠକ କରିଛନ୍ତି ଏସପି ପିନାକ ମିଶ୍ର । ବିଗତ ବର୍ଷ!-->…
Read More...
Read More...
ଅର୍ପଣ ଚାଉଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ସୁଆର ମହାସୁଆର ନିଯୋଗ
ପୁରୀ : ଅର୍ପଣ ଚାଉଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ସୁଆର ମହାସୁଆର ନିଯୋଗ । ଶ୍ରୀମନ୍ଦିର ସମ୍ମୁଖରେ ଏନେଇ ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଏବଂ ସମ୍ପାଦକ ନାରାୟଣ ମହାସୁଆର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ବିକ୍ରୀ କିମ୍ବା ସ୍ଥାନାନ୍ତର ନୁହେଁ ବରଂ ଖରାପ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଉତ୍ସବ ମନାଇଲେ ଚମ୍ପୁଆ ବିଜେପି କର୍ମୀ
ଚମ୍ପୁଆ,୧୧ା୬: କେନ୍ଦ୍ରୀୟ ପ୍ରଭାରି ତଥା ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଭୁପେନ୍ଦ୍ର ଯାଦବଙ୍କ ଆଗମନ ଦ୍ୱାରା ବହୁ କଳ୍ପନାଜଳ୍ପନାର ଅନ୍ତଘଟାଇ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ପରେ ଚମ୍ପୁଆ ସଦର ମହକୁମାରେ ବିଜେପି କର୍ମୀମାନେ ବାଣ ଫୁଟାଇ!-->…
Read More...
Read More...
ମୋହନ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ସସପେନ୍ସ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ!-->…
Read More...
Read More...
ଦୁଇ ବାଇକ ମୁହାଁମୁହିଁ , ଜଣେ ମୃତ ଜଣେ ଗୁରୁତର
ନନ୍ଦାହାଣ୍ଡି,୧୦/୬:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୧୦ ଟା ବେଳେ ନବରଙ୍ଗପୁର ଓ ନନ୍ଦାହାଣ୍ଡି ବ୍ଲକକୁ!-->…
Read More...
Read More...
ବୌଦ୍ଧ ରଥଯାତ୍ରା ପ୍ରସ୍ତୁତି ବୈଠକ
ବୌଦ୍ଧ,୧୦ା୬ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବାପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜେ.ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ!-->…
Read More...
Read More...