Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୩ୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର
ଦଶପଲ୍ଲା : ଓଡ଼ିଶାର ତୃତୀୟ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଷଷ୍ଠ ପର୍ଯ୍ୟାୟ ମତଦାନ ମେ’ ୨୫ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଥିବା ବେଳେ ଆଜି (ଗୁରୁବାର) ସନ୍ଧ୍ୟା ୫ଟାରେ ପ୍ରଚାର ସରିଛି। ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ!-->…
Read More...
Read More...
କାଶୀନଗରର ବ୍ଳକ କଲୋନୀ ଓ ମେଡ଼ିକାଲ କଲୋନୀବାସୀଙ୍କ ପାଣି ସମସ୍ୟା ନେଇ ପ୍ରତିବାଦ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ମେଡ଼ିକାଲ କଲୋନୀ ଓ ବ୍ଳକ କଲୋନୀରେ ଗତ କିଛି ଦିନ ଧରି ପାଣି ସମସ୍ୟା ରହିଥିବା ବେଳେ ସମସ୍ୟାର ସମାଧାନ ହେଉ ନ ଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକେ ବାରମ୍ବାର ସମସ୍ୟା ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା!-->…
Read More...
Read More...
ରାତି ପାହିଲେ ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି
ବାଲିଗୁଡା: ରାତି ପାହିଲେ ସାଧାରଣ ନିର୍ବାଚନ ୨୦୨୪ ର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଏହାକୁ ନେଇ କନ୍ଧମାଳ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ଏସଡିପିଓ ରାହୁଲ ଗୋଏଲ୍, ଥାନା ଅଧିକାରୀ ସୁଶାନ୍ତ!-->…
Read More...
Read More...
ଆସନ୍ତାକାଲି ପୁରୀରେ ରୋଡ ଶୋ’ କରିବେ ମୋଦୀ, ସୁରକ୍ଷା ବ୍ୟବସ୍ଥା କଡାକଡି
ପୁରୀ: ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସକାଳ ୭ ଟା ରେ ମହାପ୍ରଭୁଙ୍କ ଦର୍ଶନ କରିବେ ।ଏହାପରେ ରୋଡ ଶୋ କରିବେ । ଶ୍ରୀମନ୍ଦିର ଠାରୁ ହସ୍ପିଟାଲ ଛକ ଯାଏଁ କରିବେ ରୋଡ ସୋ । ପ୍ରଥମ ଥର ପାଇଁ ସକାଳେ ହେବ ରୋଡ ଶୋ । ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ସାଂସଦ!-->…
Read More...
Read More...
ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ଚଢାଉ
ଚମ୍ପୁଆ,: ୨୦୨୪ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ପାଇଁ ଚମ୍ପୁଆ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଅସମାଜିକ ତତ୍ୱ ଏବଂ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବା ନିମିତ ବ୍ୟାପକ ଚଢାଉ କରାଯାଇଛି । ନିର୍ବାଚନ ସମୟରେ ଦେଶୀ ଓ ବିଦେଶୀ ମଦ ଚୋରାକାରବାର!-->…
Read More...
Read More...
ଟାଙ୍ଗୀରୁ କରଞ୍ଜି ବାଇକ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କଲା ବିଜେପି
କଟକ: କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ତଥା ଟାଙ୍ଗୀ-ସାଲେପୁର ନିର୍ବାଚନ ମଣ୍ଡଳୀ ଅଧୀନ ବ୍ଲକ ମୁଖ୍ୟାଳୟ ଟାଙ୍ଗୀରୁ ରୋଡ଼ ଶୋ କରିଛନ୍ତି ବୈଜୟନ୍ତ ପଣ୍ଡା ଓ ଅରିନ୍ଦମ ରାୟ । ସାଙ୍ଗରେ ଥିଲେ ଲୋକସେବା ଫାଉଣ୍ଡେସନ ର ମୁଖ୍ୟ ହିମାଂଶୁ କୁମାର ମହାନ୍ତି । ଟାଙ୍ଗୀ ହାଇସ୍କୁଲ୍ ପଡିଆରେ ପାଞ୍ଚ!-->…
Read More...
Read More...
ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ ଅନୁଷ୍ଠିତ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲାର ଭୋଟରମାନେ ୮୫-କଣ୍ଟାମାଲ ଏବଂ ୮୬- ବୌଦ୍ଧ ବିଧାନସଭା ସହିତ ୧୩-କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜିଲାରେ ନିର୍ବାଚନ!-->…
Read More...
Read More...
ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
ଉଲୁଣ୍ଡା:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ଖେଳପଡିଆ ଠାରେ ଆଜି ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ହେଲିକପ୍ଟର ଯୋଗେ ଆସି କଲେଜ ପଡ଼ିଆରେ!-->…
Read More...
Read More...
ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଜେପିର ଜୋର ଦାର ପ୍ରଚାର,ଲୋକଙ୍କ ଭିତରେ ଉଠୁଛି ପରିବର୍ତ୍ତନର ସ୍ୱର
ହରଭଙ୍ଗା : ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ପାଣିପାଗ ଓ ଜମୁଛି ପ୍ରଚାର ପ୍ରସାର । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟ ପ୍ରଚାର ପ୍ରସାରରେ ଦୌଡୁଛି । ଏହି ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକର ୨୨ ଟି ଓ ବୌଦ୍ଧ ବ୍ଲକର ୧୧ଟି ପଞ୍ଚାୟତ ସହ ବୌଦ୍ଧ ଏନଏସିକୁ ନେଇ ଗଠିତ । ହରଭଙ୍ଗା!-->…
Read More...
Read More...
ବନ୍ଧୁକ ମୁନରେ ଡକାୟତି ଅଭିଯୋଗ, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମୁଖ୍ୟାଳୟ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି କିଛି ମୁଖାପିନ୍ଧା ଦୁର୍ବୃତ୍ତ । ଅଭିଯୋଗ ଅନୁସାରେ ମଙ୍ଗଳବାର ମଧ୍ୟରାତ୍ରରେ ଆଠ ଜଣ!-->…
Read More...
Read More...