Browsing Category

ରାଜ୍ୟ

ବୌଦ୍ଧଜିଲ୍ଲା ପ୍ରେସକ୍ଲବର ବାର୍ଷିକ ବୈଠକ

ବୌଦ୍ଧ,୬/୧୨- ଆଜି ଜିଲ୍ଲା ପ୍ରେସକ୍ଲବର ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ବଙ୍କାପଡା ଗ୍ରାମରେ ପ୍ରେସ କ୍ଲବ ତରଫରୁ ଶିଶୁ ମାନଙ୍କୁ ଫଳ ଓ ଖାଦ୍ୟ ସାମଗ୍ରି ବଣ୍ଟନ କରାଯାଇଥିଲା । ଏହା ପରେ ସଭାପତି ଶ୍ରୀ ବରୋଜ କୁମାର ବେହେରାଙ୍କ ଅଧକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।…
Read More...

ନୂତନ ସମିତି ସମ୍ପାଦକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ,୬/୧୨ - କଣ୍ଟାମାଳ ବ୍ଲକ ଶିମିଳି ପଦର ସେବା ସମବାୟ ସମିତିର ନବ ନିଯୁକ୍ତ ଭାରପ୍ରାପ୍ତ ସମ୍ପାଦକ ପ୍ରତାପ କୁମାର୍‌ ପ୍ରଧାନଙ୍କୁ ଆଜି ଶିମିଳିପଦର ସେବା ସମବାୟ ସମିତିର ଚାଷୀଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚାଷୀ ସୁଶାନ୍ତ କୁମାର ମିଶ୍ରଙ୍କ ଆବାହକତ୍ୱରେ…
Read More...

ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ

ବୌଦ୍ଧ,୬/୧୨ – ଗତକାଲି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ୪୧ ନମ୍ବର୍‌ ଜାତୀୟ ରାଜପଥ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ସିନ୍ଦୁରପୁର୍‌ ଗାଆଁ ମୁଣ୍ଡ ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଆମ୍ବଗହଣା ଗ୍ରାମର ସତ୍ୟ ନାରାୟଣ ବାଘ ଆଜି ଚିକିତ୍ସାଧିନ ଅବସ୍ଥାରେ ସୋନପୁର…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଆରୋହୀ ଗୁରୁତର

ବୌଦ୍ଧ,୬/୧୨- ବୌଦ୍ଧ ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ଗୁଦୁଗୁଦା ଛକ ଠାରୁ ୧କିଲୋମିଟର ଦୂରରେ ଥିବା ପୁରୁମୁଣ୍ଡା ଗ୍ରାମ୍ୟ ରାସ୍ତା ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଛେଳିବାହାଳି ଗ୍ରାମର ବିଜୟ ମେହେର କୌଣସି…
Read More...

ଫୁଲବାଣୀରେ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ,୬/୧୨: କନ୍ଧମାଳ ଜିଲ୍ଲାର ଫୁଲବାଣୀର ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ୫୮ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଏସ.ପି ବିପିନ ବିହାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ…
Read More...

ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କୁ ଅପହରଣ ଓ ଆକ୍ରମଣ ଅଭିଯୋଗ

ବୌଦ୍ଧ/ବାଉଁଶୁଣୀ,୬/୧୨ - ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜୋତ୍ସ୍ନା ଭୋଇଙ୍କ ସ୍ୱାମୀ ଜିତେନ୍ଦ୍ରୀୟ ମଲ୍ଲିକଙ୍କୁ ତାଙ୍କ ଗାଁ ମୁଣ୍ଡରୁ ବନ୍ଧୁକ ଅପହରଣ କରିନେଇ ନିସ୍ତୁକ ମାଡ ମାରିବା ପରେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଛାଡି ଦେଇଥିବା ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ…
Read More...

ବୌଦ୍ଧ: ଆଜି ଚନ୍ଦନିଆମୁଣ୍ଡା ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୫/୧୨ - ଆଜି ଜିଲ୍ଲାରେ ନୂତନ ଭାବରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍‌ ୨୭୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ତନ୍ମଧ୍ୟରୁ ୨୭୧୨ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୧ ଜଣଙ୍କ…
Read More...

ବୌଦ୍ଧ : କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ହେଲେ ବିଶ୍ୱଜିତ ମିଶ୍ର

ବୌଦ୍ଧ,୫/୧୨ - ବୌଦ୍ଧ ଜିଲ୍ଲା କଂଗ୍ରେସର ଆଇନ୍ ବିଭାଗର ଅଧ୍ୟକ୍ଷ ଭାବରେ ବରିଷ୍ଠ ଆଇନଜୀବି ବିଶ୍ୱଜିତ ମିଶ୍ର ମନୋନୀତ ହୋଇଥିବା ଜଣା ପଡିଛି l ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଶ୍ରୀ ମିଶ୍ରଙ୍କୁ ନିଯୁକ୍ତି ଦେଇଥିବା ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି…
Read More...

ଭିଜିଲାନ୍ସ ଜାଲରେ ମୁରିବାହାଲ ବନବିଭାଗ ରେଞ୍ଜର

ଟିଟଲାଗଡ,୪/୧୨ – ସାରାରାଜ୍ୟରେ ବିନବିଭାଗ ଅଧିକାରୀଙ୍କ ଦୁର୍ନୀତି ଚର୍ଚ୍ଚା ଜୋର୍‌ ଧରିଥିବାବେଳେ ଟିଟିଲାଗଡ ହାଟପଦାରେ ରହୁଥିବା ମୁରିବାହାଲର ବନବିଭାଗ ରେଞ୍ଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି । ଗତକାଲି ଏକକାଳୀନ ଟିଟିଲାଗଡ ହାଟପଦା ବାସଗୃହ ମୁରିବାହାଲ ରେଞ୍ଜ…
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଆରୋହୀ ଗୁରୁତର

ବୌଦ୍ଧ,୪/୧୨ - ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ପୁରୁଣାକଟକ ଥାନା ଲଇଗାଁ ଛକ ନିକଟରେ ଗୋଟିଏ ଆପାଚି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ସମୟରେ…
Read More...