Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଂକ୍ରମଣ ହାର ହ୍ରାସ ଯୋଗୁଁ ଲୋକେ ଉତ୍ସାହିତ: ଆଜି ନୂଆ ୫୨ଜଣ ପଜିଟିଭ ଚିହ୍ନଟ
ସମ୍ବଲପୁର : ଗତ ପ୍ରାୟ ଦଶଦିନ ହେଲା ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମାଗତ ସୁଧାର ଆସୁଥିବାରୁ ଜନସାଧାରଣ ଏଠାରେ ଉତ୍ସାହିତ ରହିଛନ୍ତି ଓ ଏଥର ଆଗକୁଥିବା ପାର୍ବଣପର୍ବ ସୁରକ୍ଷିତ ଭାବରେ କଟିଯାଉ ବୋଲି ମା ଦୁର୍ଗାଙ୍କ ଠାରେ ମନାସୁଛନ୍ତି । ଆଶ୍ୱସ୍ତିର ବିଷୟ ଏହା ଯେ ବର୍ତ୍ତମାନ!-->…
Read More...
Read More...
ବୌଦ୍ଧ : ଆଜି ୧୨ ଜଣ କରୋନା ପଜିଟିଭ ଚିହ୍ନଟ
ବୌଦ୍ଧ,୧୮/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୧୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ହରଭଙ୍ଗା ବ୍ଲକ୍ ପରଗଲପୁର୍ ଗ୍ରାମରୁ ୧ ଜଣ, ଉଦୟପୁର୍ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍!-->…
Read More...
Read More...
ରାଜ୍ୟରେ ପୁଣି ୨୦୧୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । । ୨୪ ଘଣ୍ଟା ମଧ୍ୟରେ ୨୦୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୩୬୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଗଜପତିରେ ପୁଣି ୬ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୮/୧୦- ଗଜପତିରେ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୨ ଜଣ, ପାରଳା ପୌର ପରିଷଦରୁ ଜଣେ, ଆର ଉଦୟଗିରି ବ୍ଳକରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କେତେ ଜଣଙ୍କୁ ହୋମଆସୋଲେସନ!-->…
Read More...
Read More...
ନାଟ୍ୟ ନିର୍ଦ୍ଦେଶକ ତଥା ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗ
ପାରଳାଖେମୁଣ୍ଡି,୧୮/୧୦(ହୀ.ପ୍ର)- ଗଜପତି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବରିଷ୍ଠ ନାଟ୍ୟନିର୍ଦ୍ଦେଶକ, ନାଟ୍ୟକାର, କଳାକାର ତଥା ନାଟ୍ୟ ସଙ୍ଗଠକ ଓ ଶିକ୍ଷକ ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ଠାରେ ମୃତ୍ୟୁ ଘଟିଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ।!-->…
Read More...
Read More...
ଘାଟିରେ ପଡ଼ିଛି ୨ ଜଣକ ମୃତ ଦେହ ଏହା ହତ୍ୟା ନା ଦୁର୍ଘଟଣା ପୋଲିସର ତଦନ୍ତ
ଫୁଲବାଣୀ,୧୮/୧୦ :କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲି ପଦର ଘାଟିରେ ରାତିରେ ୨ ଜଣ ଯୁବକଙ୍କ ମୃତ ଦେହ ପଡ଼ିରହିଛି ।ସୂଚନା ଅନୁଯାୟୀ ୨ ଜଣ ରାଇକିଆ ରୁ ତୁମୁଡ଼ିବନ୍ଧ ନିଜ ଘରକୁ ଫେରୁଥିଲେ । ଘଟଣା ସ୍ଥଳରେ ତୁମୁଡ଼ି ବନ୍ଧ ଓଆଇସି ବାବା ସରାଫ ପହଞ୍ଚି ଏହା ଦୁର୍ଘଟଣା ନା ହତ୍ୟା ଏନେଇ!-->…
Read More...
Read More...
ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର
ବୌଦ୍ଧ,୧୮/୧୦- ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଗ୍ରାମ ପଂଚାୟତର କାତର୍ଡl ଗ୍ରାମରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ସ୍ବାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କାତର୍ଡl ଗ୍ରାମରେ ରହୁଥିବା ଦେବାର୍ଚ୍ଚନ ମାଝୀ (50) ଓ ତାଙ୍କର ସ୍ତ୍ରୀ ମଥୁରା!-->…
Read More...
Read More...
ଟ୍ରାନ୍ସଫରମର ଫାଟିଯିବାରୁ 4 ଦିନ ହେଲା ଗାଆଁ ଅନ୍ଧାର
ବୌଦ୍ଧ,୧୮/୧୦ - ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ କୁଲୁତାଜୋର୍ ଗ୍ରାମରେ ଥିବା ବିଦ୍ୟୁତ୍ ବିଭାଗର ଟ୍ରାନ୍ସଫରମର ଗତ 15 ତାରିଖ ସକାଳେ କୌଣସି କାରଣରୁ ଫାଟି ଯିବା ଫଳରେ ଗତ 4 ଦିନ ଧରି କୁଲୁତାଜୋର୍ ଗ୍ରାମ୍ ଅନ୍ଧାରରେ ଥିବା ଜଣାପଡିଛି l ଟ୍ରାନ୍ସଫର୍ମର ଫାଟି ଯାଇଥିବା ସମ୍ପର୍କରେ ବିଦ୍ୟୁତ!-->…
Read More...
Read More...
ଗଛରେ ଟ୍ରକ ପିଟି ହୋଇ ଡ୍ରାଇଭର ଓ ହେଲପର ଗୁରୁତର
ଫୁଲବାଣୀ,୧୭/୧୦:କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଖାରିନାଳରେ ପାଖରେ ଏକ ଟ୍ରକ ଗାଡ଼ି ନମ୍ବର ଏପି ୧୬ ଟିଇ ୬୩୨୫ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଗଛରେ ପିଟିହୋଇଛି। ଟ୍ରକଟି ବିଶଖାପାଟଣା ରୁ ରାଇପୁର କୋଇଲା ନେଇ ଯିବାବେଳେ ଏଭଳି ଘଟଣା ହୋଇଛି ।ଡ୍ରାଇଭର ଓ ହେଲପର ଗୁରୁତର ଆହାତ!-->…
Read More...
Read More...
କୋଭିଡ ନିୟମ ଅନୁଯାୟୀ କଣ୍ଟାବାଞ୍ଜିରେ ଦଶହରା ପୂଜା ପାଳିତ, ଆଜିଠୁ ନବରାତ୍ର ଆରମ୍ଭ
କଣ୍ଟାବାଞ୍ଜି ,୧୭/୧୦- କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ସବୁ ପର୍ବପର୍ବାଣୀ ଫିକା ହୋଇଯାଇଥିବା ବେଳେ ପାର୍ବଣର ପର୍ବ ଦୁର୍ଗାପୂଜା ମଧ୍ୟ ଫିକା ପଡିଯାଇଛି । କରୋନା ଗାଇଡଲାଇନରେ ଏହି ନବରାତ୍ର ପୂଜା କରିବା ପାଇଁ ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ବଲାଙ୍ଗୀରର ର୍ନିେଶ ରହିଛି । ଯାହାକୁ!-->…
Read More...
Read More...