Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମ୍ବଲପୁର ଠାରେ ସପ୍ତମ-ଅଷ୍ଟମ ଶତାବ୍ଦୀର ଭଗ୍ନାବଶେଷ ଠାବ
ସମ୍ବଲପୁର : "ଇନଟାକ'ର ଏକ ଦଳ ସେମାନଙ୍କ ସାନି ଅନ୍ୱେଷଣ ଦ୍ୱାରା ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ବନଦୁର୍ଗା ମନ୍ଦିର ନିକଟରେ କିଛି ପ୍ରାଚୀନ ଭଗ୍ନାବଶେଷ ଠାବ କରିଛନ୍ତି । ଏହା ପୂର୍ବରୁ ୨୦୧୮ ରେ ଇନଟାକ ଦଳ ଏଠାରୁ ଏକ ବଡ ନଟରାଜ ପ୍ରତିମୂର୍ତ୍ତି ଉଦ୍ଧାର କରିଥିଲେ । ଆଜି ସକାଳେ!-->…
Read More...
Read More...
ବିଶ୍ୱ ବିଦ୍ୟାଳୟସ୍ତରୀୟ ପରୀକ୍ଷାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ୪ଜଣ ଛାତ୍ରଛାତ୍ରୀ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ
ବୌଦ୍ଧ,୨୩/୧୦(ହୀ.ପ୍ର) – ବୌଦ୍ଧଜିଲ୍ଲା ସର୍ବପୁରାତନ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାପାଇଁ ସୁପରିଚିତ । ଚଳିତବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶେଷବର୍ଷ ସ୍ନାତକ ପରୀକ୍ଷା କୋଭିଡ -୧୯ ଗାଇଡଲାଇନ ଅନୁଯାୟୀ ସଂପନ୍ନ ହୋଇ ଫଳ ପ୍ରକାଶିତ ହୋଇଛି । ପ୍ରକାଶଯୋଗ୍ୟ!-->…
Read More...
Read More...
ଆଜି ପୁଣି ୪୦ଜଣ ନୂଆ ପଜିଟିଭ ଚିହ୍ନଟ
ସମ୍ବଲପୁର : ସରକାରୀ ପରିସଂଖ୍ୟାନ ଅନୁସାରେ ସମ୍ବଲପୁର ଜିଲ୍ଲାର ସ୍ଥିତି କ୍ରମଶଃ ଉନ୍ନତି ଆଡକୁ ଗତିକରୁଛି । କିନ୍ତୁ ଏହା କେତେଦୂର ବିଶ୍ୱାସଯୋଗ୍ୟ, ଏବିଷୟରେ ନିଶ୍ଚିତ ଭାବରେ କିଛି କହି ହେଉନାହିଁ । କରୋନା ସଂକ୍ରମଣ ଯୋଗୁଁ ଏଠାରେ ଦୈନିକ କେହି ନା କେହି ମୃତ୍ୟୁର ସମ୍ମୁଖୀନ ହେଉଛନ୍ତି,!-->…
Read More...
Read More...
ରାଜ୍ୟରେ ପୁଣି ୧୭୯୩ ପଜିଟିଭ ଚିହ୍ନଟ, ୧୮ ମୃତ
ଭୁବନେଶ୍ୱର ୨୩ ।୧୦: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ବୌଦ୍ଧ : ଆଜି ମାତ୍ର 4 କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୨୩/୧୦ - ଆଜି ମାତ୍ର 4 କରୋନା ପଜିଟିଭ ବୌଦ୍ଧ ଜିଲ୍ଲାରେ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ 1 ଜଣ, କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମରୁ 1 ଜଣ,!-->!-->!-->…
Read More...
Read More...
ସ୍ତ୍ରୀ ଆଗରେ ସ୍ୱାମୀ ଙ୍କୁ ନୃଶଂସ ଭାବେ ଧାନ କ୍ଷେତରେ ହତ୍ୟା ଘଟଣା ଘଟଣା ସ୍ଥଳରେ ଫରେନସିକ ଟିମ ସହିତ ସନ୍ଧାନୀ…
ଦାରିଙ୍ଗବାଡ଼ି୨୩/୧୦:ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି ଗ୍ରାମର ଉପର ସାହିର ପନ୍ଦର(ସାନ ଆରିସା) ମଲ୍ଲିକ(୬୨)ଙ୍କୁ ସ୍ତ୍ରୀ ଆଖି ଆଗରେ ବୁଧବାର ଦିନ ସକାଳ ପ୍ରାୟ ୭ ଘଣ୍ଟା ସମୟରେ ଗ୍ରାମ ନିକଟ କ୍ରେସକୁଡ଼ପାଙ୍ଗା ଜଙ୍ଗଲ ନିକଟରେ ମୁଖାଧାରୀ ଧାରୁଆ!-->…
Read More...
Read More...
ଟ୍ରକ ପଛରେ ଧକ୍କା ଦେଲା ସ୍କୁଟି, ମହିଳା ଗୁରୁତର
ବୌଦ୍ଧ,୨୨/୧୦- ଆଜି ସନ୍ଧ୍ୟା ପ୍ରାୟ 6 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ପୁରୁଣାକଟକ ଥାନା ଯୁବରାଜପୁର୍ ଛକ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଗୋଟିଏ ଟ୍ରକର ପଛରେ ସ୍କୁଟି ଧକ୍କା ଦେବାରୁ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ!-->!-->!-->…
Read More...
Read More...
୪୦ ଖଣ୍ଡ ଶାଳପଟା ଜବତ,୨ ଗିରଫ
ଦାରିଙ୍ଗବାଡ଼ି,୨୨/୧୦: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିନସ୍ଥ ଋଷିମାଳ ସଂରକ୍ଷିତ ଜଙ୍ଗଲ ପୁଇଗୁଡା ଗ୍ରାମ ପାଟଖଣ୍ଡ ମନ୍ଦିର ଜଙ୍ଗଲ ନିକଟରେ ବନବିଭାଗ ୪୦ ଖଣ୍ଡ ପଟା ଜବତ କରିବା ସହ ଘଟଣା ସ୍ଥଳରୁ ୨ ଜଣ ପଟା କଟାଳି କୁ ଗିରଫ କରିଥିବା ନେଇ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ!-->…
Read More...
Read More...
କରୋନା କଟକଣାରେ ଆରମ୍ଭ ହେଲା ତେଲିବନ୍ଧର ୨୫ ତମ ଦୁର୍ଗାପୂଜା
ବୌଦ୍ଧ,୨୨/୧୦- ବୌଦ୍ଧବ୍ଳକ ତେଲିବନ୍ଧ ବସଷ୍ଟାଣ୍ଡଠାରେ ରୋପ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଦୁର୍ଗାପୂଜା ଏବର୍ଷ ୨୫ ବର୍ଷରେ ପଦ ।ର୍ପଣ କରିଛି । କରୋନା କଟକଣା ଯୋଗୁଁ ପୂଜା ମଣ୍ଡପରେ ଗହଳିନାହିଁ । କେବଳ ବିଧି ଅନୁସାରେ ପୂଜା ହେଉଛି । ସକାଳୁ ସ୍ଥାନୀୟ ପୋଖରୀ ରୁ ପୂଜାର୍ଚ୍ଚନା କରି!-->…
Read More...
Read More...
ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ
ବୌଦ୍ଧ/ବାଉଁଶୁଣୀ,୨୨/୧୦ - ବୌଦ୍ଧବ୍ଲକର ବିଭିନ୍ନ ସ୍ଥାନରେ ପବିତ୍ର ଶାରଦୀୟ ଦୁର୍ଗା ପୂଜା ଆଜି ଆରମ୍ଭ ହୋଇ ଯାଇଛି । କରୋନା ପାଇଁ କଟକଣା ରହିଥିଲେ ମଧ୍ୟ କୋଭିଡ୍ ଆଇନ୍ ଅନୁଯାୟୀ ସମସ୍ତ ସ୍ଥାନରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଛି । ଷ୍ଟାର୍ କ୍ଲବ୍ ଡିମିରି ପାଲି ଆନୁକୁଲ୍ୟରେ ୫୩ ତମ!-->…
Read More...
Read More...