Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମସ୍ୟା ଘେରରେ ପାରଳା ପୌର ପରିଷଦ
ପାରଳାଖେମୁଣ୍ଡି,୧୪/୧୨- ଗଜପତି ଜିଲ୍ଲାର ପାରଳା ପୌର ପରିଷଦ ଓଡ଼ିଶା ରାଜ୍ୟର ଦ୍ୱିତୀୟ ପୁରାତନ ପୌର ପରିଷଦ ଅଟେ । ଏଠାରେ ସମସ୍ୟା ଅଧିକ ଥିବାବେଳେ ସମାଧାନ କମ ହୋଇ ପାରୁଛି । ଏଠାକାର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ ଦୀର୍ଘ ଦିନ ହେଲା ଏହି ସମସ୍ୟା ଦିନକୁଦିନ ଜଟିଳ!-->…
Read More...
Read More...
ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ
ପାରଳାଖେମୁଣ୍ଡି,୧୨/୧୨- କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଜନସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । .ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନୀରେ ଓଡିଶା ପ୍ରଦେଶ କିଷାନ!-->…
Read More...
Read More...
ଏ.ଏ.ଇ.ଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ
ବୌଦ୍ଧ,୧୨/୧୨ - ବୌଦ୍ଧ ଜିଲ୍ଲା କୃଷି ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ନାମରେ ହୋଇଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ କୃଷିମନ୍ତ୍ରୀ ଡକ୍ଟର ଅରୁଣ ସାହୁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ବୌଦ୍ଧ କୃଷି ବିଭାଗର ସହକାରୀ!-->…
Read More...
Read More...
ବିବାହ ପାଇଁ ୨୦୦ ଓ ମୃତ କର୍ମପାଇଁ ୫୦ ଜଣଙ୍କ ଉପସ୍ଥିତିକୁ ମିଳିବ ଅନୁମତି
ବୌଦ୍ଧ,୧୨/୧୨ - ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗତକାଲି ଦେଇଥିବା ଆଦେଶ ଅନୁସାରେ ବୌଦ୍ଧ ଜିଲ୍ଲାରେ ବିବାହ ଆଦି ସାମାଜିକ ଉତ୍ସବ ମାନଙ୍କରେ ୨୦୦ ଜଣ ଓ ମୃତ କର୍ମ ଆଦିରେ ୫୦ ଜଣଙ୍କ ମଧ୍ୟରେ ଉପସ୍ଥିତି ପାଇଁ ଅନୁମତି ମିଳିବ । କୋଭିଡ୍ କଟକଣା ବଳବତ୍ତର ଥିବା ହେତୁ ବଡ଼ ଧରଣର ରାଜନୀତିକ,!-->…
Read More...
Read More...
ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼
ବାଲିଗୁଡ଼ା, (ବିପ୍ରଚରଣ ସାହୁ) - ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ୫ଟି ଜିଲ୍ଲାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଇଛି ଇକୋ ରିଟ୍ରିଟ୍ । ଓଡ଼ିଶାର ଭୂସ୍ୱର୍ଗ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ମଧ୍ୟ ଇକୋ ରିଟ୍ରିଟ୍!-->…
Read More...
Read More...
ବୌଦ୍ଧ: ବହିରା ଗ୍ରାମରୁ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୨/୧୨ - ଆଜି ପୁଣି ଜିଲ୍ଲାରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ଜଣେ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ୨୭୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ!-->…
Read More...
Read More...
କନ୍ଧମାଳ ସାଂସଦଙ୍କ ଦ୍ୱାରା ଶୌଚାଳୟ ଓ ଯାତ୍ରୀ ବିଶ୍ରାମଗାରର ଉଦଘାଟନ
ଫୁଲବାଣୀ,୧୨/୧୨ - କନ୍ଧମାଳ ଜିଲ୍ଲାକୁ ସାଂସଦ ଅଚ୍ୟୁତ ସାମନ୍ତ ଗସ୍ତକରି ଜିଲ୍ଲାର ବିଭିନ୍ନ ବ୍ଲକରେ ଲୋକଙ୍କ ସମସ୍ୟା ବୁଝିବାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ, ଶିଳାନ୍ୟାସ କରିଛନ୍ତି । ସାଂସଦ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର!-->…
Read More...
Read More...
ମୁଣ୍ଡିପଦର ଓ ମୁଣ୍ଡାପଡା ସମିତିରେ ସ୍ୱାଭାବିକହେଲା ଧାନକିଣା
ବୌଦ୍ଧ,୧୨/୧୨ - ବୌଦ୍ଧବ୍ଲକ୍ ମୁଣ୍ଡିପଦର ଓ ମୁଣ୍ଡାପଡା ସେବା ସମବାୟ ସମିତିର ଧାନକିଣାକୁ ନେଇ ହୋଇଥିବା ଅଚଳାବସ୍ଥା ପ୍ରଶାସନର ହସ୍ତକ୍ଷେପ ପରେ ଦୂର ହୋଇଥିବା ଜଣାପଡିଛି । ମୁଣ୍ଡିପଦର ସମିତିର ଧାନମଣ୍ଡି କାଶଲପୁର୍ ମାର୍କେଟୟାର୍ଡକୁ ପରିବର୍ତ୍ତନ କରିବା ପାଇଁ ପ୍ରଶାସନ ନେଇଥିବା!-->…
Read More...
Read More...
ବ୍ୟାଙ୍କ ମିଶ୍ରଣ ପରେ ମିଶ୍ରଣ ବ୍ୟାଙ୍କର ଠିକଣା ଖୋଜି ଗ୍ରାହକ ହନ୍ତସନ୍ତ
ବୌଦ୍ଧ,୧୧/୧୨- ସରକାରଙ୍କ ନିଷ୍ପତି କ୍ରମେ ଅନେକ ଜାତୀୟ କରଣ ବ୍ୟାଙ୍କ ମାନଙ୍କ ମିଶ୍ରଣ ହୋଇ ଯାଇଛି | ବୌଦ୍ଧ ଜିଲ୍ଲାରେ ଶାଖା ଖୋଲିଥିବା ଅନେକ ବ୍ୟାଙ୍କର ମିଶ୍ରଣ ହୋଇ ଥିବାରୁ ସେ ସବୁ ବ୍ୟାଙ୍କର ଆଉ ପୂର୍ବ ସତ୍ତା ନାହିଁ | ସେ ସବୁ ବ୍ୟାଙ୍କର ଗ୍ରାହକ ମାନେ ପୂର୍ବରୁ ଥିବା ବ୍ୟାଙ୍କକୁ!-->!-->!-->…
Read More...
Read More...
ବୌଦ୍ଧ : ଆଜି ପୁଣି 2 କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୧/୧୨- କାଲି ଗୋଟିଏ ଦିନର ବିରାମ ପରେ ଆଜି ପୁଣି 2 ଜଣ ଆକ୍ରାନ୍ତ ବୌଦ୍ଧ ଜିଲ୍ଲାରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 2 କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2753 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା!-->…
Read More...
Read More...