Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ସଂକ୍ରମଣ ନିରନ୍ତର ହ୍ରାସ ପାଉଛି:ପୁଣି ନୂଆ ୩୮ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର :ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣହାର ନିରନ୍ତର କମୁଥିବାରୁ ସମ୍ବଲପୁର ଜିଲ୍ଲାର ସ୍ଥିତିରେ ଉନ୍ନତି ଦେଖାଯାଉଛି । ଅପରପକ୍ଷେ ମୃତ୍ୟୁହାର ବଢି ଜନସାଧାରଣ ସହିତ ପ୍ରଶାସନର ଚିନ୍ତା ବଢାଉଛି । ଏକ ତୁଳନାତ୍ମକ ଅଧ୍ୟୟନରୁ ଜଣା ପଡିଛି ଯେ ଏହି ମୃତ୍ୟୁହାର ଗତ ୧୨ ତାରିଖରେ ୦.୩୩!-->…
Read More...
Read More...
ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ପୁଣି 11 ଜଣ କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୧୯/୧୦- ଆଜି ବୌଦ୍ଧ ଜିଲ୍ଲାରେ ପୁଣି 11 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସରସରା ଗ୍ରାମରୁ 1 ଜଣ, ଡୁମୁରି ମୁଣ୍ଡା ଗ୍ରାମରୁ 1!-->…
Read More...
Read More...
ପୁଣି ରାଜ୍ୟରେ ୧୯୮୨ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୦୩୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ!-->…
Read More...
Read More...
ବ୍ୟାପକ ଟେଷ୍ଟ ପାଇଁ ପଦକ୍ଷେପ
ବଲାଙ୍ଗୀର,୧୯/୧୦- ବଲାଙ୍ଗୀର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ମୁହଁ । । ପ୍ରାୟ ୨୭ ଜୀବନ ମଧ୍ୟ ଗଲାଣି । ପରୀକ୍ଷା ପରିମାଣ ଓ ଚିକିତ୍ସା ସୁବିଧା ସୁଯୋଗକୁ ନେଇ ନେତା ଜନତା ମହଲରେ ପ୍ରଶ୍ନ ଉଠୁଛି । ଚାରିଆଡୁ ଅସନ୍ତୋଷ ପରେ ମୁଖ୍ୟତଃ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ ପରେ!-->…
Read More...
Read More...
ବନ ବିଭାଗ ମେସିନରେ କରୁଛି ମନରେଗା କାମ !
ବୌଦ୍ଧ,୧୯/୧୦ - ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟ୍ରେଞ୍ଚ ଖୋଳା କାମ କିଛିଦିନ ହେଲା ଚାଲିଛି । ମନରେଗା ଯୋଜନାରେ ହେଉଥିବା କାମ!-->…
Read More...
Read More...
ବନବିଭାଗର ଜାଇକା ଗୃହ, କାମ ନସରୁଣୁ ଦବିଲା ସିଡି !
ବୌଦ୍ଧ,୧୯/୧୦ - ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଲମ୍ବସରୀ ଗ୍ରାମ ପଞ୍ଚାୟତ ସେଲାମାଲ୍ ଗ୍ରାମରେ ନିର୍ମାଣ ଚାଲିଛି ବନ ବିଭାଗର ଜାଇକା ଗୃହ । ପ୍ରାୟ ୪ ଲକ୍ଷ ଟଙ୍କାର ଅଟକଳରେ ନିର୍ମିତ ହେଉଥିବା ଉକ୍ତ ଗୃହର ନିର୍ମାଣ କାର୍ଯ୍ୟ ବିଭାଗୀୟ କର୍ମଚାରୀମାନଙ୍କ ଦ୍ୱାରା ହେଉଥିବା!-->…
Read More...
Read More...
ଭାରତର ୩୬ ଗୋଟି ମ୍ୟୁଜିୟମରେ ବୌଦ୍ଧ ଅଞ୍ଚଳରୁ ସଂଗୃହିତ କିର୍ତ୍ତୀ ରହିଛି
ବୌଦ୍ଧ,୧୮/୧୦: ବୌଦ୍ଧ ଅଞ୍ଚଳର ଐତିହ୍ୟ ପରଂପରା ଓ କିର୍ତ୍ତୀରାଜି ଅନ୍ୟ ଅଞ୍ଚଳ ତୁଳନାରେ ଅନେକ ଗୁଣରେ ମହାନ । ଭାରତର ୩୬ଗୋଟି ମ୍ୟୁଜିୟମରେ ବୌଦ୍ଧ ଅଞ୍ଚଳରୁ ସଂଗୃହିତ ମୂଲ୍ୟବାନ କିର୍ତ୍ତୀଗୁଡିକ ସ୍ଥାନିତ ହୋଇଥିବା ଇନଟାକ୍ ଓଡିଶା ଚାପ୍ଟରର ପ୍ରକଳ୍ପ ସଂଯୋଜକ ଅନୀଲ ଧିର ମତବ୍ୟକ୍ତ!-->…
Read More...
Read More...
ୱାର୍ଡ଼ ନଂ-୩୯ରେ ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ପାଳନ
ଭୁବନେଶ୍ୱର : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର!-->…
Read More...
Read More...
ସମ୍ଭ ।ବ୍ୟ ପ୍ରବଳ ବର୍ଷାପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି,୧୮/୧୦- ରାଜ୍ୟ ପାଣିପାଗ ତରଫରୁ ସୂଚାଇ ଦିଆଯାଇଥିବା ତଥ୍ୟ ଅନୁସାରେ ଆସନ୍ତା୧୯ ତାରିଖ ଠାରୁ ୨୨ ପର୍ଯ୍ୟନ୍ତ ସମ୍ବାବ୍ୟ ପ୍ରବଳବର୍ଷା ଗଜପତି ଜିଲ୍ଲାରେ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଏକ!-->…
Read More...
Read More...
ଘାଟିରୁ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା ୫ଘଣ୍ଟାପରେ ହଟିଲା ରାସ୍ତାରୋକ
ବାଲିଗୁଡ଼ା/ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରୁ ସନ୍ଦେହ ଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ ଯୁବକ ଦୁଇଜଣ ତୁମୁଡ଼ିବନ୍ଧର ସଙ୍କଳ୍ପ ନାୟକ ଓ ତପନ କୁମାର ବେହେରା ହୋଇଥିବା ପରିଚୟ ମିଳିଛି । ମୃତ୍ୟୁର କାରଣ!-->…
Read More...
Read More...