Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳରେ ଆଜି ପୁଣି ୪୮ ପଜିଟିଭ ଚିହ୍ନଟ
କନ୍ଧମାଳ:୨୨/୧୦ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୪୮୯ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୧୮୭ ଜଣ ସୁସ୍ଥ ହୋଇ!-->!-->!-->…
Read More...
Read More...
ଗଜପତିରେ ପୁଣି ୪ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୪ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଳକରୁ ଜଣେ,ପାରଳା ପୌର ପରିଷଦରୁ ୩ ଜଣ, ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁହୋମଆସୋଲେସନ କୋଭିଡ!-->…
Read More...
Read More...
ଜିଲ୍ଲାରେ ବାଲ୍ୟବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ର ନୂଆ ପଦକ୍ଷେପ
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ବାଲ୍ୟବିବାହ ର ସ୍ଥିତି ଉଦ୍ବେଗ ଜନକ ଥିବାବେଳେ ଗଜପତିରେ ସ୍ଥିତି ବି ଖରାପ ଅଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଏକ ଟାସ୍କ ଫୋର୍ସ ତିଆରି ହେବା ସହ ଏହାର ପ୍ରଥମ!-->!-->!-->…
Read More...
Read More...
ଜାତିସଂଘର ୭୫ ତମ ପ୍ରତିଷ୍ଠା ଦିବସରେ କିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବୌଦ୍ଧ,୨୨/୧୦ - ମିଳିତ ଜାତିସଂଘର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ପରିସରରେ କିସ୍ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରବୀର ଦାସଙ୍କ ସମେତ ରେଡକ୍ରସ ଓ ନେହେରୁ ଯୁବ କେନ୍ଦ୍ରର ଯୁବ!-->…
Read More...
Read More...
କମ୍ପାନୀ ବ୍ଲାଷ୍ଟିଂ ଯୋଗୁଁ କ୍ଷତିଗ୍ରସ୍ତ ଗାଁର ପରିଦର୍ଶନ ସହ ବିଧାୟକଙ୍କ ସାହାଯ୍ୟ ପାଇଁ ପ୍ରତିଶ୍ରୁତି
ସମ୍ବଲପୁର : ସ୍ଥାନୀୟ ରେଙ୍ଗାଲି ଅଂଚଳର କିଛି ସଚେତନ ଲୋକେ ବିଧାୟକ ନାଉରୀ ଚନ୍ଦ୍ର ନାୟକଙ୍କୁ ଭେଟି ତାହାଙ୍କୁ ସେ ଅଂଚଳର ମୁଖ୍ୟ ସମସ୍ୟା ବିଷୟରେ ଅବଗତ କରାଇଥିଲେ । ବିଶେଷକରି ସେଠାରେ ବର୍ତ୍ତମାନ ସକ୍ରିୟ କୋଇଲା କମ୍ପାନୀ ଏନଏଲସି ଜନବିରୋଧୀ ଆଭିମୁଖ୍ୟ ଜଣାଇ, ସେମାନେ ସ୍ଥାନୀୟ ତଲାବିରା!-->…
Read More...
Read More...
କରୋନା ସଂକ୍ରମଣ ପୁଣି ଊର୍ଦ୍ଧ୍ୱଗାମୀରୁ ଚିନ୍ତା: ଆଜି ପୁଣି ନୂଆ ୫୦ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଏଠାରେ କରୋନା ସଂକ୍ରମଣ କିଛିଦିନ ନିମ୍ନଗାମୀ ରହିବାପରେ ଆଜି ହଠାତ ଊର୍ଦ୍ଧ୍ୱଗାମୀ ହେବାରୁ ଚିନ୍ତା ବଢୁଛି । ସେପଟେ ସ୍ଥିତି ଯେତେ ନିୟନ୍ତ୍ରଣ ରେ ଥିଲେ ମଧ୍ୟ ମୃତ୍ୟୁହାର ନିରନ୍ତର ବଢିଚାଲିଛି, ଯାହାକି ଚିନ୍ତା ଆହୁରି ବଢାଉଛି । ବର୍ତ୍ତମାନ ପାର୍ବଣପର୍ବ ସମୟରେ ସଂକ୍ରମଣହାର!-->…
Read More...
Read More...
ବୌଦ୍ଧ : ଧିରେ ଧିରେ କାବୁ ହେଉଛି କରୋନା, ଆଜି 12 ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୨୨/୧୦ - ବୌଦ୍ଧ ଜିଲ୍ଲାରେ ଆସ୍ତେ ଆସ୍ତେ କାବୁ ହେଉଛି ମହାମାରୀ କରୋନା l ଗତକାଲି ମାତ୍ର 7 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆଜି 12 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ଯେଉଁ 12 ଆକ୍ରାନ୍ତ ଚିନ୍ହଟ!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୧୯୧୩ କରୋନା ପଜିଟିଭ ଚିହ୍ନଟ, ୧୫ ମୃତ
ଭୁବନେଶ୍ୱର ୨୨ ।୧୦: ରାଜ୍ୟରେ କରୋନା ଗ୍ରାଫ୍ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୬୦୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ!-->…
Read More...
Read More...
ବୌଦ୍ଧରେ ପ୍ରଥମଥର ପାଇଁ ଗିଟାର୍ କ୍ଲାସ୍ ଆରମ୍ଭ
ବୌଦ୍ଧ,୨୨/୧୦- ସ୍ଥାନୀୟ ପୋଡ଼ାପୋଡ଼ା ବୌଦ୍ଧ ଠାରେ ପ୍ରଣାମ ନୃତ୍ୟାନୁଷ୍ଠାନ ଏବଂ ଏବିସିଡି ପାଥ୍ଫାଇଣ୍ଡରର ମିଳିତ ଆନୁକୁଲ୍ୟରେ ପ୍ରଥମ ଥର ପାଇଁ ଗିଟାର୍ କ୍ଲାସ୍ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ପ୍ରଣାମ ନୃତ୍ୟାନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପଦେଷ୍ଟା!-->…
Read More...
Read More...
ନେହେରୁ ଯୁବ କେନ୍ଦ୍ର ତରଫରୁ ଜିଲ୍ଲାସ୍ତରୀୟ ପାର୍ଲିଆମେଣ୍ଟ ପ୍ରତିଯୋଗିତା
ପାରଳାଖେମୁଣ୍ଡି,୨୨/୧୦‐ ୱେବ୍ନାଇର ମାଧ୍ୟମରେ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲାର ଯୁବଗୋଷ୍ଠୀ ଭାଗ ନେଇଥିଲେ । ପ୍ରକୃତ ସଂସଦରେ ହେଉଥିବା ତର୍କ ବିତର୍କ ସହ ସ୍ଥାନୀୟ ସମସ୍ୟାର ଉପସ୍ଥାପନା, ଜଣେ ସାଂସଦର!-->…
Read More...
Read More...