Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ରାସ୍ତା ତଳକୁ ଖସିଲା ୱିଙ୍ଗର୍
ବୌଦ୍ଧ / ବlଉଁଶୁଣି,୨୩/୧୧- ଆଜି ସନ୍ଧ୍ୟା ପ୍ରାୟ ଘ 5. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବlଉଁଶୁଣି ପେଟ୍ରୋଲ୍ ପମ୍ପ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ୱିଙ୍ଗର୍ ରାସ୍ତା ତଳକୁ ଖସି ପଡିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ହରଭଙ୍ଗା ବ୍ଲକ ତିଲେଶ୍ୱର!-->!-->!-->…
Read More...
Read More...
୫ ଦିନ ହେଲା ତୁରେକେଲା ଅଂଚଳରେ ହାତୀଙ୍କ ଉପଦ୍ରବ
କଣ୍ଟାବାଞ୍ଜି,୨୩/୧୧: ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,!-->!-->!-->…
Read More...
Read More...
ଭିଜିଲାନସ ଜାଲରେ ଜୁନିୟର ଆକାଉଣ୍ଟାଣ୍ଟ
ବଲାଙ୍ଗୀର,୨୩/୧୧ - ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଠାରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଏକା ସାଙ୍ଗରେ ବରଗଡ, ସୋନପୁର ଆଦି ତାଙ୍କ ଭଡାଘର, କାର୍ଯ୍ୟାଳୟରେ ତଦନ୍ତ!-->…
Read More...
Read More...
ବୌଦ୍ଧ : ଆଜି ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୨୩/୧୧ - ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ 7 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଚିନ୍ହଟ 7 ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା 2725 ରେ ପହଞ୍ଚିଛି l ସେମାନଙ୍କ ମଧ୍ୟରୁ 2674 ଜଣ ସୁସ୍ଥ ହୋଇ!-->!-->!-->…
Read More...
Read More...
କୋଭିଡ୍ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଉଦଘାଟିତ
ବୌଦ୍ଧ,୨୩/୧୧ - ବୌଦ୍ଧସହରସ୍ଥିତ ପୁରୁଣା ଜେଲରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଣ୍ଟର୍ ପରିସରରେ ଆଜି କୋଭିଡ୍ ପରବର୍ତ୍ତି ପରାମର୍ଶ ଓ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି । ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ସାରିଛନ୍ତି!-->…
Read More...
Read More...
“ହନୁମାନ ଜୟନ୍ତୀ ସମନ୍ୱୟ ସମିତିରେ ଗୋସେବାକୁ ଗୁରୁତ୍ୱ ଉପରେ ଚର୍ଚ୍ଚା
ସମ୍ବଲପୁର:ଏଠାରେ ଗଠିତ"ହନୁମାନ ଜୟନ୍ତୀ ସମନ୍ୱୟ ସମିତି' ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ଗୋ ଷ୍ଟମୀ ଅବସରରେ ମାଁ ସମଲେଇ ମନ୍ଦିର ନିକଟସ୍ଥ ଶ୍ରୀକୃଷ୍ଣ ଗୋଶାଳା ରେ ଗୋମାତା ପୂଜନ ସହ ଗୋସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ "ସମିତି' ତରଫରୁ ସମ୍ବଲପୁର!-->…
Read More...
Read More...
ରାଜ୍ୟରେ ପୁଣି ୬୬୮ କରୋନା ପଜିଟିଭ ଚିହ୍ନଟ, ୧୭ମୃତ
ଭୁବନେଶ୍ୱର ୨୩ ।୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୪୬୨୯ରେ ପହଞ୍ଚିଛି ।!-->…
Read More...
Read More...
୧୨ଘଣ୍ଟିଆ ଉଲୁଣ୍ଡା ବନ୍ଦ ଡାକରା
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାଠାରେ ସବ ରେଜିଷ୍ଟର(ଉପ-ନିବନ୍ଧକ) କାର୍ଯ୍ୟାଳୟ ଦାବୀରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଚେତନ ନାଗରିକ ମଞ୍ଚା ଫଳରେ ଗାଡିମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହଛି । ସବ୍ରେଜିଷ୍ଟର ଅଫିସ ସ୍ଥାପନ ଦାବୀରେ ଏହି ବନ୍ଦ ପାଳନ କରାଯାଉଛି । ଆଜି ସକାଳ ୬ରୁ!-->…
Read More...
Read More...
ଅଣ-କୃଷି କାର୍ଯ୍ୟରେ ବ୍ୟବହାର ହେଉଛି କୃଷି ବିଭାଗର ଗୋଷ୍ଠୀ ଖଳା!
ବୌଦ୍ଧ,୨୩/୧୧ - କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ତରଫରୁ ବିଭିନ୍ନ ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗୋଷ୍ଠୀଖଳା । ମାତ୍ର ବିଡମ୍ବନାର ବିଷୟ ହେଲା ଉକ୍ତ ଖଳାରେ ଧାନ ଅମଳ ପରିବର୍ତ୍ତେ ଲୋକେ ଅନ୍ୟାନ୍ୟ ଅଣ କୃଷି ସାମଗ୍ରୀ ରଖି ଅବରୋଧ କରୁଛନ୍ତି ବୋଲି ଅଭିଯୋଗ!-->…
Read More...
Read More...
ପ୍ରାଣୀ ଚିକିତ୍ସକ କଳାବ୍ୟାଜ ପିନ୍ଧି କାର୍ଯ୍ୟରେ ଯୋଗଦେଲେ
ଦାରିଙ୍ଗବାଡି,୨୩/୧୧: ରାଜ୍ୟରେ ପ୍ରାଣୀ ଚିକିତ୍ସକ ସେବା ସଂଘ ଓ ଭେଟେରୀନାରୀ ସର୍ଭିସ ଆସୋସିଏସନ ଆନୁକୂଲ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଏକାଧିକ ଦାବୀ ତଥା କନିଷ୍ଟ ପ୍ରବେଶିକା କରିବା , ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପ୍ରଦାନ କରିବା, ଚିକିତ୍ସା କେନ୍ଦ୍ରରେ ଚିକିତ୍ସକଙ୍କୁ!-->…
Read More...
Read More...