Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡିକି ଭାଙ୍ଗି ଦୁଇ ଶିକ୍ଷକଙ୍କ 50 ହଜାର ଟଙ୍କା ଲୁଟ
ବୌଦ୍ଧ,୨୧/୧୧- ବାଇକ ଡିକି ଭାଙ୍ଗି ବାରମ୍ବାର ଦୁର୍ବୃତ୍ତ ମାନେ ଟଙ୍କା ଲୁଟି ନେଉଥିବା ଖବର ପ୍ରତିଦିନ ଗଣମାଧ୍ୟମ ମାନଙ୍କରେ ପ୍ରକାଶ ପାଉଥିଲେ ମଧ୍ୟ ଏ ସମ୍ପର୍କରେ ଲୋକେ ସଚେତନ ହେଉ ନଥିବା ଦେଖିବାକୁ ମିଳୁଛି l ଆଜି ଦୁଇ ଜଣ ଶିକ୍ଷକ ବାଇକ ଡିକିରେ ଟଙ୍କା ରଖି ଲୁଟେରା ମାନଙ୍କ ଶିକାର!-->…
Read More...
Read More...
୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ / ବlଉଁଶୁଣି,୨୧/୧୧ - ବୌଦ୍ଧ ବ୍ଲକ୍ ମନୁପାଲି ହାଇସ୍କୁଲ ପଡ଼ିଆଠାରେ ୧୦ ମ ବୀର ସୁରେନ୍ଦ୍ର ସାଏ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି | ଆଜିର ଉଦଘାଟନୀ ଅବସରରେ ଅତିଥି ଭାବେ ଶେଷଦେବ ମୁଦୁଲି (ଖଲିଆପାଲି ସରପଞ୍ଚ), ଶମ୍ଭୁ ମଲିକ(ମନୁପାଲି ସରପଞ୍ଚ), ହରିଶ୍ଚନ୍ଦ୍ର ଭୋଇ!-->…
Read More...
Read More...
ଦୁଇ କାର୍ ମଧ୍ୟରେ ଧକ୍କା, ୩ ଗୁରୁତର
ବୌଦ୍ଧ,୨୧/୧୧- ଆଜି ଅପରାହ୍ନରେ ଜାତୀୟ ରାଜପଥ ନମ୍ବର ୫୭ର ଆଡେନିଗଡ୍ ନିକଟ ରାଣୀଗଂଜ ଠାରେ ଗୋଟିଏ ଇଣ୍ଡିକୋ ଓ ହୁଣ୍ଡାଇ କ୍ରେଟା କାର୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହରେ ଭୁବନେଶ୍ବରରୁ!-->…
Read More...
Read More...
ବୌଦ୍ଧ : ଆଜି 3 କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୨୧/୧୧ - ଗତକାଲି ବୌଦ୍ଧ ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ବେଳେ ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୩ ପଜିଟିଭ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା!-->…
Read More...
Read More...
ଆସ୍ଥା ଓ ବିଶ୍ବାସର ପର୍ବ ଛଠ, ସୂର୍ଯ୍ୟଙ୍କୁ ଅରକ ଦେବାସହିତ ବ୍ରତ ସଂପନ୍ନ
କଣ୍ଟାବାଞ୍ଜି, ୨୧/୧୧- ଆସ୍ଥା ଓ ବିଶ୍ୱାସ ର ପରମ୍ପରାଗତ ମହାନ ପର୍ବ ଛଠ ଆଜି ସୂର୍ଯ୍ୟ କୁ ଅରକ ଦେବା ସହିତ 36 ଘଣ୍ଟିଆ ନିର୍ଜଳା ବ୍ରତ ସଂପନ୍ନ ହୋଇଛି । ସୂର୍ଯ୍ୟ ଓ ଭଉଣୀ ଛଠି ମାତାକୁ ସମର୍ପିତ ଏହିପର୍ବ ବର୍ତ୍ତମାନ ସାରା ବିଶ୍ୱରେ ପ୍ରଚଳିତ । କଣ୍ଟାବାଞ୍ଜିସ୍ଥିତ ବିହାରର ଲୋକମାନଙ୍କ!-->…
Read More...
Read More...
ହୋଲଡିଂ ଟିକସ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ଫୁଲବାଣୀ,୨୧/୧୧- ଫୁଲବାଣୀ ପୌର ପରିଷଦର ହୋଲଡିଂ ଟିକସ ଓ ସେବା କର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ ରେ ନୋଟିସ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନ କରିବା ପାଇଁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମାନ୍ୟବର!-->…
Read More...
Read More...
ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶପାଇଁ ପ୍ରସ୍ତୁତି ବୈଠକ
ସୋନପୁର ,୨୧/୧୧ -ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ ନାଗାର୍ଜୁନ ବେଶ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ଉପଜିଲ୍ଲାପାଳ ତଥା ପାତାଳୀ ଶ୍ରୀକ୍ଷେତ୍ର ର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି!-->…
Read More...
Read More...
ବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆରେ ବଢ଼ିଚାଲିଛି ମଦୁଆଙ୍କ ରାଜ୍
ବୌଦ୍ଧ/ବାଉଁଶୁଣୀ,୨୧/୧୧-ବୌଦ୍ଧବ୍ଲକ ବାଉଁଶୁଣୀ ପଞ୍ଚାୟତବାଉଁଶୁଣୀ ହାଇସ୍କୁଲ ଖେଳ ପଡିଆ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ । ପ୍ରତ୍ୟେକ ଦିନ ରାତିରେ ମଦୁଆ ମାନେ ଏକତ୍ରିତ ହୋଇ ପଡ଼ିଆର ଚତୁଃପାର୍ଶ୍ବରେ ବସି ମଦ୍ୟପାନ କରିବାସହ ସେଠାରେ ବୋତଲ ଭାଙ୍ଗି ଦେଉଥିବା ଦେଖିବାକୁ ମିଳୁଛି । ସେହି!-->…
Read More...
Read More...
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ବୌଦ୍ଧ,୨୧/୧୧- ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡିରହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କର ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼!-->…
Read More...
Read More...
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଅଟୋ ଜବତ, ୩ ଚାଲାଣକାରୀ ଗିରଫ
ବାଲିଗୁଡ଼ା,୨୧/୧୧: ଆକ୍ସନ ମୁଡ୍ରେ କନ୍ଧମାଳ ପୋଲିସ୍ । ଗଞ୍ଜେଇ ଚୋରାଚାଲାଣ ବେଳେ ରାଇକିଆ ପୋଲିସ୍ ପକ୍ଷରୁ ଚଢ଼ାଉ । ୨୦କେଜି ୪୦୦ଗ୍ରାମ୍ ଗଞ୍ଜେଇ ସହ ଗୋଟିଏ ଅଟୋ ଜବତ କରିଛି ପୋଲିସ୍ । ଏଥିସହିତ ଚୋରାଚାଲାଣରେ ସମ୍ପୃକ୍ତ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି!-->…
Read More...
Read More...