Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ
ସୋନପୁର ,୨୦/୧୧- ଗତକାଲି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଯୁବକଂଗ୍ରେସ ତରଫରୁ ସ୍ଥାନୀୟ କୁଷ୍ଠାଶ୍ରମ ପରିସରରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବକଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ!-->…
Read More...
Read More...
ବାମଣ୍ଡା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବୌଦ୍ଧ,୨୦/୧୧ - ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ଗ୍ରାମର ଜନସାଧାରଣ l ଏ ସମ୍ପର୍କରେ ଅଭିଯୋଗ କରି ହରଭଙ୍ଗା ବିଡ଼ିଓ ନୀଳକଣ୍ଠ ବେହେରାଙ୍କୁ ଦେବଗଡ଼, ନାୟକ ପଡା, କୁଲିମୁଣ୍ଡା!-->…
Read More...
Read More...
ଦାରିଙ୍ଗବାଡ଼ିରେ ନୂତନ ତହସିଲଦାରଙ୍କ ଯୋଗଦାନ
ଦାରିଙ୍ଗବାଡ଼ି,୧୯/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟଳୟରେ ନୂତନ ତହସିଲଦାର ଭାବେ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଛନ୍ତି । ସେ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ତହସିଲ ଅଫିସରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ପ୍ରଧାନ ଗଞ୍ଜାମ!-->!-->!-->…
Read More...
Read More...
ବ୍ୟାଙ୍କଗାଡି ଡକାୟତି ମାମଲାରେ ୯ଜଣ ଗିରଫ ଓ ନଗଦ ଦଶଲକ୍ଷ ଟଙ୍କା ଜବତ
ସମ୍ବଲପୁର : ପ୍ରାୟ ଦଶଦିନ ପୂର୍ବେ ଏକ ବ୍ୟାଙ୍କ ଗାଡିରୁ ୩୫ ଲକ୍ଷ ଟଙ୍କାରୁ ଅଧିକର ଏକ ଡକାୟତି ମାମଲାର ପର୍ଦ୍ଦାଫାଶ କରି ସମ୍ବଲପୁର ଜିଲ୍ଲା ପୁଲିସ ୯ଜଣ ଡକାୟତଙ୍କୁ ଗିରଫ କରିବା ସହିତ ସେମାନେଠାରୁ ନଗଦଦଶ ଲକ୍ଷ ୯ ହଜାର ଟଙ୍କା ଓ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ କରିଛି । ଏ!-->…
Read More...
Read More...
ଗଜପତିରେ ପୁଣି ୩ ଜଣ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୯/୧୧- ଆଜି ଗଜପତି ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ମୋହନା ବ୍ଳକରୁ ଜଣେ,ପାରଳା ପୌରପରିଷଦରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି!-->…
Read More...
Read More...
ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,୧୯/୧୧- ଆଜି ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଅଛି । ଦଳ ତରଫରୁ ଇନ୍ଦିରା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ତାପରେ ଶ୍ରୀମତୀ!-->…
Read More...
Read More...
ବୌଦ୍ଧ : ଆଜି ଜଣେ ମାତ୍ର କରୋନା ପଜିଟିଭ ଚିନ୍ହଟ
ବୌଦ୍ଧ,୧୯/୧୧- ଆଜି ବୌଦ୍ଧ ଜିଲ୍ଲାରେ ଜଣେ ମାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର ପଜିଟିଭକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ ସଂଖ୍ୟା 2711 ରେ ପହଞ୍ଚିଲା l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ!-->!-->!-->…
Read More...
Read More...
୧୫ ଦିନରେ ବାଲିଗୁଡ଼ା ଥାନା ଅଞ୍ଚଳରୁ ୫୯୫ ଏକର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡ଼ା,୧୯/୧୧: ଜୋର୍ ଧରିଲା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ପୁଣି ମିଳିତ ଚଢ଼ାଉ କରାଯାଇ ୧କୋଟି ୭୫ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର!-->…
Read More...
Read More...
ହୀରାଞ୍ଚଳ ଖବର କାଗଜର ପ୍ରଭାବ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲେ ସରକାର
ଫୁଲବାଣୀ,୧୯/୧୧: ମାଆ ଗର୍ଭରେ ଶିଶୁ ରହିବାଠାରୁ ମଣିଷ ମଲାପର୍ଯ୍ୟନ୍ତ ଅନେକ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ଗ୍ରାମାଞ୍ଚଳର ଅଧିକାଂଶ ସ୍ୱାସ୍ଥ୍ୟସୁବିଧାରୁ ବଞ୍ଚିତ ହେଉଛନ୍ତି । ଯାହାର ଉଦାହରଣ ହେଉଛି ଜି.ଉଦୟଗିରି ବ୍ଳକର ତଲାରିମାହା ଗ୍ରାମର ମହାଜନ ଚନ୍ଦନଙ୍କ ଦୁଇବର୍ଷର!-->…
Read More...
Read More...
ମୋଟର ସାଇକେଲ ଦୁର୍ଘଟଣାରେ୨ ଯୁବକଙ୍କ ମୃତ୍ୟୁ
ସମ୍ବଲପୁର : ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଡିମରିକୁଦ ନିକଟସ୍ଥ ଏକ ପୋଲ ଉପରେ ବୁଧବାର ବିଳମ୍ବିତ ରାତିରେ ଏକ ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ନାକଟିଦେଉଳରୁ ରେଢାଖୋଲ ଆସୁଥିବା ସମୟରେ ସେମାନେ ଉକ୍ତ ଡିମରିକୁଦ ପୋଲ ଉପରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ!-->…
Read More...
Read More...