Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଁଳାନବମୀ ଉପଲକ୍ଷେ ପରିବେଶ ସଚେତନତା ଅଭିଯାନ
ସମ୍ବଲପୁର : ସ୍ଥାନୀୟ ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ଡୁଙ୍ଗିପାଲି ଗ୍ରାମରେ ଅଁଳା ନବମୀ ଉପଲକ୍ଷେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଅଁଳା ବୃକ୍ଷକୁ ପୂଜାଅର୍ଚ୍ଚ଼ନା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରା ଯାଇଥିଲା ଏବଂ ପରେ ଗ୍ରାମର!-->…
Read More...
Read More...
ବୌଦ୍ଧ: ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୪/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ୩ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୨୮ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୬୭୫ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ!-->…
Read More...
Read More...
୪କି.ମି. ପାହାଡ ଚଢି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ
ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁକୁରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଲୋକ ଓ ଶିକ୍ଷା ପାଇଁ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଯୋଜନା ବାଟରେ ରହିଯାଇଛି । ଯାହା ଫଳରେ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ରାସ୍ତା ନାହିଁ । ଯାହା ଫଳରେ ଲୋକମାନେ ପାହାଡ ଚଢି!-->…
Read More...
Read More...
ଗଜପତିରେ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୨୪/୧୧- ଗଜପତିରୁ ପୁଣି ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମ!-->…
Read More...
Read More...
ପୁଣି ରାଜ୍ୟରେ ୬୪୨ କରୋନା ପଜିଟିଭ ଚିହ୍ନଟ,୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୫୨୭୧ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ବରଗାଁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଚାମ୍ପିଆନ
ବୌଦ୍ଧ,୨୪/୧୧- କଣ୍ଟାମାଳ ବ୍ଲକ ବରଗାଁ ୟୂଥ ଆଇକନ କ୍ଲବ୍ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଲରାକୋଠା ଦଳ ବିଜୟୀ ହୋଇଛି | ଫାଇନାଲ ମ୍ୟାଚ୍ କଲରାକୋଠା ଓ ତେନ୍ତୁଳିଖୁଣ୍ଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଓ କଲରାକୋଠା ଦଳ ବିଜୟୀ ହେବା ଫଳରେ ଚାମ୍ପିଆନ ହୋଇଥିଲା |!-->!-->!-->…
Read More...
Read More...
ଶିମିଳିପଦର ପେକ୍ସର ଦାୟିତ୍ବ ନେଲେ ଦପଲା ସମ୍ପାଦକ
ବୌଦ୍ଧ,୨୪/୧୧ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଭାବରେ ଦପଲା ସମିତିର ସମ୍ପାଦକ ପଞ୍ଚାୟତ ପ୍ରତାପ ପ୍ରଧାନ ଦାୟିତ୍ବ ନେଇଥିବା ଜଣାପଡିଛି l ଶିମିଳି ପଦର ସେବା ସମବାୟ ସମିତିର ସମ୍ପାଦକ ଥିବା ଅମ୍ବରୀଶ ବାଘଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆଣି!-->…
Read More...
Read More...
ଚାଲାଣ ବେଳେ କାର୍ ସହ 60 କେ. ଜି. ଗଞ୍ଜେଇ ଜବତ
ବୌଦ୍ଧ,୨୩/୧୧ - ବୌଦ୍ଧ ଆଦର୍ଶ ଥାନା ପୋଲିସ ଗୋଟିଏ କାର୍ ସହ ତିନୋଟି ବସ୍ତାରେ ଥିବା 60 କିଲୋଗ୍ରାମ ଗଞ୍ଜେଇ ଜବତ୍ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ମାରୁତୀ ଡିଜାୟର୍ କାର ଓଡ଼ି 27 ବି 4650 ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର୍ ପାଇ ଚଢାଉ!-->…
Read More...
Read More...
୧୨କେଜି ଗଞ୍ଜେଇ ଜବତ ସହ ୪ ଗିରଫ
ଫୁଲବାଣୀ,୨୩/୧୧:କନ୍ଧମାଳ ଜିଲ୍ଲା ଖଜୁରିପଡା ପୋଲିସ ଦ୍ୱାରା ଗଂଜେଇ ଜବତ ହୋଇଛି। ଆଜି ଖଜୁରିପଡା ପୋଲିସ ଏକ ଅଲ୍ଟୋ ଗାଡି (OR,02AT5190) ରୁ୧୨କେ ଜି ଗଞ୍ଜେଇ ଜବତ କରି ଚାରି ଜଣଙ୍କୁ ଗିରଫକରିଛି।ସେମାନେ ହେଲେ ସନ୍ତୋଷ କୁମାର ରାଉତରାୟ, ସଞ୍ଜୟ କୁମାର ମହାରଣା, ଚିତ୍ତରଞ୍ଜନ ସାହୁ,!-->!-->!-->…
Read More...
Read More...
ଟ୍ରକ ସହ ବାଇକ ଦୁର୍ଘଟଣା ଦୁଇ ମୃତ ଜଣେ ଗୁରୁତର
ଫୁଲବାଣୀ,୨୩/୧୧- ଗୋଛାପଡା। ଥାନା ଅନ୍ତର୍ଗତ ନମେରବାଲି ବୁଲାଣୀ ରାସ୍ତାରେ ବାଇକ୍ ସହ ଟ୍ରକ୍ ର ମୁହଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ଯାହା ସୂଚନା ରହିଚି!-->…
Read More...
Read More...