Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୯ରେ ପବିତ୍ର ଭଉଁରୀ ଯାତ୍ରା, ସଂଯୋଗ ହେବ ଚକ ଓ ଅଖ
ପୁରୀ : ଆଉ ଦିନକପରେ ପବିତ୍ର ଭଉଁରୀଯାତ୍ରା । ଭଉଁରୀ ଯାତ୍ରା ରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ଚକ ଅଖ ସଂଯୋଗ କରାଯିବାର ବିଧି ରହିଛି କ୍ଷ ରବିବାର ଦିନ ତିନି ରଥର ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ!-->…
Read More...
Read More...
ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ
ଭୁବନେଶ୍ଵର,୨୭/୦୫: ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ!-->…
Read More...
Read More...
+୨ କଳା ଓ ବିଜ୍ଞାନରେ ଡଃ ଆର. ସି. ସାମନ୍ତରାୟ ମହାବିଦ୍ୟାଳୟ ବ୍ଲକ ଟପ୍ପର
ଦଶପଲ୍ଲା : ଡଃ ଆର.ସି . ସାମନ୍ତରାୟ ମହାବିଦ୍ୟାଳୟ +୨ ବିଜ୍ଞାନ ଓ କଳାରେ ୧୦୦% ପରୀକ୍ଷାଫଳ ସହ ବ୍ଲକ ଟପ୍ପର ହୋଇଛି । ଚଳିତ ବର୍ଷ ବିଜ୍ଞାନ ରେ ମୋଟ +୨ ରେ ୧୮୭ ଜଣ ଓ କଳାରେ ୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନ ରେ ୧୩୨ ଜଣ ୧ମ ଶ୍ରେଣୀ, ୪୧ ଜଣ ୨ୟ ଶ୍ରେଣୀରେ ଓ ୧୪ ଜଣ ୩ୟ!-->…
Read More...
Read More...
କଡା ସୁରକ୍ଷା ବଳୟରେ ଇଭିଏମ
ଚମ୍ପୁଆ,୨୭/୫: ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୭୭.୪୦ ମତଦାତା ମାନେ ମତଦାନ ସାବ୍ୟସ୍ଥ କରିଛନ୍ତି । ବର୍ତ୍ତମାନ ପ୍ରାର୍ଥୀ ମାନଙ୍କ ଭାଗ୍ୟ ଇଭିଏମ ଭିତରେ ରହିଥିବା ବେଳେ ଚଳିତ ନିର୍ବାଚନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ!-->…
Read More...
Read More...
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଓମ୍ ପ୍ରସାଦ ସାହୁ ବାଲିଗୁଡ଼ା ୧୦ମ ଟପ୍ପର,ଛୁଟୁଛି ଶୁଭେଚ୍ଛାର ସୁଅ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଟପ୍ପର ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଓମ୍ ପ୍ରସାଦ ସାହୁ । ମୋଟ ୬୦୦ ନମ୍ବରରୁ ୫୫୨ ନମ୍ବର ରଖିଥିବା ସହ ଶତକଡା ୯୨ ପ୍ରତିଶତ ରଖି ବାଲିଗୁଡ଼ା ବ୍ଲକ୍ ଟପ୍ପର ହୋଇଛନ୍ତି ଓମ୍ ପ୍ରସାଦ ସାହୁ । ଏବେ ଓମ୍ ଙ୍କ ନିକଟକୁ!-->…
Read More...
Read More...
ମା’ ନାରାୟଣୀ ଠାକୁରାଣୀଙ୍କ ମଣ୍ଡପରେ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ
ଫୁଲବାଣୀ : ଆଜି ଗୁରୁବାର ମା'ଙ୍କ ବିଶ୍ରାମ ଦିବସ । ଏହି ପରିପ୍ରେକ୍ଷୀରେ ଏକ ସ୍ୱତନ୍ତ୍ର ଆଳତି କାର୍ଯ୍ୟକ୍ରମ ମା ନାରାୟଣୀ ଆଳତି ବାହିନୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏକ ଘଣ୍ଟା ବ୍ୟାପି ଢୋଲ ବାଦ୍ୟରେ କମ୍ପିଲା ମଣ୍ଡପ । ଏହାକୁ ଦେଖିବାକୁ ଶହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।!-->…
Read More...
Read More...
ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ଜିଲା ମହିଳା ସଭାପତି
ଚମ୍ପୁଆ, ୨୩ା୫: ଗୁରୁତ୍ୱପୁର୍ଣ୍ଣ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ ଓ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁଙ୍କ ସପକ୍ଷରେ ପ୍ରଚାରକୁ ଜୋର କରିଛନ୍ତି ଜିଲା ମହିଳା ସଭାପତି ରମଣୀ ନାଏକ । ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ!-->…
Read More...
Read More...
ଶାନ୍ତି, ଶୃଙ୍ଖଳାର ସହ ସଂପନ୍ନ ହେଲା ବୌଦ୍ଧର ସାନି ନିର୍ବାଚନ
ବୌଦ୍ଧ,୨୩/୫:- ଭାରତ ନିର୍ବାଚନ ଆୟୋଗ ୧୩ କନ୍ଧମାଳ ଲୋକସଭା କ୍ଷେତ୍ରର ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨ ଗୋଟି ମତଦାନ କେନ୍ଦ୍ର ୨୬ କିରାସିରା ଏବଂ ୨୮ ମହେଶ୍ୱର ପିଣ୍ଡାରେ ସାନି ମତଦାନ ପାଇଁ ଆଦେଶ ଦେଇଥିଲେ । ଆଦେଶ ଅନୁଯାୟୀ ଆଜି ଏହି ଦୁଇ କେନ୍ଦ୍ରରେ ସାନି ମତଦାନ!-->…
Read More...
Read More...
ପ୍ରଗଳପୁରଠାରେ ମହାସମାରୋହରେ ପାଳିତ ହେଲା ବୁଦ୍ଧ ପୂର୍ଣ୍ଣିମା
ହରଭଙ୍ଗା : ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା ବା ଚନ୍ଦନ ଯାତ୍ରା । ବୁଦ୍ଧଙ୍କ ନାମରୁ ବୌଦ୍ଧ ନାମ ହୋଇଥିବା ଯୋଗୁଁ ବୌଦ୍ଧ ଜିଲ୍ଲାରେ ବହୁ ସ୍ଥାନରେ ବୌଦ୍ଧ କୀର୍ତ୍ତ ରାଜି ଦେଖିବାକୁ ମିଳେ । ଜିଲ୍ଲାର ହରଭଙ୍ଗା ବ୍ଲକର ପ୍ରଗଳପୁର, ଶ୍ୟାମସୁନ୍ଦରପୁର ଓ କେଳାକଟା ସ୍ଥିତ ଭୀମ ପାହାଡ଼ଠାରେ!-->…
Read More...
Read More...
ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ଗୁରାଣ୍ଡି ପୋଲିସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ଗୁରାଣ୍ଡି ଥାନା ଅଧୀନରେ ଥିବା ଶରଧାପୁର ବ୍ରିଜ ପାଖରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଘଟଣାର ପର୍ଦ୍ଦାଫାସ କରିଛି ଗୁରାଣ୍ଡି ପୋଲିସ । ଏହି ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସଡିପିଓ ମାଧବାନନ୍ଦ ନାୟକ ଗଣମାଧ୍ୟମକୁ!-->…
Read More...
Read More...