Browsing Category

ରାଜ୍ୟ

ମନରେଗାରେ ମିଳୁନି କାମ! ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାରିଲେଣି ପ୍ରବାସୀ, ଜିଲ୍ଲା ପ୍ରଶାସନ…

ଦାରିଙ୍ଗବାଡି,୧୩/୧୦: କରୋନା ପାଇଁ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ନିଜ ନିଜ ଅଞ୍ଚଳକୁ ଫେରାଇ ଆଣିବା ସହ ସେମାନଙ୍କୁ ମନରେଗା ଯୋଜନାରେ କାମ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ
Read More...

ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା: ୧୦ଦିନ ପରେ ଆଇସିୟୁ ସୁବିଧା ସହିତ ଏହାର ଆନୁଷ୍ଠାନିକ ଉଦଘାଟନ…

ସମ୍ବଲପୁର : ବୁର୍ଲା ସ୍ଥିତ ଭିମସାର ଠାରେ ଗତକାଲି ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲା ବୋଲି ଘୋଷଣା କରା ଯାଇଛି । ବର୍ତ୍ତମାନ ମାତ୍ର ୩୮ଟି ସାଧାରଣ ଶଯ୍ୟାକୁ ନେଇ କୌଣସି ମତେ ଏହାକୁ କାର୍ଯ୍ୟକ୍ଷମ ଘୋଷଣା କରାଯାଇଛି, ଯଦିଓ ଆଇସିୟୁ ସୁବିଧା ଆରମ୍ଭ କରାଯାଇ ନାହିଁ ଓ ଏଥିପାଇଁ ଆଉ
Read More...

କରୋନାରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ହୋତାଙ୍କ ଦେହାନ୍ତ

ସୋନପୁର,୧୩/୧୦ : ସହରର ଗଡ଼ଭିତରର ବରିଷ୍ଠ ଆଇନଜୀବୀ ତଥା ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ହୋତା (୬୨) ଙ୍କର ଗତକାଲି ଭୂବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୀର୍ଘ ୧୨ଦିନଧରି ମହାମାରୀ କରୋନା ସହ ଲଢ଼ୁଥିବା ଅବସ୍ଥାରେ ଗତକାଲି ଅପରାହ୍ନ ୩ଟା
Read More...

ରାଜ୍ୟରେ ପୁଣି ୨୨୭୫ କରୋନା ପଜିଟିଭ ଚିହ୍ନଟ, ୧୭ ମୃତ

ଭୁବନେଶ୍ୱର ୧୩ ।୧୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୯୩୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ
Read More...

ବିଦ୍ୟାଳୟ ବନ୍ଦ ନ କରିବାକୁ ଜିଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୧୩/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁଟିଝାର ଗ୍ରାମରେ 1992 ମସିହାରେ ସ୍ଥାପିତ ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଓ ଏକ କିଲୋମିଟର୍ ଦୁରରେ ଅନ୍ୟ ବିଦ୍ୟାଳୟ ଥିବାରୁ ଉକ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରକଳ୍ପ
Read More...

ବୌଦ୍ଧ : ହୋଇ ପାରୁନାହିଁ ଶିକ୍ଷକ ପଦୋନ୍ନତି, ଆଶାୟୀ ହତାଶ !

ବୌଦ୍ଧ,୧୩/୧୦ - ଓଡିଶାର ଅନ୍ୟ ଜିଲ୍ଲା ମାନଙ୍କରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପଦୋନ୍ନତି ହୋଇ ପାରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳୁଛି l ଲେଭେଲ୍ V (A )ରୁ V (B) କୁ ଓ ଲେଭେଲ୍ IV ରୁ ଲେଭେଲ୍ III କୁ ପଦୋନ୍ନତି ଦୀର୍ଘ ବର୍ଷ ଧରି ହେଉ ନଥିବାରୁ ପଦୋନ୍ନତି
Read More...

ରାସ୍ତାରେ ଦବିଲା ସାର ବୋଝେଇ ଟ୍ରକ

ବୌଦ୍ଧ ,୧୩/୧୦- ଆଜି ସକାଳ ପ୍ରାୟ ଘ 6. 30 ମିନିଟ ସମୟରେ ବୌଦ୍ଧ ସହର ଉପକଣ୍ଠରେ ଥିବା ସରସରା ଗ୍ରାମ ପଂଚାୟତର ସାନ ବଙ୍କାପଡା ଗ୍ରାମ ରାସ୍ତାରେ ଗୋଟିଏ ସାର ବୋଝେଇ ଟ୍ରକ ଚକ ଦବି ଯିବାରୁ ଯାତାୟତରେ ପ୍ରତିବନ୍ଧକ ହେଉଛି l ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ଟ୍ରକରେ 300 ବସ୍ତା
Read More...

କାର୍ ଧକ୍କାରେ ବାଳକ ମୃତ

ବୌଦ୍ଧ,୧୩/୧୦- ପୁରୁଣାକଟକ ଥାନା ଚାରିଛକ ଦମକଳ କେନ୍ଦ୍ର ସମ୍ମୁଖରେ ଗୋଟିଏ କାର୍ ଧକ୍କାରେ ଜଣେ 5 ବର୍ଷୀୟ ବାଳକର ଗତକାଲି ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଚାରିଛକର ସରୋଜ ବେହେରାଙ୍କ ପୁଅ ରଣଜିତ୍ (5 ବର୍ଷ) ରାସ୍ତା ପାର ହେଉଥିବା ସମୟରେ ଫୁଲବାଣୀରୁ
Read More...

ଡକରବାଡ଼ି ଗ୍ରାମର ଗୋଟିଏ କିଲୋମିଟର ରାସ୍ତା ଖରାପ ୩ କିଲୋମିଟର ବଦଳରେ ୭ କିଲୋମିଟରରାସ୍ତାରେ ଯାଉଛନ୍ତି ଗ୍ରାମବାସୀ

ଦାରିଙ୍ଗବାଡ଼ି,୧୨/୧୦- ଉପାନ୍ତ ଅଂଚଳର ରାସ୍ତା ଅବସ୍ଥା ଆଜି ପର୍ଯ୍ୟନ୍ତ ସୁଧୁରୀ ପାରିଲାନାହିଁ । ରାସ୍ତା ନଥିବା ଯୋଗୁଁ ବହୁ ସମୟରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ ସୁଦ୍ଧା ଲୋକମାନଙ୍କ ଗମନାଗମନ ପାଇଁ ମନରେଗା ଯୋଜନାରେ ରାସ୍ତା ସଂଯୋଗୀକରଣ ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ
Read More...

ଆହତ କାରଣରୁ ବାଦ୍ ପଡ଼ିଲେ ପନ୍ଥ

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସକୁ ଦୁଇଟି ଧକ୍କା ଲାଗିଛି । ପଏଣ୍ଟ ଟେବୁଲ୍‌ରେ ଏହା ଦ୍ୱିତୀୟ ସ୍ଥାନକୁ ଖସିଥିବା ବେଳେ ଏହାର ଜଣେ ନିର୍ଭରଯୋଗ୍ୟ କ୍ରିକେଟର ଋିଷଭ ପନ୍ଥ ଆହତ ହୋଇଛନ୍ତି । ଆହତ କାରଣରୁ ତାଙ୍କୁ କେତୋଟି ମ୍ୟାଚ୍ ପାଇଁ ବାଦ୍ ଦିଆଯାଇଛି । ଅତିକମ୍‌ରେ ଗୋଟିଏ ସପ୍ତାହ ତାଙ୍କୁ
Read More...